ଅଭିନୟ ପ୍ରତି ବହୁତ ଆଗ୍ରହ ରଖିଥିଲା ଶ୍ରଦ୍ଧାଞ୍ଜଳି ,ସୁଯୋଗ ଦେଇଥାନ୍ତା ଅର୍ଚ୍ଚନା

Shradhanjali

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଶ୍ରଦ୍ଧାଞ୍ଜଳି ଙ୍କ ପରି ଅନ୍ୟ ବହୁତ ଯୁବତୀ ମାନଙ୍କୁ ପାଳୁଥିଲା ସୁନ୍ଦରୀ ଅର୍ଚ୍ଚନା । ଯେଉଁ ଯେଉଁ କାମ କୁ ଅର୍ଚ୍ଚନା କରି ପାରୁନଥିଲା ତାହାକୁ ଶ୍ରଦ୍ଧାଞ୍ଜଳି ଦ୍ୱାରା କରାଉଥିଲା । ଏବଂ ତାଙ୍କର ଗୋଟିଏ କାମ ଥିଲା କେମିତି ବଡ ବଡିଆ ଙ୍କ ଠାରୁ ଟଙ୍କା ଆଣିବା । ଆଉ ଏପଟେ ଶ୍ରଦ୍ଧାଞ୍ଜଳି ର ଲକ୍ଷ ଥିଲା କେମିତି ସିନେମା ର ହିରୋଇନ ହେବା । ସେହିଥି ପାଇଁ ଶ୍ରଦ୍ଧାଞ୍ଜଳି ଏବଂ ଅର୍ଚ୍ଚନା ମଧ୍ୟରେ ଗୋଟେ ବଡ ଡିଲ ହୋଇଥିଲା ।

ଅର୍ଚ୍ଚନା ର କହିବା କଥା ଅନୁସାରେ ଶ୍ରଦ୍ଧାଞ୍ଜଳି ର ପେଟ କେବେବି ଓପସା ରହିବ ନାହିଁ । ଏବଂ ଶ୍ରଦ୍ଧାଞ୍ଜଳି ବି ହିରୋଇନ ହେବ ହେଲେ ମୋ ପକେଟ ମାଲା ମାଲ ହେବା ପରେ ମୁଁ ତିନି କୋଟି ପାଇ ସାରିବା ପରେ ଜାଇ ଶ୍ରଦ୍ଧାଞ୍ଜଳି ହିରୋଇନ ହେବ । ହଁ ବନ୍ଧୁଗଣ ଶ୍ରଦ୍ଧାଞ୍ଜଳି ଜଳେଇଥିବା ହାଇ ପ୍ରଫାଇଲ ରାକେର୍ଟ ର ରାଣୀ ଥିଲା ଶ୍ରଦ୍ଧାଞ୍ଜଳି । ତେବେ ଅର୍ଚ୍ଚନା ବ୍ଲାକମେଲ ର ଜାଲ ବିଛାଉଥିବା ବେଳେ ଶ୍ରଦ୍ଧାଞ୍ଜଳି ଙ୍କ ସହିତ ଶ୍ରୀ ପରିଜା ଙ୍କ ସଂମ୍ପର୍କ କୁ ନେଇ ସେ ବ୍ଲାକମେଲ ମଧ୍ୟ କରିଥିଲେ ।

archan

ଏମିତି ଓକିଲୋ ର ପରିଚୟ ଦେଇ ପରିଜା ଙ୍କୁ 3 କୋଟି ଟଙ୍କା ଦେବାକୁ ଦାବି କରିଥିଲା ଶ୍ରଦ୍ଧାଞ୍ଜଳି । ନହେଲେ ମୋ ମୋହକିଲ ଏବଂ ଉକ୍ତ ଯୁବତୀ ତୁମ ନାମରେ ଥାନାରେ ଅଭିଯୋଗ କରିବେ ବୋଲି ଧମକ ମଧ୍ୟ ଦେଇଥିଲା ସୁନ୍ଦରୀ ଅର୍ଚ୍ଚନା । ଏବଂ ଜାହାକୁ ନେଇ ଗତ ସେପ୍ଟେମ୍ବର 29 ତାରିଖରେ ନାୟାପଲ୍ଲୀ ଥାନାରେ ଅଭିଯୋଗ ଦେଇଥିଲେ ।

ଅର୍ଚ୍ଚନା ଏବଂ ଶ୍ରଦ୍ଧାଞ୍ଜଳି ଙ୍କ ନାମ ବି ସେ ଅଭିଯୋଗ ରେ ଉଲ୍ଲେଖ କରିଥିଲେ । ଏବଂ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଶ୍ରଦ୍ଧାଞ୍ଜଳି ଅକ୍ଟୋବର 2 ତାରିଖ ଦିନ ଅର୍ଚ୍ଚନା , ଜଗବନ୍ଧୁ ଏବଂ ଖଗେଶ୍ୱର ନାମରେ ଅଭିଯୋଗ କରିଥିଲା । ଏବଂ ତାଙ୍କର ଅଭିଯୋଗ କୁ ଆଧାର କରି ସେହି ମାସ 6 ତାରିଖ ରାତିରେ ଖଣ୍ଡଗିରି ପୋଲିସ ଅର୍ଚ୍ଚନା ଙ୍କୁ ଗିରୋଫ କରିଥିଲା ।

sardha

15 ଦିନ ପରେ ଜଗବନ୍ଧୁ ଙ୍କୁ ଗିରୋଫ କରିବା ବେଳେ ମାଷ୍ଟରମାଇଣ୍ଡ ଖଗେଶ୍ୱର ଙ୍କୁ ଛାଡି ଦେଇଥିଲା । ଆଉ ଏବେ ଯେତେ ବେଳେ ଖଗାକୁ ଧରି ଇଡି ତଦନ୍ତ କରୁଛି ପଦାକୁ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବଂ ବର୍ତମାନ ଜାହା ସାମ୍ନାକୁ ଆସୁଛି କୁଆଡେ ଶ୍ରଦ୍ଧାଞ୍ଜଳି ର ହିରୋଇନ ହେବାକୁ ବହୁତ ଇଚ୍ଛା ଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ