ଉପାନ୍ତରୁ ଉପକୂଳ, ମିଳିବନି ନିସ୍ତାର: ୨୬ ଯାଏଁ ପ୍ରବଳ ଛେଚିବ ବର୍ଷା, ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ପୁଣି ଆସିଲା ପାଣି ପାଗ ବିଭାଗ ତରଫରୁ ବଡ ଖବର ତେବେ ସେହି ଖବର କଣ ଆସନ୍ତୁ ଜାଣି ନେବା । ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ରାଜ୍ୟ ରେ ଏବେ କିଭଳି ଭାବରେ ପ୍ରବଲ ରୁ ପ୍ରବଳ ବର୍ଷା ହେଉଛି ।

ତେବେ ବନ୍ଧୁଦଗଣ ଦେଖିବାକୁ ଗଲେ ଏ ସବୁ ର ମୂଳ କାରଣ ହେଉଛି ଇତ୍ତର ଓଡିଶା ଏବଂ ପଶ୍ଚିମ ଉପକୂଳ ର ପଶ୍ଚିମ ବଙ୍ଗୋପ ସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଯାହା ପାଇଁ ଏବେ ପ୍ରବଳ ରୁ ପ୍ରବଳ ବର୍ଷା ହେଉଛି । ତେବେ ବନ୍ଧୁଗଣ ଉପାନ୍ତରୁ ଉପକୂଳ ବର୍ତ୍ତୀ ଜିଲ୍ଲା ଗୁଡିକୁ , ମିଳିବ ନାହିଁ ନିସ୍ତାର ଆଜି ଠାରୁ ପ୍ରବଳ ମାତ୍ରା ରେ ଏହି ମାସ ର ୨୬ ତାରିଖ ଯାଏଁ ପ୍ରବଳ ଛେଚିବ ବର୍ଷା , ତେବେ ଏ ନେଇ ଭୂବନେଶ୍ୱର ର ଆଞ୍ଚଳିକ ପାଣି ପାଗ ବିବାଗ ତରଫରୁ ଆସିଲା ବଡ ଖବର ।

rain 1

ତେବେ ଦକ୍ଷୀଣ ପଶ୍ଚିମ ମୌସୁମି ବାୟୁ ସକ୍ରିୟ ରହିଥିବାରୁ ରାଜ୍ୟ ରେ 4 ଦିନ ଧରି ପ୍ରବଲ ବର୍ଷା ର ସମ୍ଭାବନା ରହିଛି ଏହି ସମୟ ର ଅବଧି ଭିତରେ ରାଜ୍ୟ ର କେତେକ ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଏବଂ ଆଉ କେତକ ସ୍ଥାନ ରେ ପ୍ରବଳ ବର୍ଷା ର ସମ୍ଭାବନା ଥିବାରୁ ରାଜ୍ୟ ର ବିଭିନ୍ନ ଜିଲ୍ଲା ଗୁଡିକ ରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

25 ତାରିଖ ଯାଏଁ ରାଜ୍ୟ ରେ ପ୍ରବଳ ବର୍ଷା ର ସମ୍ବାବନା ରହିଥିବା ବେଳେ 26 ତାରଖ ରୁ ପରବର୍ତ୍ତୀ ଏକ ସପ୍ତାହ ପର୍ଯ୍ୟନ୍ତ ବିଶେଶ ବର୍ଷା ର ସମ୍ଭାବନା ରହିଛି । ତେବେ ମୌସୁମି ବାୟୁୁ ପ୍ରଭାବ ରେ କଟକ , ଖୋର୍ଦ୍ଧା , ପୁରୀ , ଅନୁଗୁଳ , ଢେଙ୍କାନାଳ , ବୌଦ୍ଧ , ସମ୍ୱଲପୁର , ଝାରସୁଗୁଡା , ବରଗଡ , ସୋନପୁର , ଢେଙ୍କାନାଳ , ମାଲକାନଗିରି ଏବଂ ମୟୂରଭଞ ଭଳି ଜିଲ୍ଲା ମାନଙ୍କ ରେ ପ୍ରବଲ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

rain

ସେହିପରି 7 ଚି ଜିଲ୍ଲା ରେ ନିୟଟିଆ ବର୍ଷା ହୋଇଛି ତେବେ ସେହି ଜିଲ୍ଲା ଗୁଡିକ ହେଲା ସମ୍ୱଲପୁର , ଝାରସୁଗୁଡା , ବରଗଡ , ସୋନପୁର , ଢେଙ୍କାନାଳ , ମାଲକାନଗିରି ,ମୟୂରଭଞ୍ଜ ,ପୁରୀ ଆଉ 13 ଟି ଜିଲ୍ଲା କୁ ଛାଡି ଦେଲେ ଅବଶିଷ୍ଟ ଜିଲ୍ଲା ରେ ଅଧିକ ବର୍ଷା ହୋଇଛି । ତେବେ ମୌସୁମୀ ବାୟୁ ରାଜ୍ୟ କୁ ଛୁଇଁବା ପରେ ସାରା ରାଜ୍ୟ କୁ ବର୍ଷା ଛୁଇଁଚି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *