ଆଶ୍ଚର୍ଯ୍ୟ !! ଝିଅ ଥିଲେ ପୁଅ ହେଲେ | ଏବେ ପୁରୁଷ ହୋଇ ଜନ୍ମ କରିବେ ଛୁଆ !!

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁରୁଷ ହୋଇ ଜନ୍ମ କରିବେ ପିଲା ମାଆ ବଦଳ ରେ ଯଦି ବାପା ଗର୍ଭରେ ପିଲା ବଢେ ତେବେ ଆପଣ ମାନେ କଣ କହିବେ । ବନ୍ଧୁଗଣ ଘଟଣା ଟି ସୁଣିବାକୁ ଅଜବ ଲାଗୁଥିଲେ ବି କେରଳ ରେ କୋଚିକୋଟି ରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ମହିଳା ନୁହେଁ ବରଂ ଜଣେ ପୁରୁଷ ହୋଇଛନ୍ତି ଗର୍ଭବତୀ । କେରଳ ରେ କୋଚିକୋଟି ରେ ରହୁଥିବା ଟ୍ରାନ୍ସଜେଣ୍ଟର ବଲ୍ଜିଆ ଏବଂ ଜହାତ ଖୁବ ଶୀଘ୍ର ଘରକୁ ନୂଆ ଅତିଥି ସ୍ୱାଗତ କରିବା ଲାଗି ପ୍ରସ୍ତୁତ ହେଉଛନ୍ତି ।

ପରସ୍ପର କୁ ଭଲ ପାଉଥିବାରୁ ପ୍ରଥମେ ସମାଜ ର କୈଣସି କଥା ନସୁଣି ଉଭୟ ଉଭୟ ଙ୍କୁ ବିବାହ କରିଥିଲେ । ବଲ୍ଜିଆ ଏକ ଡେନ୍ସର ହୋଇଥିବା ବେଳେ ଜହ୍ୱାନ ଜଣେ ଘୋରଇ କମ୍ପାନୀ ରେ ଏକାଉଣ୍ଟେଟ ରହିଛନ୍ତି । ଏବଂ ଏବେ ଜହ୍ୱାନ ଙ୍କ ଗର୍ଭରେ 8 ମାସର ସନ୍ତାନ ରହୁଛି । ତେବେ ବର୍ତମାନ ସମୟ ରେ ସବୁଠୁ ବଡ କଥା ଯେ ସ୍ତ୍ରୀ ରୁ ପୁରୁଷ ହେବା ପରେ କେମିତି ହେଲା ଗର୍ଭଧାରଣ ।

baby

ରିପୋର୍ଟ ଅନୁସାରେ ଏହି ଟ୍ରାନ୍ସଜେଣ୍ଡର କୋପୁଲ ଲିଙ୍ଗ ପରିବର୍ତନ ପାଇଁ ସର୍ଜରି ର ସହାୟତା ନେଇଥିଲେ । ଜନ୍ମ ରୁ ଜିଆ ପୁଅ ଥିଲେ ହେଲେ ସମୟ କ୍ରମେ ସେ ସର୍ଜରି କରି ସେ ଝିଅ ହୋଇ ଜାଇଥିଲେ । ସେହି ପରି ଜହ୍ୱାନ ଝିଅ ଥିଲେ ହେଲେ ପରବର୍ତି ସମୟ ରେ ସେ ସର୍ଜରୀ କରି ସେ ପୁଅ ହୋଇଗଲେ । ଏହା ପରେ ମଧ୍ୟ ଜହ୍ୱାନ ଗର୍ଭଧାରଣ କରିଥିଲେ ।

ତେବେ କୁହାଜାଉଛି ପୁରୁଷ ହେଲା ପରେ ଜହ୍ୱାନ ଏକ ସର୍ଜରୀ ମାଧ୍ୟମ ରେ ଗର୍ଭାଶୟ ଏବଂ ଅନ୍ୟ କିଛି ଅଙ୍ଗକୁ ହଟା ଜାଇଥିଲା । ସେହିଥି ପାଇଁ ସେ ଏବେ ଗର୍ଭଧାରଣ କରିଥିବାର ଦେଖିବା ପାଇଁ ମିଳିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଏହାକୁ ନେଇ କଣ ମତାମତ ଦେବେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ