ଏହି ଅଭିନେତ୍ରୀ ଙ୍କ ସହିତ ଡେଟ କରୁଛନ୍ତି ଶୁଭମାନ୍ ଗିଲ ଅଭିନେତ୍ରୀ ଙ୍କ ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

Shubhman Gill

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରେମରେ ଉବୁଟୁବୁ ଶୁଭମାନ୍ ଗିଲ ସାରା ଅଲି ଖାନ୍ କୁ କରୁଛନ୍ତି ଡେଟ୍ । ଡିନର ବେଳର ଫଟୋ ହେଉଛି ଭାଇରାଲ୍ । ବଲିଉଡ ଓ କ୍ରିକେଟର ପ୍ରେମ ଇତିହାସ ବହୁତ ପୂରୁଣା । ଏହି କ୍ରମରେ ଯୋଡି ହେବାକୁ ଯାଉଛନ୍ତି ଆଉ ଏକ ଯୋଡି । ଏକଥା ଆମେ ନୁହଁ ବରଂ ସୋସିଆଲ ମିଡିଆ କହୁଛି ।

ତେବେ ଲଭ୍ ଷ୍ଟୋରୀ କୁ ନେଇ ଏବେ ଚର୍ଚ୍ଚା ରେ କ୍ରିକେଟର ହେଉଛନ୍ତି ଶୁଭମାନ୍ ଗିଲ । ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି କି ସେ ସାରା ଅଲି ଖାନ୍ କୁ ଡେଟ୍ କରୁଛନ୍ତି । ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ସାରା ଅଲି ଖାନ୍ ଓ ଶୁଭମାନ୍ ଗିଲଙ୍କ ଫଟୋ । ଜଣେ ପ୍ରସଂଶକ ଦୁଇ ଜଣକୁ ଏକ ରେସଣ୍ଟୁରାଣ୍ଟ ରେ ବସିବାର ଦେଖିଥିଲେ । ଏପରିକି ଟିକଟକରେ ଏହି ଭିଡିଓ ସେୟାର କରିଥିଲେ ।

shubman Gill

ଭିଡିଓ ରେ ସାରା ଏବଂ ଶୁଭମାନ୍ ରାତ୍ରି ଭୋଜନ କରିଥିବାର ଦେଖିବାକୁ ମିଳିଥିଲା । ଏହି ଭିଡିଓ ଦେଖିବାପରେ ଭାଇରାଲ ହେବାକୁ ଆରମ୍ଭ ହୋଇଥିଲା । ଏବେ ସେମାନଙ୍କ ଡେଟ୍ ଯିବାର ଖବର ଚର୍ଚ୍ଚାର ବିଷୟ ପାଲଟିଛି । ଭାଇରାଲ ଭିଡିଓର ସମୟ ମଧ୍ୟ ଖୁବ୍ ସ୍ୱତନ୍ତ୍ର । କାରଣ ପୂର୍ବରୁ ଶୁଭମାନ୍ ଗିଲ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କ ସହ ଡେଟ୍ କରୁଥିଲେ । କିନ୍ତୁ ଲାଗୁଛି ଯେ ନିକଟରେ ଉଭୟଙ୍କର ବ୍ରେକପ୍ ହୋଇଛି ।

ଇନଷ୍ଟାଗ୍ରାମ ରେ ସାରା ଏବଂ ଶୁଭମାନ୍ ପରସ୍ପରକୁ ଅନଫଲୋ କରିଛନ୍ତି । ଏହି ସବୁ ଆଲୋଚନା ମଧ୍ୟରେ ସାରା ଅଲି ଖାନଙ୍କ ସହ ଲଭ୍ ଇଣ୍ଡଷ୍ଟ୍ରିରେ ଏକ ହଟ୍ ପ୍ରସଙ୍ଗ ହୋଇଛି । ଯଦିଓ ଡେଟିଂ ଖବରକୁ ସାରା ଓ ଶୁଭମାନ୍ ଙ୍କ ପକ୍ଷରୁ କିଛି ସ୍ପଷ୍ଠ ହୋଇନି । କିନ୍ତୁ ଚର୍ଚ୍ଚା ଲାଗି ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ