ସମାଜସେବୀ କହିଲେ ଅର୍ଚ୍ଚନା ସ୍ୱାମୀ ଜଗବନ୍ଧୁ ନୁହଁ,କାରଣ ସେ Duijana ଯାହା କରିଛନ୍ତି ତାହା କେବେ କୌଣସି ସ୍ୱାମୀ ସ୍ତ୍ରୀ ମଧ୍ୟରେ…

Archana husband

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କୌଣସି ସ୍ୱାମୀ ଚାହିଁବନି ଯେ ମୋ ସ୍ତ୍ରୀ ଆଉ କାହା ସହ ସ-ମ୍ପ-ର୍କ ରଖୁ । କିନ୍ତୁ ଏଠି ଜଗବନ୍ଧୁ ଏସବୁ କରୁନଥିଲା ସେ ତା ସ୍ତ୍ରୀକୁ ଛାଡି ଦେଉଥିଲା ଆଉ କାହା ସହ ସ-ମ୍ପ-ର୍କ ରଖିବା ପାଇଁ ତେଣୁ ସେ ତା ସ୍ୱାମୀ ହେଇ ନଥିବ । ରାତା ରାତି ବଡ ହେବ ବୋଲି ଏଇ ରାସ୍ତା ବାଛିବ ଏଇଟା ଭୁଲ କଥା । ମିଡିଆ ପଚାରୁଛନ୍ତି ମ୍ୟାଡ଼ମ ଆପଣ ଏଠି ଅର୍ଚ୍ଚନାଙ୍କୁ କଣ କହିବେ । ସମାଜ ସେବୀ କହୁଛନ୍ତି ନା ଏଠି ଆମେ ସମସ୍ତେ ଅର୍ଚ୍ଚନାକୁ ଦୋଷ ଦେଉଛନ୍ତି ।

ସେ ବଲାଙ୍ଗୀର ଗୋଟେ ଜଙ୍ଗଲ ଜାଗାରୁ ଆସିଛି । ସେ ଝିଅଟା ଦଶମ ପଢିଥିଲା । ହେଲେ କିଏ କହୁଛନ୍ତି ସେ ପ୍ଲସ ଟୁ ପଢିଛି । କିଏ କହୁଛି କିଏ କହୁଛି ଓକିଲ ପଢିଛି କିଏ କହୁଛି ଜର୍ନାଲିଜମ କରିଛି କିନ୍ତୁ ଆମେ ସେଇ ଝିଅକୁ କେବଳ ଦୋଷ ଦେଲେ ହେବନି । କିନ୍ତୁ ସେ ଝିଅ ଭୁଲ କରିଛି । ହେଲେ ସେ ଝିଅ କାହା ବଳରେ ଏତେ ବଳିଆନ ହେଇ ଏତେ ଉପରକୁ ଯାଇଛି ।

Archana Nag

ଆଉ ଜଣେ ମଧ୍ୟ ଵାଇଟ ଦେଇଥିଲେ ମୁଁ ଦେଖୁଥିଲି । ଯେ ତାଙ୍କ ବାପା ଯେତେବେଳେ ଜମିବାଡି କାମ କରୁଥିଲେ ତାଙ୍କ ମାଆ ଯେତେବେଳେ ଟିଚର ଥିଲେ ସେହି ସମୟରେ ତାକୁ କିଛି ଲୋକ ରେ-ପ କରିଥିଲେ ଆଉ ତା ପରେ ସେ କେସିଙ୍ଗା ପଳେଇ ଆସିଥିଲେ । ଆସିଲା ପରେ ସେ ଝିଅଟା ପଳେଇ ଆସିଛି । ଆଉ ଆସିବା ପରେ କେହି ତାକୁ ପାଇଲେ ନାହିଁ ସେ ଝିଅ ଭୁବନେଶ୍ୱର ପଳେଇ ଆସିଛି ।

ଆଉ ଆସି ସେ ପାର୍ଲରରେ କାମ କରୁଛି ଆଉ ସେଠି ସେ ଜଗବନ୍ଧୁକୁ ପାଇଯାଇଛି ତେଣୁ ତାର କଣ ସେଇ ଉଦ୍ଦେଶ୍ୟ ଥିଲା କି ଯେ ମୁଁ ଦଶମ ପାଠ ପଢିକି ଆସିଛି ଆଉ ଏମିତି କାମ କରିବି । ଏଥିରେ ମେନ ଲୋକ ହଉଛି ଜଗବନ୍ଧୁ ଆଉ ଖଗେଶ୍ୱର । ତେଣୁ ଏମାନେ ତାକୁ ବ୍ୟବହାର କରି ବଡ଼ ବଡ଼ ନେତାଙ୍କ ପାଖକୁ ପଠାଇ । ଆଉ ସେ ବି ପ୍ଲାଷ୍ଟିକ ସର୍ଜରୀ କରିଛି । କାରଣ ଆସିଲା ବେଳକୁ ସେ କେମିତି ଥିଲା ଏବେ କେମିତି ହୋଇଛି ଆଉ ତାକୁ ଏମାନେ ପଠାଉଥିଲେ ବଡ ବଡ ନେତା ମାନଙ୍କ ପାଖକୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *