ଏହି ଝିଅଙ୍କୁ ପ୍ରଥମେ ଭଲ ପାଇଥିଲେ ସଲମାନ୍ ! ଫୋଟୋ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ !

Spread the love

ବଲିଉଡର ସୁଲତାନ ଏବଂ ଦବଙ୍ଗ ଅଭିନେତା ସଲମାନ୍ ଖାନ୍ ଫିଲ୍ମ ଜଗତର ପ୍ରସିଦ୍ଧ ଅଭିନେତା । ସଲମାନ୍ ଖାନଙ୍କ ନାମ ଫିଲ୍ମ ଜଗତର କେତେ ଅଭିନେତ୍ରୀଙ୍କ ନାମ ସହିତ ଯୋଡ଼ା ହୋଇଥିଲେ ମଧ୍ୟ ଗଲେ, ଆଜି ଆମେ ଆପଣଙ୍କୁ ତାଙ୍କର ପ୍ରଥମ ପ୍ରେମିକା ବିଷୟରେ ଆନଙ୍କୁ ଜଣାଇବୁ । ଆପଣ ଯେଉଁ ଫୋଟୋ ଦେଖୁଛନ୍ତି ତାକୁ ଦେଖି ବିଶ୍ୱାସ ହେବ ନାହିଁ ମାତ୍ର ସେ ସଲମାନ୍ ଖାନଙ୍କର ପ୍ରଥମ ଗାର୍ଲଫ୍ରେଣ୍ଡ ଯାହାଙ୍କ ନାମ ଶାହୀନ ବାନୋ ।

ଶାହୀନ ବାନୋ ମଧ୍ୟ ନିଜର କ୍ୟାରିୟରର ଆରମ୍ଭ ଅଭିନୟରୁ କରିଥିଲେ ଏବଂ ତାଙ୍କର ପ୍ରଥମ ଫିଲ୍ମ ଥିଲା “ଆୟୀ ମିଳନ କି ରାତ” ମାତ୍ର ଏହି ଫିଲ୍ମ ହିଟ୍ ହୋଇନଥିଲା ଏବଂ ବକ୍ସ୍ ଅଫିସରେ ମଧ୍ୟ ଭଲ ଚାଲିନଥିଲା । ଯାହା ଫଳରେ ଶାହୀନ ବାନୋ ଇଣ୍ଡଷ୍ଟ୍ରିରୁ ଦୁରାଇ ଯାଇଥିଲେ ।

ଶାହୀନ ବାନୋଙ୍କ ଅଭିନୟକୁ ଲୋକେ ବେଶି ପସନ୍ଦ କରିନଥିଲେ ମାତ୍ର ସଲମାନଙ୍କ ସହିତ ଲୋଭ୍ ଅଫେୟାର ପାଇଁ ସେ ଅଧିକ ଚର୍ଚ୍ଚାକୁ ଆସିଥିଲେ । ସଲମାନ୍ ଖାନ୍ ଏବଂ ଶାହୀନ ବାନୋ ଏକ ସହିତ ଗୋଟିଏ କଲେଜରେ ପଢ଼ୁଥିଲେ ଓ ଦୁହେଁ ଦୁହିଁଙ୍କର ବହୁତ ଭଲ ସାଙ୍ଗ ଥିଲେ ଏବଂ ପରସ୍ପରକୁ ପସନ୍ଦ ମଧ୍ୟ କରୁଥିଲେ ।

ପରେ ପରିବାରିକ ଅସୁବିଧା କାରଣରୁ ତାଙ୍କର ବ୍ରେକ୍-ଅପ୍ ହୋଇଥିଲା ଏବଂ ଏହାପରେ ଶାହୀନ ବାନୋଙ୍କ ପରିବାର ତାଙ୍କର ବିବାହ କରାଇ ଦେଇଥିଲେ । ସଲମାନ୍ ଖାନ୍ ନିଜର କ୍ୟାରିୟର ପାଇଁ ବ୍ୟସ୍ତ ରହିଲେ ମାତ୍ର ଆଜି ଏତେ ବର୍ଷ ପରେ ସଲମାନ୍ ଖାନ୍ ଯେତିକି ହ୍ୟାଣ୍ଡସମ ଦେଖାଯାଉଛନ୍ତି ତାଙ୍କର ପ୍ରଥମ ଗାର୍ଲଫ୍ରେଣ୍ଡ ସେତିକି ମୋଟୀ ଏବଂ ବୁଢ଼ୀ ଭଲି ଦେଖା ଯାଉଛନ୍ତି, ଯାହାକୁ ଦେଖି ଆଜି ସଲମାନ୍ ଖାନ୍ ମଧ୍ୟ ଚିହ୍ନି ପାରିବେ ନାହିଁ ।

ବନ୍ଧୁଗଣ ଅନୁଛେଦଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ମତାମତ କମେଣ୍ଟ କରି ଜାଣନ୍ତୁ । ଧନ୍ୟବାଦ !