
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି ପ୍ରକାର ର ଝିଅ ମାନଙ୍କ ବିଷୟ ରେ କହିବୁ ଯାହାକି ଆପଣ ମାନେ ଯଦି ଏମାନଙ୍କୁ ବିବାହ କରନ୍ତି ତେବେ ଆପଣ ମାନେ ଜୀବନ ସାରା ପସ୍ତାଇବେ । ଆଚାର୍ଯ୍ୟ ଚାଣକ୍ୟ ଏପରି କିଛି ନାରୀ ମାନଙ୍କ ବିଷୟ ରେ କହିଛନ୍ତି କି ଯେଉଁ ବି ପୁରୁଷ ଏପରି ନାରୀ ଙ୍କୁ ବିବାହ କରେ ତେବେ ସେହି ପୁରୁଷ ଜୀବନ ସାରା କେବଳ ପସ୍ତାଏ । ତେବେ ଆସନ୍ତୁ ଜାଣିବା ସେହି ନାରୀ ମାନଙ୍କ ବିଷୟ ରେ
ପ୍ରଥମ ହେଉଛି ଆଚାର୍ଯ୍ୟ ଚାଣକ୍ୟ ଙ୍କ କହିବା ଅନୁସାରେ ଏପରି ନାରୀ ଙ୍କ ଠାରେ ଦୂରେଇ ରହିବା ଉଚିତ ଯେଉଁ ନାରୀ ଦାମୀ ପୋଷାକ ଟଙ୍କା ସୁନା ଗହଣା କୁ ଅଧିକ ପସନ୍ଦ କରେ ଏବଂ ଗୋଟିଏ ଧନୀ ପୁରୁଷ କୁ ବିବାହ କରିବାକୁ ସ୍ୱପ୍ନ ଦେଖିଥାଏ ତେବେ ଯଦି ଆପଣ ଙ୍କ ପାଇଁ ଏପରି ପ୍ରସ୍ତାବ ଆସୁଛି ତ ଆପଣ ଆଗରୁ ସାବଧାନ ହୋଇଯାନ୍ତୁ ନଚେତ ବିବାହ ପରେ ନିଶ୍ଚୟ ପସ୍ତାଇବେ ।
ଦ୍ୱିତୀୟ ରେ ହେଉଛି ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ପୁରୁଷ ଙ୍କୁ କହିଛନ୍ତି ଯେ ଯେଉଁ ପୁରୁଷ ନାରୀ ର ସୁନ୍ଦରତା ଦେଖି ବିବାହ କରିଥାଏ ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ନାରୀ ମାନଙ୍କ ସୁନ୍ଦରତା ଅପେକ୍ଷା ତାଙ୍କର ସଂସ୍କାର ଗୁଣ ଲକ୍ଷଣ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ , ଯେଉଁ ପୁରୁଷ ନାରୀ ର ସୁନ୍ଦରତା ଅପେକ୍ଷା ସଂସ୍କାର ଗୁଣ ଲକ୍ଷଣ ପ୍ରତି ଧ୍ୟାନ ଦେଇଥାଏ ସେ ପୁରୁଷ ଜୀବନ ସାରା ତାର ସ୍ତ୍ରୀ ସହ ଖୁସି ରହିଥାଏ ।
ତେବେ ତୃତୀୟ ରେ ହେଉଛି ଚାଣକ୍ୟ ଙ୍କ କହିବା ଅନୁସାରେ ବିବାହ ପରେ ନାରୀ ଙ୍କୁ ସୁନ୍ଦରତା ନହେଁ ତାଙ୍କର ସଂସ୍କାର କୁ ଦେଖାଇବାର ଅଛି ଲକ୍ଷେ ସୁନ୍ଦର ହେଲେ କଣ ଫାଇଦା ଯଦି ଗୋଟିଏ ନାରୀ ଭିତରେ ସସ୍କାର ନଥାଏ ତେବେ ସେହି ନାରୀ ଗୋଟିଏ ଭଲ ସ୍ତ୍ରୀ ହେଉ ବା ଗୋଟିଏ ଭଲ ବୋହୂ କେବେବି ହୋଇପାରିବ ନାହିଁ । ତେବେ ଯେଉଁ ନାରୀ ପାଖରେ ଭଲ ଗୁଣ ନାହିଁ ତେବେ ସେହି ନାରୀ ଠାରୁ ନିଶ୍ଚିନ୍ତ ଦୂରେଇ ରହିବା ଉଚିତ ।
ତେବେ ବନ୍ଧୁଗଣ ଏହା ରହିଥିଲା ଆଚାର୍ଯ୍ୟ ଚାଣକ୍ୟ ଙ୍କ ର କିଛି କଥା ଯାହାକି ଆପମ ଏହି କଥା କୁ ମାନିବା ଦ୍ୱାରା ଆପଣ ମାନେ କେବେ ବି ଆପଣ ଙ୍କ ର ଜୀବନ ବିବାହ ପରେ ପସ୍ତାଇବେ ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।