ICU ରେ ସୁପରଷ୍ଟାର ଅନୁଭବଙ୍କ ବାପା ଶେଷରେ Barsha ଙ୍କୁ.. ଆସିଲା ବଡ ଦୁଃଖ ଖବର

anubhav

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନିହାତି ଜାଣିଥିବେ ଯେ ଅନୁଭବ ମହାନ୍ତି ଗୋଟେ ମେସେଜ୍ ଦେଇଥିଲେ । ଯେ ତାଙ୍କର ବାପା ICU ରେ ରହିଛନ୍ତି । ତେବେ ବର୍ଷା ଙ୍କୁ ହାତ ଯୋଡିଥିରେ ଓଲିଉଡ ର ସୁପର ଷ୍ଟାର ଅନୁଭବ ମହାନ୍ତି । ତେବେ ଅନୁଭବ ଙ୍କ ବାପା ICU ରେ ରହିଛନ୍ତି । ତେବେ ରାଜନେତା ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ ଙ୍କର ପାରି ବାରିକ ବିବାଦ ବର୍ଷ ବର୍ଷ ଧରି କୋର୍ଟ ରେ ବିଚାର ଧୀନ ରହିଛି । ଦୁହିଁଙ୍କ ପକ୍ଷ ରୁ ଏକାଧିକ ମାମଲା ରେ ଦାୟର ହୋଇଥିବା ବେଳେ ଦୁହେଁ ଧାର୍ଯ୍ୟ ତାରିଖ ଅନୁଯାୟୀ କୋର୍ଟ ରେ ହାଜର ହେଉଥିଲେ ।

ତେବେ ବର୍ଷା ଘର ଛାଡିବା ପରେ ପ୍ରତି ମାସରେ ତାଙ୍କୁ 30 ହଜାର ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଧେଶ ଦେଇଥିଲେ । ତେବେ ଏହା ମଧ୍ୟରେ ଷ୍ଟାର ଦମ୍ପତୀ କୁ ନେଇ ଆସିଛି ଏକ ବଡ ଖବର । ଗତ କାଲି ବର୍ଷା ଙ୍କ ପାଇଁ ଏକ ଟୁଇଟ କରି ଅନୁଭବ କହିଛନ୍ତି । ମୁଁ ତୁମକୁ ହାତ ଯୋ଼ଡି ଅନୁରୋଧ କରୁଛି ବର୍ଷା ଦୟାକରି ମୋ ପିତା ମାତା ଙ୍କୁ ଶାନ୍ତିରେ ରହିବାକୁ ଦିଅ । ଅନୁଭବ ମହାନ୍ତି ଏହାକୁ ନେଇ ଏକ ଟୁଇଟ୍ କରି କହିଛନ୍ତି ସେ ବର୍ଷା ଙ୍କୁ ଜଲ୍ଦି ଭଲରେ ଅଲଗା ହୋଇଯିବା ପାଇଁ ଅନୁରୋଧ କରିଛନ୍ତି ।

tag

ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ସେୟାର କରିଥିବା ଏହି ଟୁଇଟ୍ ରେ ଲେଖିଛନ୍ତି ଯେ ତାଙ୍କ ବାପାଙ୍କ ସ୍ୱାସ୍ଥ ବହୁତ ଅସୁସ୍ଥ ରହିଛି । ମହା ପ୍ରଭୁ ତୁମକୁ ଆଶ୍ରୀବାଦ କରିବେ ଏହା ସହିତ ଏହିଥିରେ ସେ ବର୍ଷା ପ୍ରିୟଦର୍ଶନୀ ଙ୍କୁ ଟେଗ୍ ମଧ୍ୟ କରିଛନ୍ତି । ତେବେ ଅନୁଭବ ମହାନ୍ତି କହିଛନ୍ତି ମୋ ବାପାଙ୍କର ସ୍ୱାସ୍ଥ ବହୁତ ଅସୁସ୍ଥ ରହିଛି । ତେବେ ବିଳମ୍ଭ ନକରି ଭଲରେ ଅଲଗା ହୋଇଯିବା ପାଇଁ ବର୍ଷା ଙ୍କୁ ଭଲରେ ଅନୁରୋଧ କରିଛନ୍ତି ।

ସେ କହିଛନ୍ତି ପିତା ମାତା ସବୁ ବେଳେ ପିଲା ମାନଙ୍କର ଭଲ ଚାହାଁନ୍ତି । ଆମେ ଜାଣୁ କିଏ ଠିକ୍ ଏବଂ କିଏ ଭୁଲ ମୋ ବାପା ଏବେ ICU ରେ ରହିଛନ୍ତି। ଏବଂ ଏବେ ସେ ବହୁତ ଗୁରୁତ୍ୱର ରହିଛନ୍ତି ମୁଁ ତୁମକୁ ହାତ ଯୋଡି ଅନୁରୋଧ କରୁଛି । ସହହାର୍ଦ୍ଧ ପୂର୍ଣ୍ଣ ଭାବେ ଅଲଗା ହୋଇଯିବା ଭଲ ହେବ । ସବୁ କିଛି ଶେଷ ହେବା ପୂର୍ବରୁ ମୋ ବାପା ମାଆ ଙ୍କୁ ଶାନ୍ତି ରେ ନିଶ୍ୱାସ ମାରିବାକୁ ଦିଅ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ