ବାଲ୍ୟକାଳରେ କିଛି ଏଭଳି ଦେଖାଯାଉଥିଲେ ଏହି ପ୍ରସିଦ୍ଧ କଳାକାରମାନେ । ଜଣେ ତ ସବୁଠାରୁ ବିଚକ୍ଷଣ ଦେଖାଯାଉଥିଲେ । ଆପଣ ନିଶ୍ଚିତ ରୂପରେ ଦୁଇଥର ଦେଖିବେ !

Spread the love

ସମସ୍ତଙ୍କର ବାଲ୍ୟକାଳ ବହୁତ ସୁନ୍ଦର ହୋଇଥାଏ ହୁଏତ ସେ ସାଧାରଣ ବ୍ୟକ୍ତି ହେଉ ଅବା କୌଣସି ବିଖ୍ୟାତ କଳାକାର । ବାଲ୍ୟକାଳ ସବୁଦିନ ପାଇଁ ଅବିସ୍ମରଣୀୟ ରହିଥାଏ । ଛୁଆବେଳ କଥା ମନେ ପକେଇବା ସବୁଠୁ ସହଜ ଉପାୟ ହେଲା ପିଲାବେଳର ଫୋଟ ଦେଖିବା । ଆପଣଙ୍କ ବାଲ୍ୟକାଳର ଫୋଟ ହୁଏତ ସମସ୍ତଙ୍କ ପାଖରେ ଥିବ ଏବଂ ଯେତେବେଳେ ଆପଣ ସେଗୁଡିକୁ ଦେଖନ୍ତି; ତେବେ ନିଜ ବାଲ୍ୟକାଳରେ ହଜି ଯାଆନ୍ତି । ଯଦି ବଲିଉଡର କଥା କହିବା; ତେବେ ଏଠାରେ ଜଣକ ଠାରୁ ଜଣେ ବଡ଼ କଳାକାର ଅଛନ୍ତି । ଦର୍ଶକ ସେମାନଙ୍କର ମନପସନ୍ଦ କଳାକାର ବିଷୟରେ ସବୁ କିଛି ଜାଣିବା ପାଇଁ ଚାହୁଁଛନ୍ତି । ଦର୍ଶକଙ୍କ ଭିତରେ କଳାକାର ମାନଙ୍କର ବ୍ୟକ୍ତିଗତ ବିଷୟରେ ଜାଣିବା ପାଇଁ ଉତ୍ସୁକତା ରହିଛି । ସେମାନେ ତାଙ୍କ ମନପସନ୍ଦ କଳାକାରମାନଙ୍କ ବିଷୟରେ ଛୋଟା ରୁ ଛୋଟ କଥା ଜାଣିବା ପାଇଁ ଉତ୍ସାହିତ ଥାଆନ୍ତି । ଦର୍ଶକଙ୍କୁ ଏହି ସବୁ ବିଷୟରେ ସୂଚନା ସୋସିଆଲ ମିଡ଼ିଆ, ଇଣ୍ଟରଭ୍ୟୁ ଏବଂ ଇଣ୍ଟରନେଟ ମାଧ୍ୟମରେ ମିଳିଥାଏ । ସେଠାରେ ଏମିତି କିଛି କଳାକାର ଅଛନ୍ତି; ଯେଉଁମାନେ କି ଦର୍ଶକଙ୍କ ନିକଟରେ ନିଜର କିଛି ଛୋଟ ବଡ଼ ଗୁପ୍ତ କଥା ନିଜେ ହିଁ ପ୍ରକାଶ କରିଥାନ୍ତି । କିଛି କଳାକାର ତ ନିଜର ବାଲ୍ୟକାଳର ଫୋଟଗୁଡିକୁ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଏବେ ଆପଣ ଭାବୁଥିବେ ଯେ, ଆମେ ହଠାତ ଏହି କଥା ଆପଣଙ୍କୁ କାହିଁକି କହୁଛୁ ? ଆମେ ବାଲ୍ୟକାଳର କଥା ଏଇଥିପାଇଁ କହୁଛୁ କାହିଁକି ନା ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ ବଲିଉଡର କିଛି ଜଣାଶୁଣା କଳାକାରଙ୍କର ବାଲ୍ୟକାଳର ଫୋଟ ନେଇକି ଆସିଛୁ । ତେବେ ଚାଲନ୍ତୁ ଦେଖିବା କିପରି ଦେଖାଯାଉଥିଲେ ବାଲ୍ୟକାଳରେ ଆପଣଙ୍କର ମନପସନ୍ଦ କଳାକାରମାନେ ।

ସଲମାନ ଖାନ

ସୁଶାନ୍ତ ସିଂ ରାଜପୁତ

ଶାହରୁଖ ଖାନ

ଐଶ୍ୱରୀୟା ରାୟ ବଚ୍ଚନ

ରଣବୀର ସିଂ

ଅମୀର ଖାନ

ଦୀପିକା ପାଦୁକୋଣ

ଅନୁଷ୍କା ଶର୍ମା

ସିଦ୍ଧାର୍ଥ ମୋଲହୋତ୍ର

କ୍ୟାଟ୍ରିନା କୈଫ