ଶାମିଙ୍କୁ ଲାଗିଲା ଝଟକା, ପତ୍ନୀଙ୍କୁ ଦେବେ ମାସିକ ୫୦ ହଜାର |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପାରିବାରିକ ବିବାଦ ରେ ଛନ୍ଦି ହୋଇଥିବା ଦୃତ ବୋଲର ମହମ୍ମଦ ସାମୀ ଙ୍କୁ ଝଟ୍କା । ପତ୍ନୀ ହୋସେନ ଜାହାନ ଙ୍କ ସହିତ ଛାଡପତ୍ର ମାମଲା କୋର୍ଟ ରେ ଚାଲିଥିବା ବେଳେ ମାସିକ 1 ଲକ୍ଷ 30 ହଜାର ଟଙ୍କା ରକ୍ଷଣ ବେକ୍ଷଣ ଲାଗି କୋଲିକତା ର ଏକ କୋର୍ଟ ନିର୍ଦ୍ଧେଶ ଦେଇଛନ୍ତି ।

1 ଲକ୍ଷ 30 ହଜାର ଟଙ୍କା ମଧ୍ୟରୁ 50 ହଜାର ହୋସେନ ଜାହାନ ଙ୍କ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ଏବଂ ବାକି 80 ହଜାର ତାଙ୍କ ସହିତ ରହୁଥିବା ଝିଅ ର ରକ୍ଷଣା ବେକ୍ଷଣ ଦିଗରେ ଖର୍ଚ୍ଚ ପାଇଁ ପୁଲିଂ କରିଛନ୍ତି କୋର୍ଟ । 2018 ମସିହା ରେ ହୋସେନ ଜାହାନ ମାସିକ 10 ଲକ୍ଷ ଟଙ୍କା ବ୍ୟକ୍ତିଗତ ଦାବି କରି କୋର୍ଟ ରେ ଏକ ମାମଲା ଦାୟର କରିଥିଲେ । ସେହିଥି ମଧ୍ୟରୁ 7 ଲକ୍ଷ ଟଙ୍କା ତାଙ୍କର ବ୍ୟକ୍ତିଗତ ଖର୍ଚ୍ଚ ଏବଂ ବାକି 3 ଲକ୍ଷ ଟଙ୍କା ତାଙ୍କ ଝିଅର ରକ୍ଷାଣ ବେକ୍ଷଣ ପାଇଁ ଖର୍ଚ୍ଚ ହେବ ବୋଲି ଦାବି କରିଥିଲେ ।

mohammed

ହାସିନ ଙ୍କ ଓକିଲୋ କହିଥିଲେ 2020-21 ଆର୍ଥିକ ବର୍ଷରେ ମହମ୍ମଦ ସାମୀ ଙ୍କ ଆୟକର ରିଟର୍ଣ୍ଣ ଅନୁଯାୟୀ ବାର୍ଷିକ ଆୟ 7 କୋଟି ରୁ ଅଧିକ ଥିଲା । ଏବଂ ସେହି ଆଧାରରେ 10 ଲକ୍ଷ ଟଙ୍କା ଦାବି କରିଥିଲେ ତେବେ ସାମିଙ୍କ ଓକିଲୋ ଦାବି କରିଥିଲେ ଯେ ଯେହେତୁ ହୋସେନ ଜାହାନ ନିଜେ ଜଣେ ପେସାଦାର ଫେସନ ମୋଡେଲ ।

ତାଙ୍କର ରୋଜଗାର ରହିଛି ତେଣୁ ଖର୍ଚ୍ଚ ପାଇଁ ଏବେ ଦାବି କରିବା ଯଥାର୍ଥ ନୁହେଁ । ଶେଷରେ ଉଭୟ ପକ୍ଷର ସୁଣାଣି ପରେ ସୋମବାର ନିମ୍ନ ଅଦାଲତ ସାମିକ ଗୁଜୁରାଣ ଖର୍ଚ୍ଚ ପରିମାଣ କୁ 1 ଲକ୍ଷ 30 ହାଜର ଟଙ୍କା ସ୍ଥିତ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ