ସୁଗର ରୋଗୀଙ୍କୁ ନୂଆ ଜୀବନ ଦାନ ଦେଇ ପାରେ ଏହି ଫଳ, ଏହି 5ଟି ରୋଗର ନିମନ୍ତେ ରାମବାଣ ଚିକିତ୍ସା ସଦୃଶ୍ୟ :

Spread the love

ଜୟ ଜଗନ୍ନାଥ ବନ୍ଧୁଗଣ, ଆଜି ଆମେ କଥା ହେବା ସେହି ଫଳ ବିଷୟରେ ଯାହାକି ସୁଗର ଭଳି ରୋଗକୁ ଠିକ କରି ଦେଇଥାଏ ।

ପାଚିଲା କଦଳୀ ପ୍ରାୟ ସମସ୍ତେ ଖାଇଥାନ୍ତି । ଏହାକୁ ଖାଇବାର ଲାଭ ବି ଟିକେନିଖେ ଜାଣିଥାନ୍ତି । କିନ୍ତୁ କ’ଣ ଆପଣ କଞ୍ଚା କଦଳୀ ଖାଆନ୍ତି କି ? ହୋଇପାରେ ଆପଣ ଏହାର ପରଠା, ତରକାରୀ , ଭଜା ଇତ୍ୟାଦି ବନାଉ ଥିବେ କିନ୍ତୁ ଏହା ଖାଇବା ଦ୍ୱାରା ହେଉଥିବା ଲାଭ ବିଷୟରେ ଆପଣ ନିଶ୍ଚିତ କିଛି ଜାଣି ନ ଥିବେ, ତା’ହେଲେ ଆସନ୍ତୁ ଜାଣିବା ଏହି କଞ୍ଚା କଦଳୀ ଖାଇଲେ କ’ଣ ସବୁ ଲାଭ ମିଳି ଥାଏ । ଏହା ଜାଣିବା ପରେ ଆପଣ ଆଜି ହିଁ ଏହି କଞ୍ଚା କଦଳୀକୁ, ଆପଣଙ୍କର ଭୋଜନ ସୂଚୀରେ ସାମିଲ କରି ନେବେ ।

କୋଷ୍ଠକାଠିନ୍ୟରୁ ମୁକ୍ତି:- ସାଙ୍ଗମାନେ କଞ୍ଚା କଦଳୀରେ ଫାଇବର ଓ ହେଲଦି ଷ୍ଟର୍ଚ୍ଚ ରହିଥାଏ, ଯାହାକି ଆମ ଅନ୍ତରେ କୌଣସି ପ୍ରକାରର ହାନିକାରକ ତତ୍ୱକୁ ଜମା ହେବାକୁ ଦେଇନଥାଏ । ଏଥିପାଇଁ ସାଙ୍ଗମାନେ ଯଦି ଆପଣ କୋଷ୍ଠକାଠିନ୍ୟ ସମସ୍ୟାରେ ପୀଡିତ ବା ଆପଣଙ୍କର କୋଷ୍ଠକାଠିନ୍ୟ ସମସ୍ୟା, ତେବେ ପ୍ରତି ଦିନ କଞ୍ଚା କଦଳୀ ଖାଇବା ଦ୍ୱାରା ଆପଣଙ୍କୁ ଏଥିରୁ ବହୁତ ଲାଭ ମିଳିବ ।

ଓଜନ କମ୍ କରିବାରେ ସାହାଯ୍ୟ କରେ:-

ସାଙ୍ଗମାନେ ଯଦି ଆପଣ ଆପଣଙ୍କର ଓଜନ କମ୍ କରିବାକୁ ଚାହୁଁଛନ୍ତି ତେବେ କଞ୍ଚା କଦଳୀ ଆପଣଙ୍କ ପାଇଁ ବରଦାନ ସମାନ ଅଟେ । ଏଥିରେ ଥିବା ଫାଇବରସ୍ ଶରୀରରେ ଚର୍ବି ହେବାକୁ ଦିଏ ନାହିଁ ଓ ଶରୀରରେ ଜମା ହୋଇ ରହୁଥିବା ଅପଦାର୍ଥକୁ ସଫା କରି ଦେଇଥାଏ ।

ସୁଗରକୁ କଣ୍ଟ୍ରୋଲ କରିବାରେ ସହାୟକ:-

ସାଙ୍ଗମାନେ ଯଦି କାହାକୁ ଡାଇବେଟିସ ଆରମ୍ଭ ହୋଇଅଛି ତୋ କଞ୍ଚା କଦଳୀର ସେବନ କରିବା ଲାଭଦାୟକ ହୋଇଥାଏ । ଏହାର ସେବନ ଦ୍ୱାରା ସୁଗର ଲେବୁଲକୁ କମ୍ କରାଯାଇ ପାରିଥାଏ ।

ଭୋକକୁ ଶାନ୍ତ କରିଥାଏ:-

ସାଙ୍ଗମାନେ କଞ୍ଚା କଦଳୀରେ ଥିବା ଫାଇବରସ୍ ଆଉ ଅନ୍ୟ ପୋଷକ ତତ୍ୱ ଆମର ଭୋକକୁ ଶାନ୍ତ କରିବାର ସାହାଯ୍ୟ କରିଥାଏ ।

ହଜମ ପ୍ରକ୍ରିୟାକୁ ସବଳ ରଖିଥାଏ:-

ଏହି କଞ୍ଚା କଦଳୀ ଡାଇଜେଷ୍ଟିଭ ସିଷ୍ଟମକୁ ସବଳ ରଖିବାର କାମ ବି କରିଥାଏ । ପ୍ରତିଦିନ ଏହାର ସେବନ ଦ୍ୱାରା ପାଚନ କ୍ରିୟା ଭଲ ରହିଥାଏ ।