ସୁକାନ୍ତ ପୁଅର ପାଠ ପଢା ପାଇଁ 5ଲକ୍ଷ ଟଙ୍କା ଦେଇଥାନ୍ତି ,ସେ ତ ଏ ଦୁନିଆରେ ନାହିଁ ମୁଁ ଏବେ କାହାକୁ ଦେବି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାନୀପଣ୍ଡା କେବେବି ଭାବି ନଥିଲେ କି ଜିବନ ରେ ଏତେ ବଡ ଘଟଣା ଘଟିଯିବ ବୋଲି । ଆଉ ସୁକାନ୍ତ ଚାଲିଗଲା ପରେ ଆଶା ରଖିଥିଲେ ହେଲେ ଜାହା ପଛରେ 5 ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଠ ପଢା ତା ଭବିଷ୍ୟତ ସଜାଡିବାକୁ ଚାହୁଁଥିଲେ ରାନୀପଣ୍ଡା । ସେହି ପୁଅଟି ବି ଶେଷରେ ବାପା ପଛେ ପଛେ ଚାଲିଗଲା ।

ରାନୀପଣ୍ଡା ଙ୍କ କାରରେ ପିଟି ହୋଇ ସୁକାନ୍ତ ଙ୍କ ଜିବନ ଚାଲିଗଲା । ଆଉ ତାହାର 14 ଦିନ ପରେ ସୁକାନ୍ତ ଙ୍କ ପୁଅ ଉପରେ ପେଜ ପଡି ଜାଇଥିଲା । ଆଉ ଗରମ ପେଜ ପଡି ଶରୀର ର 36 ଭାଗ ପୋଡି ଜାଇଥିଲା । ଆଉ ଏହି ଭଳି ପରିସ୍ଥିତିରେ ମାଆ ସଂଘର୍ଷ କରିଥଲେ ସ୍ୱାମୀ ସୁକାନ୍ତ ପରେ ଏହି ପୁଅଟି ଯେମିତି ଜିବିତ ରହୁ । ଏପଟେ ରାନୀ ପଣ୍ଡା ବି ଚାହିଁଥିଲେ ସେ ପୁଅକୁ ସାହାଯ୍ୟ କରିବେ ।

rani 1

ଆଉ କଥା ଦେଇଥିଲେ 5 ଲକ୍ଷ ଟଙ୍କା ଦେବେ ପାଠ ପଢିବାକୁ ତା ଭବିଷ୍ୟତ ଗଢିବାକୁ ରାନୀପଣ୍ଡା ରାତି ଦିନ ଏକ କରି ଦେଇଥିଲେ । ଷ୍ଟେଜ୍ ପଗ୍ରାମ ସହିତ ରାନୀପଣ୍ଡା ନିଜେ କହିଥିଲେ ମୁଁ ନାଚିବି ଆଉ ସେହି ପରିବାର କଥା ବୁଝିବି । ଆଉ ପଲା ମାନଙ୍କର ଭବିଷ୍ୟତ ଗଢିବି । ତେବେ ଏଠାରେ ରାନୀପଣ୍ଡା କହିଛନ୍ତି ଯେ ମୁଁ ବଞ୍ଚିଥିବା ଅବସ୍ଥାରେ ସାହାଯ୍ୟ କରିବି ବୋଲି ପାଠ ପଢା ପାଇଁ 5 ଲକ୍ଷ ମୁଁ ଦେବି ବୋଲି କହିଥିଲି ।

ଲକ୍ଷେ ଟଙ୍କା ଫିକ୍ସ ଡିପୋଜିତ ହେଲେ ସେ ତ ଏବେ ମରିଜାଇଛି ଆଉ କଣ ସାହାଯ୍ୟ କରିବି । ବାକି ରହିଲା ତାଙ୍କର ଝିଅଟେ ରହିିଛି ମୋ ଦ୍ୱାରା ଯାହା ସମ୍ଭବ ହେବ ମୁଁ iic ଏବଂ ସରପଞ୍ଚ ଙ୍କ ସହିତ କଥା ହେବି ଆଉ ମୋ ଦ୍ୱାରା ଜାହା ହୋଇ ପାରିବ ମୁଁ ନିଶ୍ଚିତ ଭାବେ ତାଙ୍କୁ ସାହାଯ୍ୟ ସହଯୋଗ କରିବି ବୋଲି ରାନୀପଣ୍ଡା କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *