ସୁନ୍ଦରୀଙ୍କ ଖଣି ଅର୍ଚ୍ଚନା ଘର । ସେ ସୁନ୍ଦରୀଙ୍କୁ ଖୋଜୁଛି ଇଡ଼ି

ED

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁନ୍ଦରୀ ଅର୍ଚ୍ଚନା ର ଆର୍ଥିକ କାରବାର କୁ ନେଇ ଇଡି ତଦନ୍ତ କୁ ଜୋରଦାର କରିଛି । ଯେ ଅର୍ଚ୍ଚନା ର ଏତେ ପରିମାଣ ରେ ସଂମ୍ପତୀ କେମିତି ହେଲା ତାହାର ଟିକନିକ୍ ତଥ୍ୟ ଯୋଗାଡ କରିବାରେ ଲାଗିଛି । ସେତିକି ବେଳେ ଅର୍ଚ୍ଚନା ର ବିଜନେସ ପାର୍ଟନର ବା ଅର୍ଚ୍ଚନା ର ପ୍ରେମିକ ଖଗା କୁ 10 ଦିନ ରିମାଣ୍ଡ ରେ ଆଣି ମାରାଥନ ଜେରା କରୁଛି ଇଡି । ଏବଂ ଯେଉଁ ସମୟ ରେ ବହୁ ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ହାସଲ କରୁଛି ଇଡି ।

ଆଉ ଏବେ ସୁଣିବାକୁ ମିଳୁଛି କି ଅର୍ଚ୍ଚନା ର ଘରେ କୁଆଡେ 8 ଜଣ ସୁନ୍ଦରୀ ଥିଲେ । ଯେଉଁ ସୁନ୍ଦରୀ ମାନଙ୍କର କୁଆଡେ ପତ୍ତା ମିଳୁନାହିଁ । ତେବେ ଏହି 8 ସୁନ୍ଦରୀ ଗଲେ କୁଆଡେ ବା ସେହି 8 ସୁନ୍ଦରୀ ଲୁଚିଲେ କେଉଁଠି । ଜାହାକୁ ଖୋଜୁଛି ଇଡି । ହଁ ବନ୍ଧୁଗଣ ଅର୍ଚ୍ଚନା ର ସତ୍ୟ ବିହାର ଘରେ ରହୁଥିବା 8 ଜଣ ସୁନ୍ଦରୀ ଙ୍କୁ ଏବେ ଖୋଜିବା ଆରମ୍ଭ କରିଦେଇଛି ଇଡି ।

Archana

ସେମାନେ ସମସ୍ତେ ଅର୍ଚ୍ଚନା ନାଗ ଙ୍କ କଳାକାରନାମା ଉପରେ କିଛି ନା କିଛି ସୂଚନା ଦେଇ ପାରିବେ ବୋଲି ଇଡି ଆଶା କରୁଛି । ତେବେ ଇଡି ର ଏହି ତଦନ୍ତ ପକ୍ରିୟା କୁ ଦେଖି କୁଆଡେ ଲୁଚି ଗଲେଣି ଏହି 8 ଜଣ ସୁନ୍ଦରୀ । ଆଉ ଏହି 8 ଜଣ ସୁନ୍ଦରୀ କୁ ଧରିବା ପାଇଁ ଇଡି ମଧ୍ୟ ଜୋରଦାର କସରତ କରୁଛି । ସେହିଥି ପାଇଁ ସମ୍ବଲପୁର ର ଦୁଇ ଜାଗା , ବାଲେଶ୍ୱର ର ଦୁଇ ଜାଗା , ଏବଂ ବାଙ୍କି ର 4 ଟି ଜାଗାରେ ଚଢଉ ଜାରି ରଖିଛି ଇଡି ।

ହେଲେ କାହାର କୈଣସି ପତ୍ତା ପାଇ ପାରୁ ନାହିଁ ଇଡି । କାରଣ ସେହି 8 ସୁନ୍ଦରୀ ଏବେ କୁଆଡେ ନିଖୋଜ ହୋଇଜାଇଛନ୍ତି । ହେଲେ ଅର୍ଚ୍ଚନା ଘରେ ବହୁତ ମଜାମସ୍ତି କରୁଥିଲେ ସେ ଆଠ ସୁନ୍ଦରୀ । ଯେଉଁ ଆଠ ସୁନ୍ଦରୀ କୁ ଧରି ଅର୍ଚ୍ଚନା ତାର କଳା ସାମ୍ରାଜ୍ୟ ବିସ୍ତାର କରିଥିଲା । ସେହି 8 ଜଣ ସୁନ୍ଦରୀ କୁ ଏବେ ଖୋଜୁଛି ଇଡି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *