ଶନିଦେଵଙ୍କ ସାଢ଼େସାତର ପ୍ରଭାବ ଦ୍ୱାରା ଏହି ବର୍ଷ ଏହି ୩ଟି ରାଶି ହୋଇପାରିବେ କୋଟିପତି ।

Spread the love

ଗ୍ରହମାନଙ୍କ ଗତିବିଧିର ପ୍ରଭାବରେ ବେଳେ ବେଳେ କେତେକ ରାଶିକୁ ଶୁଭଫଳ ଓ ଅଶୁଭଫଳ ପ୍ରାପ୍ତି ହୋଇଥାଏ ଓ ଜାତକ ଜୀବନ ଉପରେ ପ୍ରଭାବ ପଢ଼ିଥାଏ । ହଁ ବ୍ରହ୍ମାଣ୍ଡରେ ଏପରି ଏକ ଗ୍ରହ ଅଛି ଯାହାର ନାମ ହେଉଛି ଶନି । ଏହି ଗ୍ରହକୁ ଭାରତୀୟ ଜ୍ୟୋତିଷ ଶାସ୍ତ୍ରରେ ନ୍ୟାୟର ଦେବତା ବୋଲି ଗ୍ରହଣ କରାଯାଇଛି । ଯିଏ କି ଜାତକର କର୍ମ ଅନୁସାରେ ଫଳ ଦେଇଥାଏ । ଏଥିପାଇଁ ଏହାକୁ କର୍ମଦାତା ବୋଲି ମଧ୍ୟ କୁହାଯାଏ । ଏହି ଗ୍ରହ ଏକ ରାଶିରେ ଅଢେଇ ଲକ୍ଷ ଭୋଗବିଳାସ ଦେଇଥାଏ । କିନ୍ତୁ ଯେତେବେଳେ ଏହି ଗ୍ରହ ଏହା ସାଢ଼େ ସାତ ଭାବରେ ଆସିଥାଏ, ସେତେବେଳେ ଜାତକକୁ ବିଭିନ୍ନ କଷ୍ଟ ମିଳିଥାଏ ।

ସେଥିପାଇଁ ଲୋକଙ୍କ ମନରେ ଏହା ପ୍ରତି ଭୟ ରହିଥାଏ । ସାଢ଼େ ସାତି ୩ଟି ଚରଣରେ ପୁର୍ଣ ହୋଇଥାଏ । ପ୍ରଥମ ଚରଣ ଅର୍ଥାତ୍ ମସ୍ତିଷ୍କରୁ ଆରମ୍ଭ ହୋଇ ପାଦ ପର୍ଯ୍ୟନ୍ତ ଯାଇଥାଏ । ଯେବେ ଶନିଙ୍କ ଅଶୁଭ ପ୍ରଭାବ ପଡିଥାଏ, ତେବେ ଜାତକକୁ ଅନେକ କଷ୍ଟ ଭୋଗିବାକୁ ପଡିଥାଏ । ଯେପରିକି ମାନସିକ ରୂପରେ ଅସ୍ଥିର ହୋଇଥାଏ, ବୁଦ୍ଧି ଭ୍ରମିତ ହୋଇଥାଏ । ଏହି ଭଳି ବହୁତ କ୍ଷତି ଓ କଷ୍ଟ ସହିବାକୁ ପଡିଥାଏ । ଦ୍ଵିତୀୟ ଚରଣରେ- ଶାନ୍ତ ମିଳିଥାଏ । ଜାତକକୁ ପରିଶ୍ରମ କରିବା ପାଇଁ ବାଧ୍ୟ କରିଥାଏ ଏବଂ ଶେଷ ବା ଅନ୍ତିମ ଚରଣରେ ସବୁ କ୍ଷତିର ଭରଣ ପୋଷଣ ମଧ୍ୟ କରିଥାଏ । କାରଣ ଶନିଦେଵ ନ୍ୟାୟବନ୍ତ ଗ୍ରହ ଅଟନ୍ତି । ଏହାଙ୍କର ଚାରୋଟି ପାହ୍ୟା ଅଛି ତମ୍ଭା, ରୁପା, ସୁନା, ଲୁହା । ଏଥିରେ ସୁନା ଓ ଲୁହା କଷ୍ଟ ଦାୟକ ଅଟେ ।

ମକର ରାଶି ପାଇଁ ଶନିଙ୍କ ସାଢ଼େ ସାତ ପ୍ରଭାବର ପ୍ରଥମ ଚରଣ ସୁଫଳ ଦାୟୀ ଅଟେ । କୌଣସି ପ୍ରକାର ବାଧା ପ୍ରତିଦ୍ବନ୍ଦିତା ନାହିଁ । ଅପରପକ୍ଷରେ, ଅନ୍ୟ କିଛି ରାଶିର ସାଢ଼େ ସାତର ଅନ୍ତିମ ଚରଣ ହେବା ଦ୍ୱାରା ସେହି ରାଶିଗୁଡିକ ଶୁଭ ଫଳ ମିଳିବ । ବର୍ଷ ୨୦୧୯ରେ ପ୍ରଥମରୁ ହିଁ ଏହି ରାଶି ପାଇଁ ଶୁଭ ସମୟ ଆରମ୍ଭ ହୋଇଯାଇଛି । ଯେଉଁ କଷ୍ଟ ବିଗତ କିଛି ବର୍ଷ ଧରି ଭୋଗୁଥିଲେ ଏବେ ତାହା ଦୁର ହୋଇଯିବ । ବ୍ୟବସାୟରେ ଯେଉଁ କ୍ଷତି ହୋଇଥିଲା ବର୍ତ୍ତମାନ ତାହା ପୂରଣ ହୋଇଯିବ । ଯେଉଁମାନେ ବାରମ୍ବାର ଅସଫଳତା ଯୋଗୁ ହତାଶ ହେଉଥିଲେ ଏବେ ସେମାନଙ୍କ ପାଇଁ ସଫଳତା ଆରମ୍ଭ ହୋଇଯିବ । ବେରୋଜଗାରୀ ଲୋକମାନଙ୍କୁ ରୋଜଗାର ମିଳିବ । ଧାର ଓ କରଜରୁ ମୁକ୍ତି ମିଳିବ । ଯାହା ବି ସମସ୍ୟା ଥିଲା ତାହା ଦୂର ହୋଇଯିବ । ଏବଂ ଏମାନଙ୍କ ଧିରେ ଧିରେ ୨୦୨୦ ମସିହା ବେଳକୁ ଠିକ୍ ରାସ୍ତାକୁ ଆସିଯିବ । କେବଳ ଆପଣ ନିଜର ପ୍ରୟାସ ଜାରି ରଖନ୍ତୁ । କାରଣ ପ୍ରୟାସ ବିନା କିଛି ବି ସମ୍ଭବ ନୁହେଁ ।

ଯେଉଁମାନଙ୍କୁ ଶନିଦେବଙ୍କ କୃପା ମିଳିବ ସେହି ରାଶି ମାନେ ହେଉଛନ୍ତି ଧନୁ, ବିଛା ଏବଂ ମକର ରାଶି ।