ସୁନ୍ଦରତାର ଉଦାହରଣ ଅଟନ୍ତି ସିଂଧୁଙ୍କ ଝିଅ ରାବିୟା । ବଲିଉଡରେ ଏଣ୍ଟ୍ରି କଲେ ଭଲ ଭଲ ଅଭିନେତ୍ରୀଙ୍କ ହୋସ ଉଡ଼ିଯିବ ।

Spread the love

ପଞ୍ଜାଵ ସରକାରରେ ମନ୍ତ୍ରୀ ଏବଂ କଂଗ୍ରେସ ଲିଡ଼ର ନବଜୋତ ସିଂହ ସିଧୁ ନିଜର ବିବାଦୀୟ ମନ୍ତବ୍ୟ ନିମନ୍ତେ ଚର୍ଚ୍ଚାରେ ରୁହନ୍ତି । ନିଜର ବଳିଷ୍ଠ ସ୍ୱର ପାଇଁ ଜଣାଶୁଣା ସିଧୁ ରାଜନୀତିରେ ଆସିବା ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଜଣେ ପ୍ରସିଦ୍ଧ କ୍ରିକେଟର ଥିଲେ । ରାଜନୀତି ଅପେକ୍ଷା ସେ କମେଡି ଶୋ’ “ଦ କପିଲ ଶର୍ମା”ରେ ଜର୍ଜ ରୂପେ କାର୍ଯ୍ୟ କରନ୍ତି । ନିକଟରେ ନିଜର ବିବାଦୀୟ ମନ୍ତବ୍ୟ କାରଣରୁ ସିଧୁ କପିଲ ଶର୍ମା ଶୋ’ରୁ ବିତାଡିତ ହୋଇଥିଲେ । ଏହାପରେ ଏହି ଶୋ’ରେ ଅର୍ଚ୍ଚନା ପୂରଣ ସିଂହ ଜର୍ଜ ରୂପେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ଖବର ମିଳିଛି ଏହି ଶୋ’ରେ ସିଧୁ ପୁଣି ଥରେ ଏଣ୍ଟ୍ରି କରିବେ ।

ବହୁତ ସୁନ୍ଦର ଅଟନ୍ତି ନବଜୋତ ସିଂହଙ୍କ ଝିଅ :

କିଛି ସମୟ ପୂର୍ବରୁ ଶୋ’ରେ ସିଧୁଙ୍କ ପରିବାର ଆସିଥିଲେ । ଶୋ’ରେ ସିଧୁଙ୍କ ପତ୍ନୀ, ନବଜୋତ ସିଂହ ସିଧୁ ଏବଂ ଝିଅ ରାବିୟା ମଧ୍ୟ ଆସିଥିଲେ । ପ୍ରଥମ ଥର କୌଣସି ଶୋ’ରେ ସୁଧୁଙ୍କ ଝିଅ ନଜରକୁ ଆସିଥିଲେ ଏବଂ ଲୋକେ ଯେତେବେଳେ ରାବିୟାଙ୍କୁ ଦେଖିଥିଲେ, ଲୋକେ ତାଙ୍କର ସୁନ୍ଦରତାର ପ୍ରଶଂସା ନକରି ରହି ପାରିଲେ ନାହିଁ ।ନବଜୋତ ସିଂହ ସିଧୁଙ୍କ ଦୁଇଜଣ ଛୁଆ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ତାଙ୍କର ଝିଅ ରାବିୟା ଆଜିକାଲି ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା ସାଉଁଟୁଛନ୍ତି । ରାବିୟାଙ୍କ ସୁନ୍ଦରତାର ଚିତ୍ର ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ରାବିୟା ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ଅଟନ୍ତି ।

ପାର୍ଟି କରିବା ପାଇଁ ଖୁବ୍ ପସନ୍ଦ କରନ୍ତି ରାବିୟା :

ରାବିୟା ପଟିଆଲାର ୟାଦବୀନ୍ଦ୍ର ପବ୍ଲିକ ସ୍କୁଲରେ ପଢୁଥିଲେ । ଏହାପରେ ୨୦୧୩ ମସିହାରେ ସିଂଘାପୁରର “ଲସଲ୍ଲେ କଲେଜ ଅଫ୍ ଦ ଆର୍ଟସ”ରେ ଫ୍ୟାସନ ଡିଯାଇନର କୋର୍ସ କରିବା ପାଇଁ ଚାଲି ଯାଇଥିଲେ । ରାବିୟାଙ୍କୁ ପାର୍ଟି କରିବା ବହୁତ ପସନ୍ଦ ଲାଗେ ଏବଂ ଫ୍ୟାସନ କରିବା ରାବିୟାଙ୍କୁ ଖୁବ୍ ପସନ୍ଦ ଅଟେ । ରାବିୟାଙ୍କ ସୁନ୍ଦରତା କୌଣସି ଅଭିନେତ୍ରୀଙ୍କ ଠାରୁ କମ ନୁହେଁ । ବଲିଉଡରେ ଏଣ୍ଟ୍ରି କଲେ ଭଲ ଭଲ ଅଭିନେତ୍ରୀଙ୍କ ହୋସ ଉଡ଼ିଯିବ । ଖବର ଅନୁସାରେ ଫିଲ୍ମରେ ଅଭିନୟ କରିବା ପାଇଁ ରାବିୟାଙ୍କୁ ସୁଯୋଗ ମିଳିଛି କିନ୍ତୁ ଫିଲ୍ମରେ କାମ କରିବା ପାଇଁ ରାବିୟାଙ୍କ କୌଣସି ଇଛା ନାହିଁ । ଆଜିର ଏହି ଲେଖାରେ ଆମେ ଆପଣଙ୍କ ପାଇଁ ରାବିୟାଙ୍କ କିଛି ଫୋଟ ଦେଖାଇବୁ, ଯାହାକୁ ଦେଖିବା ପରେ ଆପଣ ମଧ୍ୟ ରାବିୟାଙ୍କ ସୁନ୍ଦରତାର ପ୍ରଶଂସା ନ କରି ରହିପାରିବେ ନାହିଁ । ଦେଖନ୍ତୁ ଏହି ଫୋଟ ଗୁଡିକ ।