ଯୁବରାଜଙ୍କ ଅବସର ପ୍ରାପ୍ତ ବନ୍ଧୁମିଳନ ଭୋଜିରେ ତାରକାମାନେ ମଞ୍ଚର ମଜା ନେଲେ, ପୂର୍ବତନ ଗାର୍ଲଫ୍ରେଣ୍ଡ ଠାରୁ ଆରମ୍ଭ କରି…

Spread the love

ଯୁବରାଜଙ୍କ ଅବସର ପ୍ରାପ୍ତ ବନ୍ଧୁମିଳନ ଭୋଜିରେ ତାରକାମାନେ ମଞ୍ଚର ମଜା ନେଲେ, ପୂର୍ବତନ ଗାର୍ଲଫ୍ରେଣ୍ଡ ଠାରୁ ଆରମ୍ଭ କରି ଆମ୍ବାନୀ ପରିବାର ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରତିଭା ଦେଖିବାକୁ ମିଳିଲା ।

ନିକଟରେ ହିଁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି । ଏହି ପରିସ୍ଥିତିରେ ଯୁବରାଜ ସିଂହ ରବିବାର ଦିନ ମୁମ୍ବାଇରେ ତାଙ୍କ ଅବସରକାଳୀନ ଭୋଜି ରଖିଥିଲେ । ଯୁବରାଜଙ୍କ ଏହି ଅବସରକାଳୀନ ଭୋଜିରେ ଖେଳ ଏବଂ ଫିଲ୍ମ ଜଗତର ଅନେକ ବଡ ବଡ ତାରକାମାନେ ଉପସ୍ଥିତ ଥିଲେ । ଏହି ଭୋଜିରେ ଆମ୍ବାନୀ ପରିବାର ମଧ୍ୟ ସାମିଲ ହୋଇଥିଲେ । ଏହି ଅବସର କାଳୀନ ଭୋଜିରେ ଆମ୍ବାନୀ ପରିବାର ଠାରୁ ଆରମ୍ଭ କରି ଯୁବରାଜଙ୍କ ପୂର୍ବ ଗାର୍ଲଫ୍ରେଣ୍ଡ ପର୍ଯ୍ୟନ୍ତ ସମସ୍ତେ ଉପସ୍ଥିତି ଥିଲେ । ସେଠାରେ ଯୁବରାଜଙ୍କ ଏକ୍ସ-ଗାର୍ଲଫ୍ରେଣ୍ଡ ଅଭିନେତ୍ରୀ କିମ ଶର୍ମା ମଧ୍ୟ ଏହି ପାର୍ଟିରେ ପହଞ୍ଚିଥିଲେ । ପାର୍ଟିରେ ସବୁ ତାରକା ସୁନ୍ଦର ସୁନ୍ଦର ପୋଷାକରେ ନଜର ଆସିଥିଲେ । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଯୁବରାଜ ସିଂହଙ୍କ ବଡଧରଣର ଅବସର କାଳୀନ ପାର୍ଟିର କିଛି ଫୋଟ ଦେଖେଇବାକୁ ଯାଉଛୁ । ଆପଣ ମଧ୍ୟ ଦେଖାନ୍ତୁ …..

କିମ ଶର୍ମା

ଆମ୍ବାନୀ ପରିବାର

ମାଁ ଶବନମଙ୍କ ସହିତ ଯୁବରାଜ ସିଂହ

ସାନିୟା ମିର୍ଜା

ପୂର୍ବତନ କ୍ରିକେଟ ଖେଳାଳି ମହମ୍ମଦ କୈଫ

ଇରଫାନ ପଠାନ ନିଜ ପତ୍ନୀଙ୍କ ସହିତ

ରବିନା ଟଣ୍ଡନ

କରଣ କୁନ୍ଦ୍ରା

ବଲିଉଡ ଅଭିନେତ୍ରୀ ନେହା ଶର୍ମା

ଶିଖର ଧବନ

ହେଜଲ କିଚ

ଜାହିର ଖାନ ପତ୍ନୀ ସାଗରିକା ଘାଟଗେଙ୍କ ସହିତ

ଫରହାନ ଅଖତର ଏବଂ ଶିବାନି ଦାଣ୍ଡେକର

ଆଶା କରୁଛୁ, ଆନୁଛେଦଟି ଆପଣଙ୍କୁ ଭଲ ଲାଗିବା । ତଳେ comment ଜରିଆରେ ନିଜର ମତାମତ ପ୍ରଦାନ କରନ୍ତୁ ।