EDରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି, ଏବେ ଖୋଲିବେ ସବୁ ବଡ଼ ବଡ ହସ୍ତୀଙ୍କର ରହସ୍ୟ, କିଏ କେତେ ଖାଇଛି…

shradhanjali

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଇଡି ଅଫିସ ରେ ହାଜର ହେଲେ ବ୍ଲାକମେଲର ଶ୍ରଦ୍ଧାଞ୍ଜଳି । ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା ରେ ଇଡି ରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି । ଆଉ ଆଜି ପୁଣି ଇଡି ରେ ହାଜର ହୋଇ ପାରନ୍ତି ବ୍ଲାକମେଲର ଅକ୍ଷୟ ପରିଜା । ଗତ କାଲି ଅକ୍ଷୟ ପରିଜା ଙ୍କୁ 9 ଘଣ୍ଟା ଧରି ଜେରା କରିଥିଲା ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତେବେ ସେ ଇଡି ଅଫିସ ରୁ ବାହାରିଲା ବେଳେ ଅକ୍ଷୟ କହିଥିଲେ ଯେ ତାଙ୍କର ନ୍ୟାୟ ପାଳିକା ଉପରେ ସଂମ୍ପର୍ଣ୍ଣ ବିଶ୍ୱାସ ରହିଛି ତେବେ ଆଇନ ତା ବାଟରେ ଯିବ ଏବଂ ଦୋଷୀ ନିଶ୍ଚିତ ଭାବେ ଦଣ୍ଡ ପାଇବ ବୋଲି ସେ ସୂଚନା ପ୍ରଦାନ କରିଥିଲେ ।

sardhajali

ଏହା ସହିତ ବନ୍ଧୁଗଣ ଉଭୟ ଅକ୍ଷୟ ପରିଜା ଏବଂ ଶ୍ରଦ୍ଧାଞୀଳି ଙ୍କୁ ଏକା ସାଙ୍ଗରେ ମୁହାଁ ମୁହିଁ ଜେରା କରି ପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ଅକ୍ଷୟ ପରିଜାଙ୍କ ପାଖକୁ ଶ୍ରଦ୍ଧାଞ୍ଜଳି ଙ୍କୁ ଅର୍ଚ୍ଚନା ପଠାଇଥିଲେ ଏବଂ ତାଙ୍କ ସହିତ ବନ୍ଧୁତା ସ୍ଥାପନ କରି ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଓ ଭିଡିଓ ଉଠାଇବାକୁ ବି କହିଥିଲେ । ଆଉ ଯାହା କରିଥିଲେ ଶ୍ରଦ୍ଧାଞ୍ଜଳି ।

ପରେ ଅର୍ଚନା ଅକ୍ଷୟ ପରିଜାଙ୍କୁ ଓକିଲ କହି ବାରମ୍ବାର ବ୍ଳାକମେଲ୍ କରିବା ସହିତ ଧମକ ଚମକ ବି ଦେଇଥିଲେ । ଆଉ ତିନିକୋଟି ଟଙ୍କା ମଧ୍ୟ ମାଗିଥିଲେ । ଏନେଇ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ଅକ୍ଷୟ ପରିଜା । ଏବେ ମୁହାଁ ମୁହିଁ ଜେରାରେ ଅନେକ ଗୁମର ଫିଟିପାରିବ ବୋଲି କହୁଛି‌ ।

ଅନ୍ୟପଟେ ଶ୍ରଦ୍ଧାଞ୍ଜଳି ହେଉଛନ୍ତି ସେହି ଯୁବତୀ ଯାହାର ଅଭିଯୋଗ ଆଧାରରେ ଅର୍ଚ୍ଚାନାକୁ ବାନ୍ଧିଥିଲା ପୋଲିସ । ହେଲେ ଏଫେୟାର ଦେବାପରେ ସେ ଆଉ ସ୍ନାମାକୁ ଆସିନଥିଲେ । ତେବେ ଆପଣ କଣ ଭାବୁଛନ୍ତି ଏହା ବିଷୟରେ ଆମକୁ କମେଣ୍ଟ ମାଧ୍ୟମରେ ନିଜର ମତାମତ ଦେବେ ଆଉ ଏମିତି ନୁଆ ନୁଆ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଓ ସେୟାର କରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ