ସୁର ରାଉତ ରାୟ କହିଲେ ପୁଅ ସାଙ୍ଗକୁ ବାହା ହୋଇ ଚଉଠି କରୁଛି । ଦେଖନ୍ତୁ ଭିଡିଓ

Divya Shankar

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ବିବାହ କରିବେ ବିଧାୟକ କ୍ୟାପଟେନ୍ ଦିବ୍ୟ ଶଙ୍କର ଆଉ କନ୍ୟା ହେଉଛନ୍ତି ପୁଅ ର ସାଙ୍ଗ କନ୍ୟାର ବୟସ ହେଲା 19 ବର୍ଷ । ବିଧାୟକ କ୍ୟାପଟେନ୍ ଦିବ୍ୟ ଶଙ୍କର ଙ୍କ ପୁଅ କୁ 22 ବର୍ଷ ହୋଇଥିବା ବେଳେ ଝିଅ ସାଙ୍ଗକୁ ହୋଇଛି 19 ବର୍ଷ । ବିଧାୟକ କ୍ୟାପଟେନ୍ ଦିବ୍ୟ ଶଙ୍କର ପୁଅର ସାଙ୍ଗଙ୍କୁ ପ୍ରେମ ବିବାହ କରିବେ ବୋଲି ଜଣା ପଡିଛି ।

ତେବେ ଫେବୃଆରୀ 25 ତାରିଖ ରେ ସେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । ବିଧାୟକ କ୍ୟାପଟେନ୍ ଦିବ୍ୟ ଶଙ୍କର ଙ୍କୁ 56 ବର୍ଷ ହୋଇଥିବା ବେଳେ ସେ ଜାହାଙ୍କୁ ବିବାହ କରିବେ ତାଙ୍କୁ 19 ବର୍ଷ ହୋଇଛି ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ । ତେବେ ପୁରୀ ର ଏକ ରିଜୋର୍ଟ ରେ ହେୂବ ବିଧାୟକ ଦିବ୍ୟଶଙ୍କର ଙ୍କ ବିବାହ । ହେଲେ ଏହି ବିବାହ ନିଡାମ୍ବର ରେ ହେବ ବୋଲି ଚର୍ଚ୍ଚା ହେଉଛି ।

Divya Shankar

ବାହାଘର ରେ କିଛି ନିକଟ ସଂମ୍ପର୍କିୟ ଙ୍କ ସହିତ ପରିବାର ଲୋକ ମାନେ ଉପସ୍ଥିତ ରହିବେ । ଏହି ବିବାହ କୁ ନେଇ ଚର୍ଚ୍ଚା କିଛି ଦିନ ହେଲା ଲାଗି ରହିଛି । ବିଧାୟକ ଦିବ୍ୟଶଙ୍କର ବି ଏହି ବିବାହ କୁ ଶୀକ୍ୱାର କରିଛନ୍ତି । ଯୁବତୀ ଜଣଙ୍କ ଭୁବନେଶ୍ୱର ର ଏକ ଘୋରଇ କମ୍ପାନୀ ରେ ଚାକିରୀ କରୁଥିବା ବେଳେ ଦିବ୍ୟ ଶଙ୍କର ଙ୍କ ଠାରୁ ମାତ୍ର 20 ବର୍ଷ ସାନ ବୋଲି ଚର୍ଚ୍ଚା ହେଉଛି ।

ଯଦି ଦେଖିବା ଦିବ୍ୟଶଙ୍କର ଏବଂ ତାଙ୍କର ପୂର୍ବ ସ୍ତ୍ରୀ ଙ୍କ ମଧ୍ୟରେ 10 ବର୍ଷ ପୂର୍ବରୁ ହୋଇ ସାରିଛି । ତାଙ୍କ ସ୍ତ୍ରୀ ବି ଅନ୍ୟତ୍ର ବିବାହ କରି ସାରିଛନ୍ତି । ତେବେ ଉଭୟ ଙ୍କ 22 ବର୍ଷ ର ପୁଅ ରହିଥିବାର ମଧ୍ୟ ଜଣା ପଡିଛି । ଏହାକୁ ନେଇ ଆପଣ ମାନଙ୍କର କଣ ମତା ମତ ନିଶ୍ଚିତ ଭାବେ ଆପଣ ମାନେ କମେଣ୍ଟ ମାଧ୍ୟମ ରେ ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ