ମେକ୍-ଅପ୍ ରୁମରେ କିଛି ଏପରି ଥାଏ ବଲିଉଡ଼ର ଅଭିନେତ୍ରୀ ମାନଙ୍କ ଅବସ୍ଥା ! ଫୋଟୋ ଗୁଡ଼ିକ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ !

Spread the love

ବଡ଼ ପରଦାରେ ସୁନ୍ଦରୀ ଓ ଗ୍ଲେମରେସ ଦେଖାଯାଉଥିବା ଏହି ଅଭିନେତ୍ରୀମାନଙ୍କ ମେକ୍-ଅପ୍ ରୁମ ଭିତରେ ହୋଇଥାଏ ଖରାପ ଅବସ୍ଥା ।

ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଗୋଟିଏରୁ ଭଲ ଗୋଟିଏ ସୁନ୍ଦରୀ ଅଭିନେତ୍ରୀମାନେ ଅଛନ୍ତି । କହିବାକୁ ଗଲେ ଏହି ଅଭିନେତ୍ରୀମାନେ ଦେଖିବାକୁ ବହୁତ ସୁନ୍ଦର କିନ୍ତୁ ଏହି ଅଭିନେତ୍ରୀ ମାନଙ୍କ ସୌନ୍ଦର୍ଯ୍ୟତାକୁ ଆହୁରି ଅଧିକ ମେକ୍-ଅପ୍ ମ୍ୟନ୍ ବଢ଼ାଇଥାନ୍ତି । ବଲିଉଡ଼ ଅଭିନେତ୍ରୀମାନଙ୍କ ଗ୍ଲେମରେସ ଓ ସୁନ୍ଦର ଦେଖା ଯିବା ପଛରେ ମେକ୍-ଅପ୍ କରିବା ଲୋକଙ୍କ ବହୁତ ବଡ଼ ହାତ ରହିଥାଏ । ଆଜିର ସମୟରେ ଯେଉଁଠାରେ କି ସମସ୍ତ ଝିଅ ମେକଅପକୁ ବହୁତ ଗୁରୁତ୍ୱ ଦେଉଛନ୍ତି, ଏମିତିରେ ଅଭିନେତ୍ରୀମାନେ ବା କିପରି ପଛରେ ରହିପାରିବେ । ଆଜିର ଏହି ଲେଖାରେ ଆମେ ଆପଣଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଏପରି ଅଭିନେତ୍ରୀଙ୍କ ଫୋଟ ଦେଖେଇବୁ ଯେଉଁମାନେ କି ନିଜ ମେକ୍-ଅପ୍ ରୁମରେ ଦେଖିବାକୁ ମିଳିଛନ୍ତି ଓ ତାଙ୍କୁ ଦେଖି ଆପଣ ମଧ୍ୟ ଭାବିବା ଆରମ୍ଭ କରି ଦେବେ ସୁନ୍ଦର ଦେଖାଯିବା ଏତେ ସହଜ କାମ ନୁହେଁ । ଏଥିପାଇଁ ଅଭିନେତ୍ରୀ ମାନଙ୍କୁ ବହୁତ କଷ୍ଟ ସହିବାକୁ ପଡ଼େ ଏବଂ ବହୁତ ପରିଶ୍ରମ କରିବାକୁ ପଡ଼େ । ଛାଡ଼ନ୍ତୁ, ଆପଣମାନେ ମଧ୍ୟ ଦେଖନ୍ତୁ ଏହି ୧୦ଟି ଅଭିନେତ୍ରୀଙ୍କ କିଛି ବିଶେଷ ଫୋଟୋଚିତ୍ର ।

ସୋନାକ୍ଷୀ ସିହ୍ନା

ସୋନମ କପୂର

କରିନା କପୂର

ପରିଣୀତୀ ଚୋପଡ଼ା

ପ୍ରିୟଙ୍କା ଚୋପ୍ରା

ଦୀପିକା ପାଦୁକୋଣ

ଜେକଲିନ ଫର୍ଣ୍ଣଣ୍ଡିସ

କ୍ୟାଟ୍ରିନା କୈଫ

ଏମି ଜେକ୍ସନ

ଐଶ୍ୱରୀୟା ରାୟ ବଚ୍ଚନ