ପତ୍ନୀ ସାନିଆ ମିର୍ଜାଙ୍କର ଏପରି ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ସ୍ୱାମୀ ଶୋଏବ ମଲ୍ଲିକ…

Spread the love

ବନ୍ଧୁଗଣ ଦୀର୍ଘ କିଛି ଦିନ ହେଲା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ଵନ୍ଦ ବଢିବା ପରେ ସୋସିଆଲ ମିଡିଆରେ ସାଧାରଣ ଲୋକଙ୍କ ସହ ବଡ଼ ବଡ଼ କଳାକାରମାନେ ମଧ୍ୟ ଅତ୍ୟାଧିକ ସକ୍ରିୟ ହୋଇଯାଇଛନ୍ତି । ଉଭୟ ଦେଶର ଲୋକପ୍ରିୟ ହସ୍ତୀମାନେ ମଧ୍ୟ ବକ୍ତବ୍ୟ ମାଧ୍ୟମରେ ନିଜ ନିଜ ସୈନିକ ଏବଂ ଦେଶବାସୀଙ୍କ ଉତ୍ସାହକୁ ବଢେଇବା ପାଇଁ ଉଦ୍ୟମ କରୁଛନ୍ତି ।

ଆପଣଙ୍କୁ କହି ରଖୁଛୁ ଯେ, ଏମାନଙ୍କ ମଧ୍ୟରୁ କିଛି ଲୋକପ୍ରିୟ ହସ୍ତୀଙ୍କୁ ବାଧ୍ୟତାମୂଳକ ଭାବେ ନିନ୍ଦିତ ହେବାକୁ ମଧ୍ୟ ପଡୁଛି । କିନ୍ତୁ ଯେତେବେଳେ ସାନିଆ ମିର୍ଜା ଏବଂ ଶୋଏବ ମଲ୍ଲିକଙ୍କ କଥା ଆସେ, ତେବେ ଘଟଣାଟି ବହୁତ ହିଁ ସମ୍ବେଦନଶୀଳ ହୋଇଯାଏ । କାହିଁକି ନା ସାନିଆ ମିର୍ଜା ପାକିସ୍ତାନର କ୍ରିକେଟ ଖେଳାଳୀ ଶୋଏବ ମଲ୍ଲିକଙ୍କ ସହ ବିବାହ କରିଛନ୍ତି ।

ଏହି ସଂଘର୍ଷ ମଧ୍ୟରେ ସମସ୍ତେ ଭାବିଛନ୍ତି ଯେ, ହୁଏତ ସାନିଆ ମିର୍ଜା ନିଜ ସ୍ୱାମୀଙ୍କ ସପକ୍ଷରେ କହିବେ କିନ୍ତୁ ଏମିତି ହୋଇନାହିଁ ବରଂ ସାନିଆ ମିର୍ଜା ନିଜ ଦେଶକୁ ଫେରି ଆସି ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ବହୁତ ପ୍ରଶଂସା କରିବା ସହ ସାନିଆ ମିର୍ଜାଙ୍କ ଏହି ଜବାବକୁ କୋଟି କୋଟି ଭାରତୀୟ ତାଙ୍କ ସ୍ୱାମୀ ଏବଂ ପାକିସ୍ତାନ କ୍ରିକେଟର ଶୋଏବ ମଲ୍ଲିକଙ୍କ ଜବାବ ଶୁଣିବାକୁ ମଧ୍ୟ ଅପେକ୍ଷାରେ ଅଛନ୍ତି ।