କେମିତି କଣ କଲେ ତୁମେ ବି b-l-u-e f-i-l-m ରେ ଆସିପାରିବ ବୋଲି training ଦେଉଥିଲା ଶର୍ମିଷ୍ଠା, ସୁଟିଂ କରୁଥିଲା ମୁମ୍ବାଇ ରେ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବନ୍ଧା ହୋଇଛନ୍ତି ୱେବପୋର୍ଟାଲ ମାଲିକାଣୀ ବା କ୍ୟାମେରା ମ୍ୟାନ ମାନସ ସ୍ୱାୟିଁ ଙ୍କ ହ-ତ୍ୟା କାଣ୍ଡର ମୂଖ୍ୟ ଅଭିଯୁକ୍ତ ଶର୍ମିଷ୍ଟା ହେଲେ ମିଳୁନାହିଁ ମେମରି ଚିପ୍ ଏମିତି ଲୁଚକାଳୀ ଖେଳ ସରିବାର ନାମ ମଧ୍ୟ ନେଉନାହିଁ । ଏପଟେ ମାନସ ହ-ତ୍ୟା କାଣ୍ଡ ର ଗୁମର ଖୋଲୁନାହିଁ । ଆଗରୁ ଗିରୋଫ ହୋଇଛନ୍ତି ଶର୍ମିଷ୍ଟା ରାଉତ । ବହୁ ଚର୍ଚ୍ଚିତ ମାନସ ସ୍ୱାୟିଁ ଙ୍କ ହ-ତ୍ୟା କାଣ୍ଡ ମାମଲା ରେ ଭଦ୍ରକ ପୋଲିସ କ୍ରାଇମ ବ୍ରାଞ୍ଚ ଶର୍ମିଷ୍ଟା ଙ୍କୁ ଗିରୋଫ କରିଛନ୍ତି ।

Sharmista

ଏହି ପରି ଶର୍ମିଷ୍ଟା ଙ୍କୁ ସହଯୋଗୀ କରୁଥିବା ଝୁନା ଭୋଇ ମଧ୍ୟ ଏବେ ଗିରୋଫ ହୋଇଛନ୍ତି । ହେଲେ ସେହି ଗୁପ୍ତ ମେମରି ଚିପ୍ କୁଆଡେ ଗାୟେବ୍ ହୋଇଗଲା । ଏବଂ ସେହି ମେମରି ଚିପ୍ ରେ ଏମିତି କଣ ଥିଲା ତାହା ଜଣା ପଡି ନାହିଁ । ଏହି ସବୁ କୁ ନେଇ ଆଜିବି ସଂନ୍ଧେହ ଲାଗି ରହିଛି । ତେବେ ନାୟଗଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଗଡପୋଖରୀ ଗ୍ରାମର ମାନସ ସ୍ୱାଇଁ ଭୁବନେଶ୍ୱର ର ସଂମ୍ପର୍ଣ୍ଣ ନାମକ ଏକ ୱେବପୋର୍ଟାଲ ରେ କ୍ୟାମେରା ମ୍ୟାନ ଭାବେ କାମ କରୁଥିଲେ ।

ବହୁ ଚର୍ଚ୍ଚିତ ମାନସ ସ୍ୱାୟିଁ ଙ୍କ ହ-ତ୍ୟା କାଣ୍ଡ ମାମଲା ରେ ପ୍ରଥମେ ପୂର୍ବତନ ସୂଚନା ନିର୍ଦ୍ଧେଶକ ଗିରୋଫ ହୋଇଥିଲା । ନିରଞୀନ ସେଠୀ ଙ୍କୁ ଗିରଫ କରାଯାଇଥିଲା। ଏହା ବ୍ୟତିତ ତାଙ୍କ ସହଯୋଗୀ ଙ୍କୁ ମଧ୍ୟ ପୋଲିସ ଗିରୋଫ କରିଥିଲେ । ଏହିଥିରେ ମୂଖ୍ୟ ଅଭିଯୁକ୍ତ ୱେବପୋର୍ଟାଲ ମାଲିକାଣୀ ଶର୍ମିଷ୍ଟା ଫେରାର ହୋଇଜାଇ ଥିଲେ ଏହା ପରେ କ୍ରାଇମବ୍ରାଞ୍ଚ ଟିମ୍ ଶର୍ମିଷ୍ଟା ଙ୍କୁ ଖୋଜି ତାଙ୍କ ସହଯୋଗୀ ଝୁନା ଭୋଇ ଙ୍କୁ ଗିରୋଫ କରିଥିଲେ ।

Sharmista 2

ଏବଂ ପରେ ପରେ ଶର୍ମିଷ୍ଟା ରାଉତ ଏବଂ ତାଙ୍କର ସହୟୋଗୀ ଙ୍କୁ 5 ଦିନ ପାଇଁ ରିମାଣ୍ଡ ରେ ନିଆଜାଇ ଥିଲା । ଏବଂ ପରେ ସତ କଥା ସମସ୍ତେ ମାନିଥିଲେ । ଏବଂ ସିନ ରିକ୍ରିଏସନ ମଧ୍ୟ ହୋଇଥିଲା ତେବେ ମାନସ ହ-ତ୍ୟା କାଣ୍ଡ କରିଥିବା ଘଟଣା ବହୁତ କଷ୍ଟରେ ପୋଲିସ ସୋନଙ୍କ ଠାରୁ ବାହାର କରିଥିଲେ । ଏବେ ପୁଣି ଥରେ ସେମାନଙ୍କୁ ଜେରା ହୋଇଛି । ଏହି କଥା ସାମ୍ନା କୁ ଆଣିବା ପାଇଁ ପୋଲିସ ଚେଷ୍ଟା କରୁଛନ୍ତି । ଆଗାମୀ ସମୟ ରେ ଏହି ସବୁ କୁ ନେଇ ବହୁତ ଗୁଡିଏ ତଥ୍ୟ ମଧ୍ୟ ଜଣା ପଡିବା ପାଇଁ ଯାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *