ଗୋଲାପୀ ଶାଢୀରେ ଭାଉଜଙ୍କ ଠୁମକା | ନାଚି ନାଚି ସବୁ ଖୋଲି ଦେଲେ

bhabhi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋଲାପୀ ଶାଢୀରେ ଠୁମକା ଲଗାଇଲେ ଭାଉଜ । ଗୋବିନ୍ଦାଙ୍କ ଗୀତରେ କଲେ ଜବରଦସ୍ତ ଡ୍ୟାନ୍ସ । ଯାହାର ଭିଡିଓ ହେଉଛି ଭାଇରାଲ । ସୋସିଆଲ ମିଡିଆରେ ଲୋକମାନେ ବିଭିନ୍ନ ପ୍ରକାର ଭିଡିଓ ସେୟାର କରିଥାନ୍ତି । ଏହି ଭିଡିଓ ଗୁଡିକ ମଧ୍ୟରୁ କିଛି ବେଶ୍ ମଜାଳିଆ ହୋଇଥିବା ବେଳେ କିଛି ଆମକୁ ଆଶ୍ଚର୍ଯ୍ୟ କରିଥାଏ ।

ସେମିତି ଏକ ଡ୍ୟାନ୍ସ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯାହା ଦେଖି ଲୋକମାନେ ପ୍ରଶଂସା କରୁଛନ୍ତି । ରିଏଲ ଜଣେ ମହିଳା ଗୋବିନ୍ଦାଙ୍କ ଏକ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି । ଏହି ମହିଳା ଜଣକ ସୋସିଆଲ ମିଡିଆରେ ନୂଆ ନୁହନ୍ତି । ଏହା ପୂର୍ବରୁ ମଧ୍ୟ ତାଙ୍କର ଅନେକ ଭିଡିଓ ଭାଇରାଲ୍ କରିଛନ୍ତି । ଏବେ ପୁଣିଥରେ ନୂଆ ଭାଇରାଲ୍ ଭିଡିଓ ସହିତ ଚର୍ଚ୍ଚାକୁ ଆସିଛନ୍ତି ।

bhauja

ଏଥର ଗୋବିନ୍ଦା ଏବଂ ରବିନା ଟଣ୍ଡନଙ୍କ ଗୀତ ଚାଲ ଇସକି ଲଢାଇ ଗୀତରେ ନିଜର ଦମଦାର ପ୍ରଦଶନ କରିଛନ୍ତି । ଡିଜେ ଫ୍ଲୋ ରେ ତାଙ୍କର ଡ୍ୟାନ୍ସ ଷ୍ଟେପ ଏବଂ ଭାଗଭଙ୍ଗୀ ବେଶ୍ ପସନ୍ଦ ଆସିଛି। ଭିଡିଓଟି ଏକ ବିବାହ ସମାହାରର ବୋଲି ଜଣାପଡିଛି । ଯେଉଁଥିରେ ଡିଜେ ଫ୍ଲୋ ରେ ମହିଳା ଜଣକ ଏକ ଗୋଲାପୀ ରଙ୍ଗର ଶାଢୀ ପିନ୍ଧି ଜବରଦସ୍ତ ଡ୍ୟାନ୍ସ କରି ଲୋକଙ୍କ ହୃଦୟ ଜିଣିଛନ୍ତି ।

ଭିଡିଓରେ ତାଙ୍କ ସହିତ ଜଣେ ବ୍ୟକ୍ତି ବି ଡ୍ୟାନ୍ସ କରୁଛନ୍ତି । ଭିଡିଓକୁ ଜଣେ ଇଉଜରସ ସେୟାର କରିଥିବା ବେଳେ ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି । ଇଉଜରସ ମାନେ ଭାଉଜଙ୍କ ଡ୍ୟାନ୍ସ ଦେଖି ଭିନ୍ନ ଭିନ୍ନ ମନ୍ତବ୍ୟ ମଧ୍ୟ ଦେଉଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *