ଶନିବାର ଦିନ ତୁଳସୀଗଛ ମୂଳରେ ଚୁପଚାପ ରଖନ୍ତୁ ଏହି ଜିନିଷ , ସବୁ ସମସ୍ୟା ଓ ଅଶାନ୍ତି ଠାରୁ ମିଳିବ ମୁକ୍ତି

Spread the love

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ତୁଳସୀ ଗଛର ପତ୍ର ଉପରେ ଏମିତି ଏକ ଉପାୟ ନେଇ ଆସିଛୁ ଯାହାକୁ ଉପଯୋଗ କରି ଆପଣ ଘରେ କୌଣସି ସମସ୍ୟା ବା କଷ୍ଟ ଦୂର କରିପାରିବେ ଓ ଘରେ ଧନକୁ ନେଇ ଯେତେ ବି ସମସ୍ୟା ବା ଅଭାବ ରହିଥିବ ସେ ସବୁ ଅତି ଶୀଘ୍ର ଦୂର ହୋଇଯିବ । ଏହା ସହିତ ମଧ୍ୟ ଘରେ କଳି ଝଗଡା ଓ ଟଙ୍କା ପଇସାର ଅଭାବ ସବୁ ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିବା କ’ଣ କରିବା ଦରକାର :-

ବନ୍ଧୁଗଣ ଜ୍ୟୋତିଶ ଶାସ୍ତ୍ର ଅନୁସାରେ ତୁଳସୀ ଗଛ ମୂଳରେ ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟାରେ ଘିଅ ଦୀପ ଜାଳିବା ସହିତ ତୁଳସୀର ସେବା କରିବା ଦ୍ୱାରା ସମସ୍ତଙ୍କ ମନ କାମନା ବହୁତ ଶିଘ୍ର ପୁର୍ଣ୍ଣ ହୋଇଥାଏ । ପରିବାର ଖୁସିରେ ରହିଥାଏ । ବନ୍ଧୁଗଣ ଶନିବାର ଦିନ କୌଣସି କଳା କୁକୁରକୁ ରୁଟିରେ ସୋରିଷ ତେଲ ମିଶାଇ ଖାଇବାକୁ ଦେବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ତ ଅସୁବିଧାର ସମାଧାନ ହୋଇଯାଇଥାଏ ।

ଜ୍ୟୋତିଶଙ୍କ ଅନୁସାରେ ଶନିବାର ଦିନ କୌଣସି ଶନି ମନ୍ଦିରକୁ ଯାଇ ସୋରିଷ ତେଲରେ ଦ୍ୱୀପ ଜଳାଇବା ଦ୍ୱାରା ଏବଂ କଳା ଜିରା ଦାନ କରିବା ଦ୍ୱାରା ମଧ୍ୟ ଘରର ସବୁ ସମସ୍ୟା ଦୂର ହେବା ସଙ୍ଗେ ସଙ୍ଗେ ଘରର ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ ଏବଂ ସମସ୍ତ କଷ୍ଟ ଓ ଦୁଶ୍ଚିନ୍ତାରୁ ମୁକ୍ତି ମିଳିଥାଏ । ଏହା ସହିତ ଗରୀବ ଲୋକ ମାନଙ୍କୁ ଭୋଜନ ଦେବା ସବୁଠାରୁ ବଡ ପୂଣ୍ୟ କାମ ଅଟେ । ଯଦି ଏହି କାମ ଶନିବାର ଦିନ କରାଯାଏ ତେବେ ଘରର ସବୁ ସମସ୍ୟା ଦୂର ହୋଇଯାଇଥାଏ । ପ୍ରଭୁ ଶନିଦେବ ମଧ୍ୟ ଖୁସି ହୋଇଥାନ୍ତି ।

ତେଣୁ ବନ୍ଧୁଗଣ, ଯଦି ଆପଣମାନେ ମଧ୍ୟ ପ୍ରଭୁ ଶନିଦେବଙ୍କୁ ଭଲ ପାଉଛନ୍ତି ଓ ହୃଦୟରୁ ଭକ୍ତି କରୁଛନ୍ତି, ତେବେ ଶନିବାର ଦିନ କରନ୍ତୁ ଏହି କାମ । ଆପଣଙ୍କ ଉପରେ ଶନିଦେବଙ୍କ କୃପା ସର୍ବଦା ରହିବ ।

!!ଜୟ ଜଗନ୍ନାଥ!!