ରାସ୍ତା ଉପରେ ଠିଆ ହୋଇଥିଲେ କନିଆ ଯାତ୍ରୀ, ମାଡ଼ି ଆସିଲା ସ୍କର୍ପିଓ, ଅକାଳରେ ଚାଲିଗଲା ୩ ଜୀବନ

Scorpio

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାସ୍ତା ଉପରେ ଛିଡା ହୋଇଥିଲେ କନ୍ୟା ଯାତ୍ରୀ ବର ପକ୍ଷ କୁ କରିଥାନ୍ତେ ବାଟ ବରଣ । ହେଲେ ସମସ୍ତ ଙ୍କୁ ପିଟି ଦେଇ ଚାଲିଗଲା ସ୍କର୍ପିୟ ଅକାଳ ରେ ଚାଲିଗଲା 3 ଜଣଙ୍କ ଜିବନ । ହୋଇଥାନ୍ତା ଝିଅ ବାହାଘର ସମସ୍ତେ ପୂରା ପ୍ରସ୍ତୁତ ରହିଥିଲେ । ବାଟବରଣ କରିବା ଲାଗି ହସ ଖୁସୀରେ ଝିଅ ପକ୍ଷ ରାସ୍ତା ଉପରେ ଆସି ଛିଡା ହୋଇଥିଲେ । ବର ପକ୍ଷ ଆସି ଥିବାରୁ ସେମାନଙ୍କୁ ବରଣୀ କରି ଘରକୁ ନେଇ ଜାଇଥାନ୍ତେ । ହେଲେ ସବୁ କିଛି ଅଧାରେ ରହିଗଲା ।

ବାଟ ବରଣ କରିବାକୁ ଆସିଥିବା ଝିଅ ପକ୍ଷ ସ୍ମଶାନ କୁ ଚାଲିଗଲେ । ହସ ଖୁସୀ ସଂଙ୍ଗେ ସଂଙ୍ଗେ କାନ୍ଦ ବୋବାଳି ରେ ପରିଣତ ହୋଇଗଲା । କାରଣ ଏକ ସ୍କର୍ପିୟ ରାସ୍ତାରେ ଛିଡା ହୋଇଥିବା ଝଅ ପକ୍ଷ ଲୋକଙ୍କୁ ପିଟି ଦେଇ ଚାଲିଗଲା । ଯେଉଁଥିରେ 3 ଜଣଙ୍କ ଜିବନ ଜାଇ ଥିବା ବେଳେ 20 ରୁ ଅଧିକ ଆହାତ ହୋଇଛନ୍ତି ।

Scorpio

ଏମିତି ଏକ ମର୍ମହୂତ ଦୂର୍ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଉପକଣ୍ଠ ମାଣ୍ଡିଆ ପଲ୍ଲୀ ଛକ ନିକଟରେ । ମୃ-ତକ ଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବା ବେଳେ ଜଣେ ନାବାଳିକା ରହିଛନ୍ତି । ମିଳିଥିବା ସୂଚନା ଅନୁସାରେ ମାଣ୍ଡିଆ ପଲ୍ଲୀ ଛକ ନିକଟ ରେ ବର ପକ୍ଷ ଲୋକ ଛିଡା ହୋଇଥିଲେ ।

କନ୍ୟା ଯାତ୍ରୀ ର 30 ରୁ ଉର୍ଦ୍ଧ ଲୋକ ତାଙ୍କୁ ବାଟ ବରଣ କରିବାକୁ ଛିଡା ହୋଇଥିବା ବେଳେ ଏକ ସ୍କର୍ପିୟ ଗାଡି ସେମାନଙ୍କ ଉପରେ ମାଡି ଜାଇଥିଲା । ଜାହା ଫଳ ରେ ଘଟଣା ସ୍ଥଳରେ ଦୁଇ ମହିଳା ଙ୍କ ସହିତ ଜଣେ ନାବାଳିକା ମଧ୍ୟ ରହିଥିବାର ସୂଚନା ରହିଛି । ଅନ୍ୟ ପଟେ ମଦ୍ୟପ ଗାଡି ଚାଳକୁ ଙ୍କୁ କାବୁ କରି ସ୍ଥାନିୟ ଲୋକେ ପୋଲିସ କୁ ଦେଇଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ