ସିନ୍ଦୁର ଦେଲାନି ମୋ ଦେହ ସୁଖ ନେଲା!! | ଡାକ୍ତରାଣୀ ଶୁଭଶ୍ରୀଙ୍କ କାହାଣୀର ଖଳନାୟକ Boyfriend !!

Shubhashree

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଷ କ୍ରିୟାରୁ ଯାଇଛି ଡାକ୍ତର ଶୁଭଶ୍ରୀଙ୍କ ଜୀବନ । ଏପଟେ ବୟଫ୍ରେଣ୍ଡଙ୍କ ର ମିଳୁନି ପତା । ଦିନକୁ ଦିନ ନୂଆ ମୋଡ ନେଉଛି ଡାକ୍ତର ଶୁଭଶ୍ରୀଙ୍କ ମୃ-ତ୍ୟୁ ମାମଲା । ମୃ-ତ୍ୟୁ ର ୧୦ଦିନ ପୂର୍ବରୁ ନିଜ ବୟଫ୍ରେଣ୍ଡ ଡାକ୍ତର ଦିବ୍ୟ ରଞ୍ଜନ ମାଝୀଙ୍କ ନାଁରେ ଶୁଭଶ୍ରୀ ଦୁ-ଷ୍କ-ର୍ମ ଏତଲା ଦେଇଥିବା ବେଳେ ଏବେ ତାଙ୍କ ପତା ମିଳୁନି ।

ଶୁଭଶ୍ରୀଙ୍କ ମୃ-ତ୍ୟୁ ପଛରେ ଦିବ୍ୟରଞ୍ଜନଙ୍କ ଭୂମିକାକୁ ନେଇ ଚର୍ଚ୍ଚା ଜୋରଦାର ଥିବା ବେଳେ ଏବେ ତାଙ୍କ ନିଖୋଜ ବୟଫ୍ରେଣ୍ଡ କୁ ଖୋଜିବାକୁ ଅଣ୍ଟା ଭିଡିଛି ପୋଲିସ । ଏଥିପାଇଁ ଏକ ସ୍ୱତନ୍ତ୍ର ସ୍କୋୟାର୍ଡ ମଧ୍ୟ ଗଠନ କରାଯିବ । ଏହାରି ମଧ୍ୟରୁ ଆସିଛି ତାଙ୍କ ବୟଫ୍ରେଣ୍ଡ ଦିବ୍ୟରଞ୍ଜନଙ୍କ ର ପ୍ରଥମ ଫଟୋ । ଅନ୍ୟପଟେ ଶୁଭଶ୍ରୀଙ୍କ ମୃ-ତ୍ୟୁ ବିଷକ୍ରିୟା ରୁ ହୋଇଥିବା ସ୍ପଷ୍ଟ ହେବାପରେ ପ୍ରେମରେ ଖାଇଥିବା ଧକ୍କା ହେତୁ ଏପରି ଚରମ ପଦକ୍ଷେପ ଉଠାଇଥିବାର ଆଲୋଚନା ହେଉଛି ।

da

ତେଣୁ ତାଙ୍କ ବୟଫ୍ରେଣ୍ଡ ଦିବ୍ୟରଞ୍ଜନଙ୍କୁ ଖୋଜିବାକୁ କେନ୍ଦୁଝର ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିବାର ଏସ. କେ ସୂଚନା ଦେଇଛନ୍ତି । ମୃ-ତ୍ୟୁ ର ୧୦ଦିନ ପୂର୍ବରୁ ଅର୍ଥାତ୍ ୨୦ ତାରିଖରେ ଶୁଭଶ୍ରୀ ଜୋଡା ଥାନାରେ ଡାକ୍ତର ଦିବ୍ୟରଞ୍ଜନଙ୍କ ମାଝୀଙ୍କ ନାଁ ରେ ଦୁ-ଷ୍କ-ର୍ମ ମାମଲା ଅଭିଯୋଗ କରିଥିଲେ । ବିବାହ ପ୍ରତିଶ୍ରୁତି ଦେଇ ଶା-ରୀ-ରିକ ସ-ମ୍ପ-ର୍କ ରଖିଥିବା ଡାକ୍ତର ଦିବ୍ୟରଞ୍ଜନ ମାଝି ପରେ ବିବାହ ପାଇଁ ମନା କରିଦେବା ରୁ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ ଡାକ୍ତର ଶୁଭଶ୍ରୀ କର ।

ଓ ଏହାରି ମଧ୍ୟରେ ଶୁଭଶ୍ରୀଙ୍କ ମୃ-ତ୍ୟୁ ପରେ ତାଙ୍କ ବୟଫ୍ରେଣ୍ଡ ନିଖୋଜ ହେବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି । ଗତ ୩୧ ତାରିଖ ଦିନ ରାତି ସହକର୍ମୀଙ୍କ ସହ ନାଚ ଗୀତ କରି ଜିରୋ ନାଇଟ୍ ସେଲିବ୍ରେସନ କରିଥିବା ଶୁଭଶ୍ରୀଙ୍କ ଦେହ ନୂଆ ବର୍ଷ ଦିନ ସରକାରୀ ବାସ ଭବନରୁ ଉନ୍ଧାର ହୋଇଥିଲା । ମୃ-ତ୍ୟୁ ଦେହ ନିକଟରେ ଏକ ବିଷ ବୋତଲ ଉନ୍ଧାର ଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *