ସୁଗର ଭଳି ରୋଗର ବଡ ଶତ୍ରୁ : ଡ଼ାଇଟିଂଗକୁ ନିୟନ୍ତ୍ରଣ ରଖେ ଓ କ୍ୟାନସର ଠାରୁ ମଧ୍ୟ ଦୁରେଇ ରଖେ….

Spread the love

କଣ ଆପଣ ଜାଣିଛନ୍ତି କି, କାଞ୍ଚ ମରିଚ ଆମ ଶରୀର ପାଇଁ କେତେ ଲାଭଦାୟକ ? ହଁ ଆଜ୍ଞା, କଞ୍ଚା ମରିଚରେ ବହୁତ ଗୁଡ଼ାଏ ଭିଟାମିନସ୍ ଓ ପୋଷାକ ତତ୍ୱ ରହିଛି । ଯାହାକୁ ଆମେ ଖାଇବା ଦ୍ୱାରା ଆମକୁ ବହୁତ ରୋଗ ଠାରୁ ମୁକ୍ତି ମିଳି ପାରେ । ଯଦି ଭୋଜନ ସମୟରେ କାଞ୍ଚ ମରିଚ ଖାଆନ୍ତି ସେଥିରେ ଥିବା ଆଣ୍ଟିଅସ୍କିଡେଣ୍ଟ ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଓ ଫଳପ୍ରଦ ହୋଇଥାଏ ।

କଞ୍ଚ ମରିଚ ଆମ ଶରୀରର ରୋଗପ୍ରତିରୋଧ କ୍ଷମତା ବଢାଇ ଥାଏ, ଯାହା ଦ୍ୱାରା ଆମ ଶରୀରର ରକ୍ତରେ କୌଣସି ଅସୁବିଧା ହୁଏ ନାହିଁ । ଏବଂ ରକ୍ତ ସଞ୍ଚାଳନ ମଧ୍ୟ ଠିକ ଭାବରେ ହୋଇଥାଏ । ଆଜିକାଲି ଯୁବପିଢି ମାନେ କ୍ୟାନସର ପରି ରୋଗର ଶିକାର ହେଉଛନ୍ତି । ଯଦି ଭୋଜନ ରେ ପ୍ରତିଦିନ ଗୋଟିଏ କଞ୍ଚା ମରିଚ ଖାଇବେ ତେବେ କ୍ୟାନସର ଭଳି ରୋଗ ଠାରୁ ମଧ୍ୟ ନିଜକୁ ଦୂରେଇ ରଖିପାରିବେ ।

ଯେଉଁ ବ୍ୟକ୍ତି ମାନେ ଡ଼ାଇଟିଂ କରିବା କରୁଛନ୍ତି ବା କରିବା ପାଇଁ ଭାବୁଛନ୍ତି, ସେମାନଙ୍କ ପାଇଁ କଞ୍ଚା ମରିଚ ସବୁଠାରୁ ଭଲ ବିକଳ୍ପ ଅଟେ । କାହିଁକି ନା ଏଥିରେ କାର୍ବୋହାଇଡ୍ରାଇଡ଼ ଜମା ନ ଥାଏ । ଯାହାଫଳରେ ଡାଇଟିଂ ପାଇଁ କଞ୍ଚା ମରିଚ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ ।

କଞ୍ଚା ମରିଚ ସୁଗରର ମଧ୍ୟ ବଡ ଶତ୍ରୁ । ଯେଉଁ ବ୍ୟକ୍ତି ମାନେ ସୁଗରରେ ପୀଡିତ ସେହି ବ୍ୟକ୍ତିମାନେ ଚାରୋଟି କିମ୍ବା ପାଞ୍ଚଟି (୪ଟି ବା ୫ଟି) କଞ୍ଚା ମରିଚକୁ ପାଣିରେ ବତୁରାଇ ସକାଳୁ ସେହି ମରିଚ ବାହାର କରି ସେହି ପାଣିକୁ ଲାଇଲେ ସୁଗର ଭଳି ସମସ୍ୟରୁ ମୁକ୍ତି ମିଳିଥାଏ । ଏହିପରି ଦୁଇ ସପ୍ତାହ କରିବା ଦ୍ୱାରା ସୁଗର ଜନିତ ସମସ୍ୟା ସମୂଳେ ଶରୀର ଦୂର ହୋଇଯାଇଥାଏ ।

ସ୍ଵାସ୍ଥ୍ୟ ଜନିତ ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Commemt କରି ଜଣାନ୍ତୁ ଏବଂ ଭଲ ଲାଗିଲେ share ମଧ୍ୟ କରନ୍ତୁ ।