ଖେଳ ଖାତମ ,306ରେ ବନ୍ଧା ହେବ ସୁନ୍ଦରୀ ଡାକ୍ତରାଣୀ ଆଉ ରଶ୍ମିରଞ୍ଜନ

dj

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସଙ୍କ ମୃ-ତ୍ୟୁକୁ ନେଇ ଆସିଲା ବଡ ଖବର । ୩୦୬ ଦଫା ରୁଜୁ ହୋଇଛି ସୁନ୍ଦରୀ ବାନ୍ଧବୀ ନାଁ ରେ । ଏହାରି ଭିତରେ ବନ୍ଧା ହୋଇ ପାରନ୍ତି ସୁନ୍ଦରୀ ଡାକ୍ତରାଣୀ ବାନ୍ଧବୀ । ଖାଲି ବାନ୍ଧବୀ ନୁହେଁ ରଶ୍ମି ବି ଗିରଫ ହେବ । ଚାଲିଥିଲା ଭଲ ଯିଏ ପୁରେଇ ଥିଲା ଷଣ୍ଢ ସିଏ ହେଉଛି ରଶ୍ମିରଞ୍ଜନ । ଖାଲି ସୁନ୍ଦରୀ ବାନ୍ଧବୀ ନୁହେଁ ତା ପୁରୁଷ ବନ୍ଧୁ ରଶ୍ମିକୁ ବି ଥାନାକୁ ଆଣିବ ପୋଲିସ ।

ପ୍ରେମ ଆଉ ଭଲ ପାଇବାର ନାଟକ କରି ଧକ୍କା ଦେଇଥିବା ସୁନ୍ଦରୀ ଦାନ୍ତ ଡାକ୍ତରାଣୀ ବାନ୍ଧବୀ ଏଥର ଥାନାକୁ ଆସିବ । ଏମିତିକି କିଛି ଚର୍ଚ୍ଚା ଏବେ ଦାଣ୍ଡରେ ଗଡ଼ି ହାଟରେ ପଡିଲାଣି । ଖାରବେଳ ନଗରରେ ୩୦୬ ଧାରାରେ ମାମଲା ରୁଜୁ ହୋଇସାରିଛି । ଆଉ ଏହାରି ଭିତରେ ସୁନ୍ଦରୀ ଦାନ୍ତ ଡାକ୍ତରାଣୀ ଆଉ ତା ପୁରୁଷ ବନ୍ଧୁ ଥାନାକୁ ଆସିବେ । ମଡେଲ ସୌମ୍ୟରଞ୍ଜନ ଜୀବନ ହାରିବା ଘଟଣା ରେ ଯେମିତି ସୋନାଲୀ ଖସି ଯାଇଥିଲା ଏଠି କିନ୍ତୁ ଖସିବନି ସୁନ୍ଦରୀ ଦାନ୍ତ ଡାକ୍ତରାଣୀ ।

dj

ଏମିତି କିଛି ଚର୍ଚ୍ଚା ଏବେ ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି । କାରଣ ଖାରବେଳ ନଗର ଥାନାରେ ମାମଲା ରୁଜୁ ହୋଇଛି । ଯେତେବେଳେ ଡିଜେ ଆଜେକ୍ସ ଆଉ ସୁନ୍ଦରୀ ଦାନ୍ତ ଡାକ୍ତରାଣୀଙ୍କ ଭିତରେ ସମ୍ପର୍କ ଭଲ ଚାଲିଥିଲା ସେତେବେଳେ କୁଆଡେ ଷଣ୍ଢ ପୁରାଇଥିଲା ରଶ୍ମିରଞ୍ଜନ । ଷଣ୍ଢ ପୁରାଇଥିବା ରଶ୍ମିରଞ୍ଜନ ବି ଥାନାକୁ ଆସିବ । ଖାଲି ଦାନ୍ତ ଡାକ୍ତରାଣୀ ନୁହେଁ ତା ପୁରୁଷ ବନ୍ଧୁବି ଥାନାକୁ ଆସିବ । ଏନେଇ ଖାରବେଳ ନଗର ଥାନାରେ ମାମଲା ରୁଜୁ ହୋଇସାରିଛି ।

ଆଉ ସବୁଠାରୁ ବଡ କଥା ହେଲା ଏ ସୁନ୍ଦରୀ ଦାନ୍ତ ଡାକ୍ତରାଣୀ ଆଉ ରଶ୍ମିରଞ୍ଜନ କୁଆଡେ ମିଳିମିଶି ଡିଜେ ଆଜେକ୍ସକୁ ବ୍ଲାକ୍ ମେନିଂ କରୁଥିଲେ । ଫୋନ୍ ପେ ରେ ଟଙ୍କା ନେଉଥିଲେ । ଏବେ ସବୁ ମୁଖା ଖୋଲିବ ପୋଲିସ । ଆଉ ଯାହାକୁ ଜାଣିବା ପାଇଁ ଚାହିଁ ବସିଛନ୍ତି ସମସ୍ତେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *