ପଟିଆଲା କୋର୍ଟରୁ ଆସିଲା ସମନ ,ଏବେ ଅଡୁଆରେ ପଡି ପାରନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ !

Barsha Priyadharini

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଥାନା କୁ ଟଣା ହେବେ କି ବର୍ଷା ପ୍ରିୟଦର୍ଶିନୀ । ପଟିଆଲା କୋର୍ଟ ରୁ ଆସିଲା ବର୍ଷା ଙ୍କ ପାଇଁ ସୋମନ । ଜାନୁଆରୀ 4 ତାରିଖ ରେ କୋର୍ଟ ରେ ହାଜର ହେବାକୁ ହେଲା ନିର୍ଦ୍ଦେଶ । ବର୍ଷା ପ୍ରିୟଦର୍ଶିନୀ ଓଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ନାମୀ ଦାମୀ ଅଭିନେତ୍ରୀ । ଯିଏ ଏବେ ପାରିବାରିକ ବିବାଦ ମାମଲା ରେ ଚନ୍ଦି ହୋଇଛନ୍ତି । ଆଉ ଇଏ ହେଲା ବର୍ଷା ଙ୍କ ଘର ଗେଟ ବନ୍ଦ ଅଛି ଆଉ ଗେଟ୍ ରେ ଲାଗିଛି ଏକ ନୋଟିସ ।

ଏହି ନୋଟିସ ରେ ମିଳିଛି ବର୍ଷା ଙ୍କୁ ପଟିଆଲା କୋର୍ଟ ର ଛାଟ । ନୋଟିସ ରେ କଣ ଲେଖା ରହିଛି ସୁଣନ୍ତୁ । ବର୍ଷା ପ୍ରିୟଦର୍ଶିନୀ ଙ୍କୁ କୋର୍ଟ ଲେଖିଛନ୍ତି ଜାତି କୁ ନେଇ ଗାଳି ଦେବା IPC ଧାରା 506 ଅନୁଯାୟୀ ଏକ ଦଣ୍ଡନିୟ ଅପରାଧ ଯେଉଁଥିରେ ବର୍ଷା ପ୍ରିୟଦର୍ଶିନୀ , ଅୟୁସି ପ୍ରିୟଦର୍ଶନୀ ଏବଂ ଦିପା ସାହୁଙ୍କୁ ଆସନ୍ତା 4 ତାରିଖ ରେ କୋର୍ଟ ରେ ହାଜର ହେବାକୁ ପଡିବ । ଏହି କୋର୍ଟ ପଟିଆଲା କୋର୍ଟ ତଦନ୍ତ କାରୀ କମିଟି ମାଧ୍ୟମରେ ବର୍ଷାଙ୍କ ପାଇଁ ଜାରି କରିଛି ।

Barsha

ତେବେ ବର୍ଷା ଙ୍କୁ ଏହି ସୋମନ କଣ ପାଇଁ ଜାରି ହୋଇଛି । ସେହି ବିଷୟ ରେ ଆପଣ ମାନଙ୍କୁ ପୁଣି ଥରେ କହି ଦେବୁ କି ଅନୁଭବ ମହାନ୍ତି ଙ୍କ ଅଙ୍ଗ ରଖି ସୁଜିତ ଦଳେଇ ଯିଏ ଏହି ସମୋନ ପଛର ନାୟକ 2019 ମସିହା ରେ ସୁଜିତ ଦଳେଇ ଙ୍କ ଜାତି କୁ ନେଇ ଅନୁଭବ ଙ୍କୁ ଗାଳି ଦେଇଥିଲେ ହେଲେ ଏହାକୁ ନେଇ କିଛି କହି ନଥିଲେ ସୁଜିତ ହେଲେ ଯେତେ ବେଳେ ବିବାଦ ବଢିଥିଲା ସେତେ ବେଳେ ସୁଜିତ ଦଳେଇ ଏହାକୁ ନେଇ ପଟିଆଲ୍ଲା କୋର୍ଟ ରେ ଅଭିଯୋଗ କରିଥିଲେ ।

ଜାହାକୁ ନେଇ ବର୍ଷାଙ୍କୁ ସୋମନ ହୋଇଥିଲା ଜାହାକୁ ନେଇ ଏବେ ପଟିଆଲ୍ଲା କୋର୍ଟ ମାମଲା ଜାରି କରିଛି । ଆଉ ସୁଜିତ ଦଳେଇ ଙ୍କ କେସ୍ ରେ ଏବେ ବର୍ଷା ଙ୍କୁ ଆସନ୍ତା 4 ତାରିଖ ରେ କୋର୍ଟ ରେ ହାଜର ହେବାକୁ ନୋଟିସ ରେ ଉଲ୍ଲେଖ ରହିଛି । ତେବେ ଏହାକୁ ନେଇ କଣ ଆଗାମୀ ସମୟ ର ନିସ୍ପତି ରହିବ ବର୍ଷା ଙ୍କର ତାହା ଦେଖିବାକୁ ବାକି ରହିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ