୧୮ ବର୍ଷ ବୟସର ପ୍ରିୟଙ୍କାଙ୍କୁ ଶାହାରୁଖ୍ ପ୍ରେମ ନିବେଦନ କରିଥିଲେ;- ପଚାରି ଥିଲେ, “କଣ ତୁମେ ମୋ ପରି ସୁନ୍ଦର ହୀରୋ ସହ”

Spread the love

ପ୍ରିୟାଙ୍କା ଚୋପ୍ରାଙ୍କ ପ୍ରେମରେ ଶାରୁଖ୍ ଏତେ ପରିମାଣରେ ପାଗଳ ହୋଇଯାଇଥିଲେ ଯେ, ନିଜ ପତ୍ନୀ ଗୌରୀଙ୍କୁ ତଲାକ ଦେବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ ।

ବଲିଉଡର କିଙ୍ଗ୍ ଖାନ୍ ରୂପେ ଜଣାଶୁଣା ଶାରୁଖ୍ ଖାନ୍ ନିଜ ଚଳଚିତ୍ର ଜୀବନରେ ବହୁତ ଉତତ୍ଥାନ ପତନ ଦେଖିଛନ୍ତି । ଶାରୁଖ୍ ଖାନ୍ ବଲିଉଡରେ ନିଜ ପରିଚୟ ସୃଷ୍ଟି କରିବା ପାଇଁ ବହୁତ ପରିଶ୍ରମ କରିଛନ୍ତି, କିନ୍ତୁ ବର୍ତମାନ ଲୋକେ ତାଙ୍କୁ ବାଦଶାହ୍ ରୂପେ ଜାଣନ୍ତି । ଶାରୁଖଙ୍କ ସଫଳତାର ଗୋଟିଏ ହିଁ କାରଣ ଅଟେ । ତାହା ହେଉଛି ଶାରୁଖ୍ ଖାନ୍ କେବେ ମଧ୍ୟ ପଛକୁ ବୁଲି ନିଜ ଅତୀତକୁ ଦେଖି ନାହାନ୍ତି । କହିବାକୁ ଚାହୁଞ୍ଚୁ, ବିଗତ କିଛି ବର୍ଷ ମଧ୍ୟରେ ସେହିପରି କିଛି ସଫଳତା ପାଇପାରି ନାହାନ୍ତି । ଯାହା ସେ ନିଜ ଚଳଚିତ୍ର ଜୀବନର ପ୍ରାରମ୍ଭରେ ପାଇସାରି ଥିଲେ । କିନ୍ତୁ ଶାରୁଖଙ୍କ ସ୍ଥାନ ବଲିଉଡରେ କେହି ମଧ୍ୟ ନେଇ ପାରିବେ ନାହିଁ । ଆସନ୍ତୁ ଜାଣିବେ, ଆଜିର ଏହି ଲେଖାଟିରେ ଆପଣଙ୍କ ପାଇଁ କଣ ଖାସ୍ ରହିଛି ।

Google

ଗୌରୀ ଖାନ୍ ଙ୍କୁ ବହୁତ ପ୍ରେମ କରନ୍ତି କିନ୍ତୁ ଚଳଚିତ୍ର ଜଗତରେ ଶାହରୁଖ ଖାନ୍ ଙ୍କ ଅନେକ ଅଭିନେତ୍ରୀ ଙ୍କ ସହ ଜଡିତ ହୋଇଛି । ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ପ୍ରିୟଙ୍କା ଚୋପ୍ରାଙ୍କ ନାମ ଅଗ୍ରୀଣ । ପ୍ରିୟଙ୍କା ଚୋପ୍ରାଙ୍କ ପ୍ରେମରେ ଏତେ ପାଗଳ ହୋଇଯାଇଥିଲେ ଯେ, ନିଜ ପତ୍ନୀ ଗୌରୀଙ୍କୁ ଛାଡପତ୍ର ଦେବା ପାଇଁ ରାଜି ହୋଇଯାଇଥିଲେ । କିନ୍ତୁ ସମୟ ପୂର୍ବରୁ ଗୌରୀ ଖାନ୍, ଶାହରୁଖ ଖାନ୍ ଙ୍କୁ ବୁଝାଇସୁଝାଇ ପରିବାରକୁ ରକ୍ଷା କରିଥିଲେ । ସେହି ଦିନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁହେଁ ଅତୁଟ ପ୍ରେମ ବନ୍ଧନରେ ଛନ୍ଦି ହୋଇରହିଛନ୍ତି ।

୧୮ ବର୍ଷ ବୟସର ପ୍ରିୟଙ୍କା ଚୋପ୍ରାଙ୍କୁ ପ୍ରେମ ନିବେଦନ କରିଥିଲେ :

Google

ସୋସିଆଲ ମିଡିଆରେ ଆଜିକାଲି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଶାରୁଖ୍ ଖାନ୍ ୧୮ ବର୍ଷ ବୟସର ପ୍ରିୟଙ୍କାଙ୍କୁ ପ୍ରେମ ନିବେଦନ କରୁଛନ୍ତି । ଏହି ଏହି ଭିଡିଓଟି ୨୦୦୦ ମସିହାର ଅଟେ । ସେହି ସମୟରେ ପ୍ରିୟଙ୍କାଙ୍କ ବୟସ ୧୮ ବର୍ଷ ହୋଇଥିଲା ଓ ପ୍ରିୟଙ୍କା ସେହି ସମୟରେ ଫେମିନା ମିସ୍ ଇଣ୍ଡିଆରେ ଭାଗ ନେଇଥିଲେ ଓ ସେହି ପ୍ରତିଯୋଗିତାରେ ଶାରୁଖ୍ ଖାନ୍ ବିଚାରକ ହୋଇଥିଲେ । ସେହିଥିପାଇଁ ଶାରୁଖ୍ ଖାନ୍, ପ୍ରିୟଙ୍କାଙ୍କୁ ବିବାହ ଜନିତ ପ୍ରଶ୍ନ ପଚାରିଥିଲେ । ସେହି ସମୟର ଭିଡିଓଟି ଖୁବ ଭାଇରାଲ ହୋଇଥିଲା ଓ ଧୀରେ ଧୀରେ ଦୁହେଁଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଯାଇଥିଲା ।

ପ୍ରିୟଙ୍କା ଚୋପ୍ରାଙ୍କୁ କଣ ପଚାରିଥିଲେ ଶାରୁଖ୍ ଖାନ୍ :

Google

ଶାରୁଖ୍ ଖାନ୍ ପଚାରିଥିଲେ ତୁମେ (ପ୍ରିୟଙ୍କା) ଅଜଝରଙ୍କ ପରି କ୍ରିକେଟ ଖେଳାଳିଙ୍କୁ ବିବାହ କରିବାକୁ ଚାହିଁବ ନା ଶ୍ଵରବସ୍କିଙ୍କ ପରି ବ୍ୟବସାୟୀଙ୍କ ସହ ନା ମୋ ପରି ଜଣେ ସୁନ୍ଦର ଅଭିନେତାଙ୍କ ସହ ବିବାହ କରିବାକୁ ଚାହିଁବ ? ଏହାର ଉତ୍ତରରେ ପ୍ରିୟଙ୍କା କହିଥିଲେ, ମୁଁ ଜଣେ କ୍ରିକେଟରଙ୍କ ସହ ବିବାହ କରିବାକୁ ଚାହୁଁଛି; କାରଣ ସେ ମୋତେ ନେଇ ଭାରତ ପାଇଁ ଗର୍ବ ଅନୁଭବ କରିବେ । ବର୍ତ୍ତମାନ ସେହି ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି ।

ପ୍ରିୟଙ୍କାଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ ଶାରୁଖ୍ ଖାନ୍ :

Google

ସେହିଦିନ ଗୁଡିକରେ ପ୍ରିୟଙ୍କା ଓ ଶାରୁଖ୍ ଖାନ୍ ନିଜ ସମ୍ପର୍କକୁ ନେଇ ଖୁବ ଚର୍ଚ୍ଚାରେ ରହିଥିଲେ । ପ୍ରିୟଙ୍କାଙ୍କ ପ୍ରେମରେ ଶାରୁଖ୍ ଖାନ୍ ଏତେ ପାଗଳ ହୋଇଯାଇଥିଲେ ଯେ, ପ୍ରିୟଙ୍କାଙ୍କ ପାଇଁ ଚଳଚିତ୍ର ଖୋଜିବାରେ ବ୍ୟସ୍ତ ହୋଇପଡିଥିଲେ । ଘଟଣା ଏତିକିରେ ଥମି ନ ଥିଲା । ପ୍ରିୟଙ୍କାଙ୍କ ପ୍ରେମରେ ପାଗଳ ହୋଇ ଶାରୁଖ୍ ନିଜ ପତ୍ନୀ ଗୌରୀଙ୍କୁ ଛାଡପାତ୍ର ଦେବା ପାଇଁ ରାଜି ହୋଇଯାଇଥିଲେ । କିନ୍ତୁ ଗୌରୀ ପରିସ୍ଥିତିକୁ ସମ୍ଭାଳି ନିଜ ପରିବାର ଭାଙ୍ଗିବାରୁ ବଞ୍ଚାଇ ଦେଇଥିଲେ ।