ଝିଅମାନଙ୍କ ପାଇଁ ମୋଦି ସରକାର ନେଇ ଆସିଛନ୍ତି ନୁଆଁ ଯୋଜନା, ଜାଣନ୍ତୁ କାହାକୁ କଣ ମିଳିବ

Spread the love

ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବ ପୁର୍ବରୁ ଭାରତବାସୀଙ୍କୁ ଯେତିକି ପ୍ରତିଜ୍ଞା କରିଥିଲେ, ସେଥିମଧ୍ୟରୁ ପ୍ରାୟତଃ କେତୋଟି ପ୍ରତିଜ୍ଞା ପୁରା କରିଛନ୍ତି । ଏହି ବିଷୟରେ ଆମକୁ ଏ ପର୍ଯ୍ୟନ୍ତ କିଛି ସଠିକ ଖବର ଆସିନାହିଁ କିନ୍ତୁ ଭାରତର ଝିଅମାନଙ୍କ ପାଇଁ ନରେନ୍ଦ୍ର ମୋଦି ଏକ ଆର୍ଥିକ ଯୋଜନା ନେଇ ଆସିଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏହି ସମୟରେ ରାଜନୈତିକ ମାହୋଲ ଗରମ ଅଛି । ଏହା କୌଣସି ବି ଦଳକୁ ଦ୍ଵନ୍ଦର ବିଷୟ ହୋଇପାରେ । ମୋଦି ଦେଶର ଝିଅ ମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ।

ଯଦି ଆପଣ ସରକାରଙ୍କ କାମ ଉଦ୍ଧେଶ୍ୟରେ ଜଡିତ ରହିଛନ୍ତି ତେବେ ସୁକନ୍ୟା ସମୃଦ୍ଧି ଯୋଜନା ବିଷୟରେ ଜଣାଥିବ । ଯଦି ଆପଣ ଏହି ଯୋଜନାରେ ପୁଞ୍ଜିଲଗାଣ କରିଛନ୍ତି ତେବେ ଆପଣ ଏହି ଖବରକୁ ପୁରା ପଢିବା ଦରକାର । ଏହି ଯୋଜନାରେ ଅନ୍ତର୍ଗତ ଝିଅମାନଙ୍କ ପାଠ୍ୟରୁ ନେଇକି ତାଙ୍କର ବିବାହ ପର୍ଯ୍ୟନ୍ତ ସବୁ ସୁଵିଧା ତାଙ୍କ ମାତା ପିତାଙ୍କୁ ଦିଆ ଯାଇଛି । କାହିଁକିନା ମାତା ପିତା ନିଜ ଝିଅକୁ ନିଜର ବୋଝ ବୋଲି ନ ଭାବିବେ ।

ସରକାର ଏହି ଯୋଜନାରେ ବଡ଼ ପରିବର୍ତ୍ତନ କରିଛନ୍ତି, ଏହି ପରିବର୍ତ୍ତନ ଅନ୍ତର୍ଗତ ମିଳିବା ସୁଧର ଦରକୁ 40 ପ୍ରତିଶତ ବଢ଼ାଇ ଦେଇଛନ୍ତି । ଯାହା କାରଣରୁ ଦେଶର ଝିଅମାନଙ୍କୁ 4 ଲକ୍ଷ ଟଙ୍କା ଅଧିକ ମିଳିବ । ଯଦି କୌଣସି ବ୍ୟକ୍ତି ସରକାରଙ୍କ ନୁଆଁ ନୀତି ଅନୁଯାୟୀ ନୁଆଁ ସୁଧ ଦର ଉପରେ 14 ବର୍ଷ ପର୍ଯ୍ୟନ୍ତ 12500 ଟଙ୍କା ପ୍ରତି ମାସରେ ଜମା କରିଥାଏ ଅର୍ଥାତ 1.5 ଲକ୍ଷ୍ୟ ପ୍ରତି ବର୍ଷ ଜମା କରିଥାଏ ।

15 ବର୍ଷରେ ଏହା ପ୍ରାୟ 40 ଲକ୍ଷ ଛୁଇଁ ଯିବ, ଏହାପରେ ଯଦି କୌଣସି ବ୍ୟକ୍ତି 21 ବର୍ଷ ପର୍ଯ୍ୟନ୍ତ ଏହି ଟଙ୍କାକୁ ବାହାର କରିବନି ତେବେ ଏହି ସ୍ଥିତିରେ 21 ବର୍ଷ ପର୍ଯ୍ୟନ୍ତ ଟଙ୍କାର ସଂଖ୍ୟା ବଢି ପ୍ରାୟ 70 ଲକ୍ଷ ଟଙ୍କା ହୋଇଯିବ । ଏମିତିରେ ଦେଶର ଝିଅମାନଙ୍କୁ ପ୍ରାୟ 4 ଲକ୍ଷ ଟଙ୍କା ଲାଭ ପ୍ରାପ୍ତ ହେବ ।

ଏମିତିରେ ଦେଖିବାକୁ ଗଲେ ପ୍ରତି ମାସରେ ଏତେ ଟଙ୍କା ଜମା କରିବା ଗରିବ ଲୋକ ସମର୍ଥ ହୋଇପାରିନଥାଏ କିନ୍ତୁ ଯିଏ ଏହି ଯୋଜନାର ଫାଇଦା ଉଠାଇବା ପାଇଁ ସମର୍ଥ ଅଛନ୍ତି ସେମାନେ ବି ଯୋଜନା ବିଷୟରେ ଚିନ୍ତା କରିବା ଦରକାର । ମୋଦି ସରକାରଙ୍କ ଏହି ଯୋଜନା କେତେ ସଫଳ ହେଉଛି ଏହା ସମୟ ହିଁ କହିବ ।