ଶ୍ରୁତି ହସନ ଖୋଲିଲେ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁ ରହସ୍ୟ ! କହିଲେ ଅଭିନେତ୍ରୀଙ୍କ ସହିତ ହୁଏ ଏମିତି ବ୍ୟବହାର ।

Spread the love

ଆଜି ଯଦି ସାଧାରଣ ଲୋକଙ୍କୁ କୁହାଯାଏ ଯେ ଆପଣଙ୍କ ଝିଅ କଣ ହେବ ? ତା’ହେଲେ ଲୋକ କହିଥାନ୍ତି ଯେ ଡାକ୍ତର, ଇଂଜିନିୟର ଇତ୍ୟାଦି… ମାତ୍ର ଏକଟ୍ରେସ ହେବ ବୋଲି କେବେ କହିନଥାନ୍ତି । ଲୋକେ ସେମାନଙ୍କ ଝିଅଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନ ଛାଡିବାର କାରଣ ଏହି କି ଯେ, ଫିଲ୍ମରେ କାମ କରୁଥିବା ଅଭିନେତ୍ରୀର ଯଦି ଟ୍ୟାଲେଣ୍ଟ ନ ଥାଏ, ତା’ହେଲେ ତାକୁ ଅନୈତିକ ଏବଂ ଖରାପ ବ୍ୟବହାରର ଶିକାର ହେବାକୁ ପଡ଼ିଥାଏ । ଏହି ବିଷୟରେ ହିଁ ବଲିଉଡ ଏବଂ ସାଉଥର ଅଭିନେତ୍ରୀ ଶ୍ରୁତି ହସନ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁ ରହସ୍ୟ ଖୋଲିଥିଲେ । ସେ ନିଜେ କହିଥିଲେ ଯେ, ଫିଲ୍ମ ଇଣ୍ଡଷ୍ଟ୍ରିରେ କଣ କଣ ହୋଇଥାଏ ।

ଶ୍ରୁତି ହସନ ଖୋଲିଲେ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁ ରହସ୍ୟ :-

ବଲିଉଡ ଅଭିନେତ୍ରୀ ଶ୍ରୁତି ହସନ ବହୁତ ସମୟ ହେବ ବଲିଉଡରେ କାମ କରିନାହାନ୍ତି । ଯେହେତୁ ଏବେ ଶ୍ରୁତି ହସନ ଖାଲି ବଲିଉଡରୁ ନୁହେଁ ସାଉଥ ଫିଲ୍ମରୁ ମଧ୍ୟ ବ୍ରେକରେ ଅଛନ୍ତି । ଶ୍ରୁତି ହସନ ଏନଜିଓ ଆର୍.ପି.ଜି.କୁ ସମର୍ଥନ କରିଥିଲେ ଏବଂ ସେହି ଠାରେ ହିଁ ସେ ନିଉଜ-୧୮ ଚ୍ୟାନେଲରେ କଥା ହୋଇଥିଲେ । ସେ ତାଙ୍କର ବ୍ୟକ୍ତିଗତ ଲାଇଫ ପାଇଁ ଏକ ବର୍ଷର ବିରତି ନେଇଛନ୍ତି । ଏଥିମଧ୍ୟରେ ସେ ତାଙ୍କର ଅନ୍ତର୍ଜାତୀୟ ସଙ୍ଗୀତ ଆଲବମ ପାଇଁ କାମ କରୁଥିଲେ ଏବଂ ଏହା ସହିତ ସେ ଖୁବ୍ ଶୀଘ୍ର ଅନ୍ତର୍ଜାତୀୟ ଟିଭି ଚ୍ୟାନେଲରେ ମଧ୍ୟ ନଜର ଆସିବେ । ନିଉଜ-୧୯ ଚ୍ୟାନେଲରେ କଥା ହେଉଥିବା ସମୟରେ ଶ୍ରୁତି ହସନ ଅନେକ କଥା କହିଥିଲେ ଏବଂ ଆହୁରି ମଧ୍ୟ ହିନ୍ଦୀ ଫିଲ୍ମର ସମ୍ବନ୍ଧିତ ପ୍ରଶ୍ନରେ କହିଥିଲେ ଯେ, ସେ ଏବେ ପର୍ଯ୍ୟନ୍ତ କୌଣସି ଫିଲ୍ମ ପାଇଁ ସାଇନ କରିନାହାନ୍ତି । ଶ୍ରୁତି ହସନ କହିଥିଲେ ଯେ, “ମୁଁ ବିରତି ନେଇଛି ସତ ମାତ୍ର ଚାହିଁଲେ ବହୁତ ଶୀଘ୍ର ପୁଣି ଠାରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଫେରି ଯାଇପାରିବି । ମହିଳା ଅଭିନେତ୍ରୀ ମାନଙ୍କୁ ପୁରୁଷ ଅଭିନେତା ମାନଙ୍କ ଭଳି ସମାନ ଫି (Fees) ପ୍ରଶ୍ନରେ, ଶ୍ରୁତି ହସନ ଉତ୍ତର ଦେଇଥିଲେ ଯେ ତାଙ୍କ ସହିତ ବି ଏମିତି ହୋଇଥିଲା ଯେତେବେଳେ ଅଭିନେତା ମାନଙ୍କ ତୁଳନାରେ ତାଙ୍କୁ ଫିସ୍ (Fees) କମ୍ ମିଳିଥିଲା, ସେତେବେଳେ ସେ ଏହାର ବିରୋଧ କରିଥିଲେ ।

ଶ୍ରୁତି କହିଥିଲେ ଯେ, “ବହୁତ ପରିବର୍ତ୍ତନ ହେଉଛି ମାତ୍ର ଏମିତି ନୁହେଁ ଯେ ବଲିଉଡରେ ହିଁ ମହିଳା ଆଭିନେତ୍ରୀଙ୍କୁ କମ୍ ଫିସ ମିଳିଥାଏ” ।ଏମିତି ସାଉଥ ଇଣ୍ଡଷ୍ଟ୍ରିରେ ଅଧିକ ହୋଇଥାଏ, ସେଠାରେ ମଧ୍ୟ ଅଭିନେତ୍ରୀ ମାନଙ୍କୁ ଫିସ୍ ଅଭିନେତା ମାନଙ୍କ ତୁଳନାରେ କମ୍ ମିଳିଥାଏ ।ଏବେ ଏହି ଅସୁବିଧା ସୁଧାରିବାର ସମୟ, ମାତ୍ର ଆସୁଥିବା ସମୟରେ ଅଭିନେତ୍ରୀ ମାନଙ୍କୁ ମଧ୍ୟ ଅଭିନେତା ମାନଙ୍କ ଭଳି ସମ୍ମାନ ମିଳିପାରିବ । ମହିଳା ମାନଙ୍କର ରକ୍ଷଣ ପାଇଁ Metto ଅଭିଯାନର ପ୍ରଶ୍ନରେ ଶ୍ରୁତି କହିଥିଲେ ପରିବର୍ତ୍ତନ ତ ଆସିଛି ଏହା ସହିତ metto ବହୁତ ଭଲ ପାଇଁ ହୋଇଛି ଏବଂ ପରିବର୍ତ୍ତନ କେବେ ଝଡ଼ ଗତିରେ ଆସିନଥାଏ ମାତ୍ର ଏହି ଅଭିଯାନ ବହୁତ ଭଲ ଥିଲା । metto ଅଭିଯାନ ଦ୍ୱାରା ସାଉଥ ଇଣ୍ଡଷ୍ଟ୍ରିରେ ମଧ୍ୟ କିଛି ଘଟଣା ନଜରକୁ ଆସିଥିଲା ଏବଂ ଏଠାରେ ମଧ୍ୟ ଅଭିନେତ୍ରୀ ମାନଙ୍କୁ କାଷ୍ଟିଙ୍ଗ କାଉଚ୍ ର ଶିକାର ହେବାକୁ ପଡ଼ିଥାଏ ।

ଶ୍ରୁତିଙ୍କ ଏହି ଇଣ୍ଟରଭ୍ୟୁ ପରେ ଲାଗୁଛି ଲାଗୁଛି ମଧ୍ୟ ଆଜି ମଧ୍ୟ ଆମ ଦେଶରେ ମହିଳାମାନଙ୍କୁ ପୁରୁଷଙ୍କ ତୁଳନାରେ କମ ଫି (Fees) ଦିଆଯାଉଛି । ଶ୍ରୁତି ଏହି ମନ୍ତବ୍ୟରେ ଆପଣଙ୍କ କଣ କହିବେ, ନିଜ ମତାମତ Commnet Boxରେ ପ୍ରଦାନ କରନ୍ତୁ !