ଏହି ବଲିଉଡ ଅଭିନେତାଙ୍କ ସହ ଶିଳ୍ପା ସେଟ୍ଟୀ ଅନେକ ରାତି ବିତାଇ ସାରିଛନ୍ତି, ବିଞ୍ଚଣା ଉପରକୁ ଯିବା ପରେ ଅଧୌର୍ଯ୍ୟ ହୋଇଯାଉଥିଲେ ।

Spread the love

ଶିଳ୍ପା ସେଟ୍ଟୀ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ୯୦ ଦଶକରେ ଶିଳ୍ପା ଅନେକ ପ୍ରସିଦ୍ଧ ଫିଲ୍ମରେ କାମ କରି ସାରିଛନ୍ତି । ଶିଳ୍ପା ସେଟ୍ଟୀ ପ୍ରସିଦ୍ଧ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ସହ ବିବାହ କରିଛନ୍ତି । ଶିଳ୍ପା, ରାଜ କୁନ୍ଦ୍ରାଙ୍କ ଦ୍ଵିତୀୟ ପତ୍ନୀ ଅଟନ୍ତି । ଶିଳ୍ପା ଏବଂ ରାଜ କୁନ୍ଦ୍ରାଙ୍କ ଏକ ପୁତ୍ର ସନ୍ତାନ ମଧ୍ୟ ଅଛି ତାହାର ନାମ ବିନୟ କୁନ୍ଦ୍ରା ଅଟେ । କିଛି ଦିନ ପୂର୍ବେ ଶିଳ୍ପା ନିଜର ୪୪ତମ ଜନ୍ମ ଦିବସ ପାଳନ କରିଥିଲେ । ଶିଳ୍ପା ଆଜିକାଲି ଫିଲ୍ମ ଅପେକ୍ଷା ନିଜର ଶାରୀରିକ ସୁସ୍ଥତାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଶିଳ୍ପାଙ୍କୁ ୪୪ ବର୍ଷ ହୋଇ ସାଇଥିଲେ ମଧ୍ୟ ଶିଳ୍ପା ୩୦ବର୍ଷୀୟ ଭଳି ଦେଖା ଯାଉଛନ୍ତି । ଶିଳ୍ପା ସେଟ୍ଟୀଙ୍କ ସମ୍ପର୍କ ବଲିଉଡର ଅନେକ ତାରକାଙ୍କ ସହ ଥିଲା କିନ୍ତୁ ଅକ୍ଷୟ କୁମାରଙ୍କ ସହ ତାଙ୍କ ସମ୍ପର୍କର ଚର୍ଚ୍ଚା ସବୁଠାରୁ ଅଧିକ ହୋଇଥିଲା । ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ମାତ୍ର ୨୨ବର୍ଷ ବୟସରେ ଶିଳ୍ପା ନିଜର କୁମାରୀତ୍ଵ ହରାଇଥିଲେ ।

ବିଗ୍ ବ୍ରଦର୍ସରେ ରହସ୍ୟ ଖୋଲିଥିଲେ :

ଏକ ସମୟରେ ଅକ୍ଷୟ ଏବଂ ଶିଳ୍ପାଙ୍କର ପ୍ରେମର ଚର୍ଚ୍ଚା ବହୁତ ଥିଲା । ଶିଳ୍ପା ସେଟ୍ଟୀ, ଅକ୍ଷୟ କୁମାରଙ୍କ ପ୍ରେମରେ ଏପରି ବନ୍ଦୀ ହୋଇ ଯାଇଥିଲେ ଯେ, ସେ ଅକ୍ଷୟଙ୍କ ଠାରୁ ଗୋଟିଏ ମୁହୂର୍ତ୍ତର ବିଛେଦ ସମ୍ଭାଳି ପାରୁନଥିଲେ । ଶିଳ୍ପା ପ୍ରଥମ ଥର ପାଇଁ ଲଣ୍ଡନର ଟିଭି କାର୍ଯ୍ୟକ୍ରମ ବିଗ୍ ବ୍ରଦର୍ସରେ ଅକ୍ଷୟଙ୍କୁ ନେଇ ଏକ ରହସ୍ୟ ବିଷୟରେ କହିଥିଲେ । କାର୍ଯ୍ୟକ୍ରମରେ ସେ କହିଥିଲେ ଯେ, “ସେ ୨୨ବର୍ଷ ବୟସରେ ନିଜର କୁମାରୀତ୍ଵ ହରାଇଥିଲେ ଯାହା ପଛରେ ଅକ୍ଷୟ କୁମାରଙ୍କ ହାତ ରହିଥିଲା ।” ଫିଲ୍ମ ‘ମେ ଖିଲାଡି ତୁ ଅନାଡି’ର ସୁଟିଙ୍ଗ ସମୟରେ ଅକ୍ଷୟ ଏବଂ ଶିଳ୍ପା ପରସ୍ପର ନିକଟବର୍ତ୍ତୀ ହୋଇଥିଲେ । ଏହି ଫିଲ୍ମରେ ଉଭୟଙ୍କ ସମ୍ପର୍କ ଆରମ୍ଭ ହୋଇଥିଲା ଏବଂ ଏହା ଅଧିକ ସମୟ ପର୍ଯ୍ୟନ୍ତ ଚାଲିଥିଲା ।

ବିବାହକୁ ନେଇ ମିଥ୍ୟା ଖବର ପ୍ରଚାର ହୋଇଥିଲା :

ଶିଳ୍ପା ଏକ ପ୍ରତିଯୋଗୀଙ୍କୁ କହିଥିଲେ ଯେ, ଅକ୍ଷୟଙ୍କ ପୂର୍ବରୁ କେହି ତାଙ୍କୁ ଚୁମ୍ବନ କରିନଥିଲେ । ତାଙ୍କ ଜୀବନରେ ଆସିଥିବା ପ୍ରଥମ ବ୍ୟକ୍ତି ଅକ୍ଷୟ କୁମାର ଅଟନ୍ତି । ସେହି ସମୟରେ ଅକ୍ଷୟ ଏବଂ ଶିଳ୍ପାଙ୍କ ବିବାହକୁ ନେଇ ମିଥ୍ୟା ଖବର ପ୍ରଚାର ହୋଇଥିଲା । କୁହାଯାଉଛି ଯେ, ଶିଳ୍ପା ଅକ୍ଷୟଙ୍କ ସହ ବିବାହ କରିବା ପାଇଁ ବହୁତ ଇଛୁକ ଥିଲେ ଏବଂ ସେ ତାଙ୍କୁ ନେଇ ନିଃସନ୍ଦେହ ବିବାହ କରିବାକୁ ଚାହୁଁ ଥିଲେ । ଏପରି ଭାବରେ ଫିଲ୍ମ ସୁଟିଙ୍ଗ ସମୟରେ ସେ ନିଜର କୁମାରୀତ୍ଵ ହରାଇଥିଲେ । ଅକ୍ଷୟ ନିଜର ଏବଂ ଶିଳ୍ପାଙ୍କ ବିଷୟରେ ନିଜର ଏକ ବନ୍ଧୁଙ୍କୁ ମଧ୍ୟ କହିଥିଲେ ଏବଂ ସେଠାରୁ ଏହିକଥା ଚାରିଆଡେ ବ୍ୟାପିବାକୁ ଲାଗିଲା । ଅକ୍ଷୟ ନିଜ ବନ୍ଧୁଙ୍କୁ କହିଥିଲେ ଯେ, ଶିଳ୍ପା ପରଦା ପଛରେ ଯେମିତି ସିଧା-ସାଧା ଏବଂ ଶାନ୍ତ, ବିଛଣାରେ ସେ ସେମିତି ସକ୍ରିୟ ହୋଇ ଯାଆନ୍ତି ।

ଟ୍ଵିଙ୍କଲ ଯୋଗୁଁ ଉଭୟଙ୍କ ମଧ୍ୟରେ ବିଛେଦ ହୋଇଥିଲା :

କିନ୍ତୁ ସମୟ ପରେ ଉଭୟଙ୍କ ମଧ୍ୟରେ ବିଛେଦର ଖବର ସାମ୍ନାକୁ ଆସିଲା । ଅକ୍ଷୟଙ୍କ ଜୀବନରେ ଟ୍ଵିଙ୍କଲ ଆସିବା ଯୋଗୁଁ ଶିଳ୍ପାଙ୍କ ସହ ଅକ୍ଷୟଙ୍କ ସମ୍ପର୍କରେ ବିଛେଦ ଆସିଥିଲା । ବିଛେଦ ପରେ ଶିଳ୍ପା କହିଥିଲେ ଯେ, ଅନ୍ୟ କେହି ମିଳିଯିବା ଯୋଗୁଁ ମୋତେ ସହଜରେ ଛାଡି ଦେଲେ । ଜଣେ ମାତ୍ର ମଣିଷ ଅଟନ୍ତି, ଯାହା ଉପରେ ମୁଁ କ୍ରୋଧିତ ଥିଲି । ନିଜର ଅତୀତକୁ ଏତେ ଶୀଘ୍ର ଭୁଲିଯିବା ସହଜ ନୁହେଁ କିନ୍ତୁ ମୁଁ ଭାଗ୍ୟବାନ ଯେ ମୋ ଠାରେ ଆଗକୁ ବଢିବାକୁ ଶକ୍ତି ଅଛି । ଆଜି ତାହା ଭୁଲାଇ ଦେବାର ଏକ ଅଧ୍ୟାୟ ଅଟେ, ମୁଁ କଦାପି ଭବିଷ୍ୟତରେ ଅକ୍ଷୟଙ୍କ ସହ କାମ କରିବି ନାହିଁ ।