ବାହା ହୋଇ ଚତୁର୍ଥୀ ରାତିର ଭିଡିଓ ଭାଇରାଲ କଲେ ଶ୍ରଦ୍ଧା ପାଣିଗ୍ରାହୀ

Sradha panigrahi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ବନ୍ଧନ ରେ ବାନ୍ଧି ହେଲେ ଶ୍ରଦ୍ଧାପାଣୀ ଗ୍ରାହୀ । ତେବେ ବାହାଘର ପରେ ନିଜ ସ୍ୱାମୀ ଙ୍କୁ ହଇରାଣ କରୁଥିବା ଏବଂ ମାଡ ମାରୁଥିବା ଘଟଣା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରଲ ହେବାରେ ଲାଗିଛି । ତେବେ ଆପଣ ମାନେ ଶ୍ରଦ୍ଧାପାଣୀଗ୍ରାହୀ ଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ତେବେ ଦିର୍ଘ ଦିନ ଧରି ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରି ଆସୁଛନ୍ତି ଶ୍ରଦ୍ଧା ପାଣୀଗ୍ରାହୀ ତେବେ ସେ 2015 ମସିହା ରୁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କେରିୟର ଆରମ୍ଭ କରିଛନ୍ତି ।

ତେବେ ପ୍ରଥମେ ସେ କିଛି ଆଲବମ୍ ରେ ଅଭିନୟ କରିଥିଲେ ଏହା ପରେ କିିଛି ସିନେମା ରେ ସାଇଡ ହିରୋଇନ ଏବଂ ଅନେକ ସମୟ ରେ ମୂଖ୍ୟ ଭୂମିକା ରେ ଅଭିନୟ କରିଛନ୍ତି ଶ୍ରଦ୍ଧା ପାଣୀଗ୍ରାହୀ । ତେବେ ସେ ବର୍ତମାନ ସମୟ ରେ 6 ଟି ରୁ ଅଧିକ ସିରିଏଲ ରେ ଅଭିନୟ କରି ସାରିଛନ୍ତି ଶ୍ରଦ୍ଧା ପାଣୀଗ୍ରାହୀ । ଏହା ସହିତ 5 ଟି ଫିଲ୍ମ ରେ ଅଭିନୟ କରି ସାରିଛନ୍ତି ଶ୍ରଦ୍ଧା ପାଣୀଗ୍ରାହୀ । ଏହା ସହିତ ସେ ବହୁତ ସାରା ୱେବ ସିରିଜ୍ ରେ ବି ଅଭିନୟ କରି ସାରିଛନ୍ତି ।

Sradha

ତେବେ ବର୍ତମାନ ଶ୍ରଦ୍ଧା ପାଣୀଗ୍ରାହୀ ଙ୍କୁ 27 ବର୍ଷ ବୟସ ହୋଇ ଜାଇଛି । ହେଲେ 27 ବର୍ଷ ବୟସ ହୋଇଥିବା ବେଳେ ବି ସେ ଏବେ ଯାଏ ବିବାହ କରି ନାହାଁନ୍ତି । ଗତ ଦିନ ମାନଙ୍କରେ ରାଜ ରାଜେଶ ଙ୍କ ସହିତ ତାଙ୍କର ବାହାଘର ଠିକ୍ ହୋଇଥିଲା । ଦୁହିଁଙ୍କର ନିର୍ବନ୍ଧ ବି ସରିଥିଲା ଆଗାମୀ କିଛି ଦିନ ମଧ୍ୟରେ ବାହାଘର ହେବାକୁ ଥିବା ବେଳେ ଦୁହିଁଙ୍କ ମଧ୍ୟରେ ବ୍ରେକପ୍ ହୋଇଥିଲା । ଆଉ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଜାଇ ଥିଲେ ।

ତେବେ ଅଲଗା ହେବା ପରେ ଏବେ ଶ୍ରଦ୍ଧା ପାଣୀଗ୍ରାହୀ ଏକୁଟିଆ ଥିବା ବେଳେ ରାଜ ରାଜେଶ ଲୁମଲାଇନା ଙ୍କ ସହିତ ଡେଟ କରୁଥିବାର ନଜର ଆସିଛନ୍ତି । ତେବେ ଶ୍ରଦ୍ଧା ପାଣୀଗ୍ରାହୀ ଏବେ ସିଙ୍ଗେଲ ଥିବା ବେଳେ ରାତି ଅଧରେ ନିଜ ସ୍ୱାମୀ ଙ୍କୁ ମାଡ ମାରୁଥିବାର ଘଟଣା ଦେଖିବାକୁ ମିଳିଛି । ଏବଂ ଯାହାର ଭିଡ଼ିଓ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *