ଆଶ୍ଚର୍ଯ୍ୟ !! ଏଠାରେ ଶିବ ଲିଙ୍ଗ ଉପରେ ଭୋଗ ଲାଗନ୍ତି ଜୀବନ୍ତ କଙ୍କଡ଼ା, ଜାଣନ୍ତୁ କାହିଁକି !!

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଗକୁ ଆସୁଛି ମହା ଶିବ ରାତ୍ରୀ । କୁହାଯାଏ ଯେ ମହାଦେବ ଙ୍କୁ ପ୍ରଶନ୍ନ କରେଇଲେ ସୁଫଳ ପ୍ରାପ୍ତି ହୋଇଥାଏ । ଯାହା ପାଇଁ ପ୍ରତି ଦିନ ଭକ୍ତ ଏବଂ ଭଗବାନ ଶିବ ମନ୍ଦିର କୁ ଜାଇ ଭଗବାନ ଙ୍କ ମଥା ରେ ଜଳ ଅର୍ପଣ କରନ୍ତି । ହେଲେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଭାରତ ରେ ଏମିତି ମନ୍ଦିର ର ରହିଛି ଯେଉଁଠି ଭକ୍ତ ମାନେ ଶିବ ଙ୍କ ଉପରେ କ୍ଷୀର ନୁହେଁ ବରଂ ଜିବନ୍ତ କଙ୍କଡା ଅର୍ପଣ କରନ୍ତି ।

ଏହି କଥାଟି ନିହାତି ଭାବେ ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ ଏହି କଥା ସତ ଅଟେ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିନେବା । କଣ ପାଇଁ ଭକ୍ତମାନେ ସେଠାରେ ଏମିତି କରନ୍ତି । ତେବେ ବନ୍ଧୁଗଣ ଏହି ମନ୍ଦିର ଚି ରହିଛି ଗୁଜୁରାଟ ର ସୁରଟ ରେ ଏବଂ ଉକ୍ତ ମନ୍ଦିର ରେ ଭକ୍ତ ମାନେ ଏମିତି ଜିବନ୍ତ କଙ୍କଡା ଅର୍ପଣ କରୁଥିବାର ଭିଡ଼ିଓ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି ।

crab

ଏହି ଭିଡ଼ିଓ ରେ ଜଣେ ମହିଳା ନିଜର ବ୍ୟାଗ୍ ରୁ ଏକ ଜିବନ୍ତ କଙ୍କଡା ବାହାର କରି ଭଗବାନ ଙ୍କ ନିକଟ ରେ ଉତ୍ସର୍ଗ କରୁଥିବାର ଦେଖା ଯାଉଛି । ତେବେ ଉକ୍ତ ମନ୍ଦିର ରେ ଲୋକ ମାନେ ଏମିତି କରିବା ପଛରେ କିଛି କାରଣ ରହିଛି । ଲୋକ ବିଶ୍ୱାସ କରନ୍ତି କି ଆପଣ ଯଦି ଉକ୍ତ ମନ୍ଦିର ରେ ଜିବନ୍ତ କଙ୍କଡା ଦାନ କରନ୍ତି ତେବେ କାନ ସମସ୍ୟା ରୁ ଉପଶମ ହୋଇ ପାରିବେ ।

ଆଉ ଜଣେ ଭକ୍ତ କହିଛନ୍ତି ଏହି ଜବନ୍ତ କଙ୍କାଡ ଅର୍ପଣ କରିବାର ଅଭ୍ୟାସ ବର୍ଷକୁ ଥରେ କରାଜାଇଥାଏ । ବିଶ୍ୱାସ ରହିଛି ଯେ ଭଗବାନ ଶିବ ଙ୍କ ଠାରେ ଯଦି ଜିବନ୍ତ କଙ୍କାଡ ଅର୍ପଣ କରାଯାଏ ତେବେ ପିଲା ମାନଙ୍କ ଠାରେ ଏମିତି କାନ ସମସ୍ୟା କେବେବି ଦେଖା ଦିଏ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ