ଭାଗ୍ୟଶାଳୀ ମହିଳାଙ୍କର 10ଟି ସାଙ୍କେତିକ ଚିହ୍ନ , ସ୍ୱାମୀ ସହିତ ପରିବାରକୁ ମଧ୍ୟ ଖୁସିରେ ରଖିଥାଏ…..

Spread the love

ପ୍ରତି ମହିଳାଙ୍କର ଶାରୀରିକ ଲକ୍ଷଣ ବିଭିନ୍ନ ପ୍ରକାରର ହୋଇଥାଏ; ତାଙ୍କର ଗୁଣ ମଧ୍ୟ ଶାରୀରିକ ଲକ୍ଷଣ ଭଳି ଭିନ୍ନ ଭିନ୍ନ ହୋଇଥାଏ । ସବୁ ପୁଅମାନେ ଚାହିଁଥାନ୍ତି ଯେ, ଯାହା ସହିତ ସେମାନଙ୍କର ବିବାହ ହେବ ସେ ମହିଳା ଭାଗ୍ୟଶାଳୀ ଓ କୁଳର ନାମ ଉଚ୍ଚ କରିବା ହେଉ । କିନ୍ତୁ କୌଣସି ଝିଅକୁ ଦେଖି ଏହା ଅନୁମାନ କରି ହେବନାହିଁ । କାହିଁକି ନା ସୁନ୍ଦର ଦେଖାଯାଉ ଥିବା ସବୁ ଝିଅ ବେଳେବେଳେ ଖରାପ ବାହାରିଥାନ୍ତି ଓ ସାଧାରଣ ଦେଖାଯାଉ ଥିବା ସ୍ତ୍ରୀ ସଂସ୍କାରୀ ସାବସ୍ତ୍ୟ ହୋଇଯାଆନ୍ତି । କିନ୍ତୁ ଆପଣ ଝିଅମାନଙ୍କର କିଛି ଶାରୀରିକ ଲକ୍ଷଣକୁ ଚିହ୍ନି ତାଙ୍କର ଭାଗ୍ୟଶାଳୀ ହେବାର ଠିକଣା ଆରାମରେ ଜାଣିପାରିବେ ପାରିବେ । ଚାଲନ୍ତୁ ଆମେ ଆପଣଙ୍କୁ ଆଜି ଝିଅମାନଙ୍କର କିଛି ଶାରୀରିକ ଚିହ୍ନ କହିବୁ, ଯାହା ଦ୍ୱାରା ଆପଣ ସହଜରେ ଅନୁମାନ ଲଗେଇ ପାରିବେ ଯେ ସେ ଆପଣଙ୍କର ଓ ଆପଣଙ୍କର ପରିବାର ଲୋକଙ୍କ ପାଇଁ କେତେ ଭାଗ୍ୟଶାଳୀ ଅଟନ୍ତି !

1) ବଡ଼ ଆଖି ସମ୍ପର୍ଣ୍ଣ ଝିଅ:-

କୁହାଯାଏ ଯେ, ଯେଉଁ ଝିଅମାନଙ୍କର ଆଖି ବଡ ବଡ ହରିଣ ଭଳିଆ ସଫା ହୋଇଥାଏ, ସେହି ମହିଳାଙ୍କ ସ୍ୱଭାବରେ ବହୁତ ଚଞ୍ଚଳ ହୋଇଥାଏ । ସେ ନିଜର ଆଖପାଖରେ ସର୍ବଦା ଖୁସି ଭରା ବାତାବରଣ ରଖିଥାନ୍ତି ଓ ନିଜ ସ୍ଵାମୀ ଓ ପରିବାରକୁ ସର୍ବଦା ସୁଖରେ ରଖିବା ପାଇଁ ଅହରହ ଚେଷ୍ଟା କରିଥାନ୍ତି ।

2) ଲାଲ୍ ଜିଭ ସମ୍ପର୍ଣ୍ଣ ଝିଅ :-

ଯେଉଁ ଝିଅମାନଙ୍କର ଜିଭ ଲାଲ୍ ଓ କୋମଳ ହୋଇଥାଏ, ସେଇଭଳି ମହିଳାଙ୍କୁ ତାଙ୍କ ଜୀବନରେ ସମସ୍ତ ପ୍ରକାର ସୁଖର ପ୍ରାପ୍ତି ହୋଇଥାଏ । ତାଙ୍କର ଭାଗ୍ୟ କେବଳ ସୁଖର ସୀମିତ ହୋଇ ରହିନଥାଏ ବରଂ ତାଙ୍କ କାରଣରୁ ତାଙ୍କ ପରିବାର ଲୋକ ମଧ୍ୟ ସମସ୍ତ ପ୍ରକାର ସୁଖର ଭରପୁର ଆନନ୍ଦ ଉଠେଇଥାନ୍ତି ।

3) ନାକ ଉପରେ କଳାଜାଇ ଭାଗ୍ୟର ପ୍ରତୀକ :-

ବହୁତ କମ୍ ଝିଅ ଏମିତି ଅଛନ୍ତି ଯେଉଁମାନଙ୍କର ନାକର ଆଗ ଭାଗ ସ୍ଥାନରେ କଳାଜାଇ ଥାଏ, ସେହି ଝିଅମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି । ଯେଉଁ ଝିଅ ଓ ମହିଳାମାନଙ୍କର ନାକର ଆଗ ଭାଗରେ କଳାଜାଇ ରହିଛି, ସେମାନେ ସବୁ ସୁଖକୁ ପ୍ରାପ୍ତ କରିପାରନ୍ତି । ଏହି କଳାଜାଇର ଚିହ୍ନ ଧନ ସମ୍ପନ୍ନ ଜୀବନର ଚିହ୍ନ ବୋଲି ମାନ୍ୟତା ରହିଛି ।

4) ପାଦ ତଳେ ଚକ୍ର କିମ୍ବା ଶଙ୍ଖ :-

ପ୍ରାୟ ସମସ୍ତ ଝିଅଙ୍କ ପାଦ ତଳ ଭାବରେ ସାଧାରଣତ କୋମଳ ହୋଇଥାଏ, କିନ୍ତୁ କିଛି ଝିଅଙ୍କର ପାଦ ତଳେ ପଦ୍ମ, ଚକ୍ର ଓ ଶଙ୍ଖର ଚିହ୍ନ ରହିଥାଏ । ସେହିଭଳି ଝିଅଙ୍କୁ ବହୁତ ଭାଗ୍ୟଶାଳୀର ମାନ୍ୟତା ମିଳିଥାଏ । ଏହିଭଳି ପାଦ ତଳ ଚିହ୍ନ ଥିବା ମହିଳା ଓ ତାଙ୍କର ସ୍ୱାମୀ ଉଚ୍ଚ ଅଧିକାରୀ ସମ୍ପର୍ଣ୍ଣ ବ୍ୟକ୍ତି ହୋଇଥାନ୍ତି କିମ୍ବା ବଡ଼ ବ୍ୟବସାୟୀ କିମ୍ବା ବଡ଼ ରାଜନେତା ହୋଇଥାନ୍ତି ।

5) ସମତଳ ପାଦ :-

କୁହାଯାଏ ଯେ, ଯେଉଁ ଝିଅ ବା ମହିଳାମାନଙ୍କର ପାଦ ତଳ ସମତଳ ହୋଇଥାଏ, ସେହି ଭଳି ଝିଅ ବା ମହିଳାମାନେ ବହୁତ ଭାଗ୍ୟଶାଳୀ ସାବସ୍ତ୍ୟ ହୋଇଥାନ୍ତି । ଏହା ଛଡା ପାଦ ତଳ ସମତଳ ଥିବା ଝିଅ ବା ମହିଳାମାନଙ୍କର ନିର୍ମଲ ହୃଦୟ, ଖୋଲା ବିଚାରଧାରା, ସମ୍ପର୍ଣ୍ଣ ହୋଇଥାନ୍ତି । ଯାହା ଜୀବନରେ ଯାହା ଭାବନ୍ତି, ତାହା କାର୍ଯ୍ୟରେ କରି ଦେଖନ୍ତି ।

6) ତ୍ରିକୋଣ ଚିହ୍ନ :-

ଯେଉଁ ମହିଳା ମାନଙ୍କର ଗୋଇଠି ସର୍ପକାର ଆଉ ପାଦ ତଳେ ତ୍ରିକୋଣର ଚିହ୍ନ ରହିଥାଏ, ଏମିତି ମହିଳା ବି ବହୁତ ଭାଗ୍ୟବାନ ହୋଇ ଥାନ୍ତି । ତ୍ରିକୋଣର ଚିହ୍ନ ଚତୁରତାର ସୂଚକ ହୋଇ ଥାଏ ଝିଏ କି ନିଜର ବୁଦ୍ଧି ଆଉ ବୁଝିବାଶକ୍ତି ଦ୍ୱାରା ନିଜର ଘର ପରିବାରକୁ ଖୁସିରେ ରଖି ଥାଏ ।

7) ଆଙ୍ଗୁଳି ବି ଉଠା ହୋଇଥାଏ:-

ବିଶ୍ବାସ ରହିଛି ଯେ, ଯେଉଁ ମହିଳାମାନଙ୍କର ପାଦର ଆଙ୍ଗୁଠି ସାମାନ୍ୟ ଉଠାଳିଆ, ଗୋଲ ହୋଇଥାଏ, ସେହିପରି ଝିଅମାନେ ପରିବାର ପାଇଁ ଭାଗ୍ୟଶାଳୀ ସାବସ୍ତ୍ୟ ହୋଇଥାଏ । କହିବାକୁ ଗଲେ ମହିଳାମାନେ ସବୁବେଳେ ସ୍ୱାମୀ ଓ ପରିବାର ପ୍ରତି ସମର୍ପିତ ହୋଇଥାନ୍ତି ।

8) ଗୋଲାକାର ଗୋଇଠି:-

ଯେଉଁ ମହିଳାମାନଙ୍କର ପାଦର ଗୋଇଠି ଗୋଲାକାର ଓ କୋମଳ ହୋଇଥାଏ, ସେମାନେ ସାରା ଜୀବନ ସୁଖ ସୁବିଧା ଭୋଗିଥାନ୍ତି । ତାଙ୍କର ଏହି ଗୁଣ କାରଣରୁ ପରିବାରକୁ ବି ଲାଭ ହୋଇଥାଏ । କାହିଁକି ନା ତାଙ୍କ ପରିବାର ମଧ୍ୟ ଖୁସିରେ ରହିଥାନ୍ତି ।

9) ନାଭି ଗଭୀର :-

ଯେଉଁ ମହିଳାମାନଙ୍କର ନାଭି ଗଭୀର ଓ ବଡ଼ ହୋଇଥାଏ, ସେହିପରି ମହିଳାମାନେ ପରିବାର ପାଇଁ ଭାଗ୍ୟବାନ ହୋଇଥାନ୍ତି । ସମୁଦ୍ରଶାସ୍ତ୍ର ଅନୁସାରେ ଯେଉଁ ସ୍ତ୍ରୀର ନାଭି ବଡ଼, ଗଭୀର ଓ ଡାହାଣ ଆଡକୁ ମୋଡି ରହିଥାଏ, ସେହିପରି ମହିଳାମାନେ ଅତ୍ୟନ୍ତ ଧନଶାଳି, ସୁଖ ଓ ସନ୍ତାନ ସମ୍ପନ୍ନ ହୋଇଥାନ୍ତି ।

10) ଲମ୍ବା ବାହୁ :-

ଯେଉଁ ମହିଳାମାନଙ୍କର ଭୁଜା ମାନେ ବାହୁ ଲମ୍ବା, ସିଧା ହୋଇଥାଏ, ତାହା ତାଙ୍କ ପାଇଁ ବହୁତ ଶୁଭ ବୋଲି ମାନ୍ୟତା ରହିଛି । ଏମିତି ମହିଳାମାନଙ୍କୁ ତାଙ୍କ ସ୍ୱାମୀର ପ୍ରେମ ଭରପୁର ମିଳିଥାଏ । ମୋଟା ବାହୁ ସମ୍ପର୍ଣ୍ଣ ମହିଳାମାନେ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।