ପାକିସ୍ଥାନୀ ଅଭିନେତ୍ରୀଙ୍କ ଅଶ୍ଲୀଳ ଭିଡ଼ିଓ ଭାଇରଲ ହୋଇଛି । ଏହି ଅଭିନେତ୍ରୀଙ୍କ ବୋଲଡ଼ ଅନ୍ଦାଜ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଦେଖନ୍ତୁ ଭିଡିଓ ।

Spread the love

ପ୍ରାୟତଃ କୁହାଯାଇଥାଏ ଫିଲ୍ମ ଅଭିନେତ୍ରୀଙ୍କ ଭିତରେ ବୋଲଡ଼ନେସ ଭରପୁର ରହିଥାଏ । ମୁସଲିମ ଝିଅମାନେ ପରଦା ଭିତରେ ରୁହନ୍ତି କିନ୍ତୁ ଆପଣ ଏହି ପାକିସ୍ଥାନୀ ଅଭିନେତ୍ରୀଙ୍କ ଭିଡ଼ିଓ ଦେଖିବା ପରେ ବଲିଉଡର ଅଭିନେତ୍ରୀଙ୍କୁ ଭୁଲିଯିବେ । ପ୍ରାୟତଃ ନିଜର ବିବାଦୀୟ ବୟାନ ଯୋଗୁଁ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ମାହୀରା ଖାନଙ୍କ ଗୋଟିଏ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଏବଂ ଏହି ଭିଡ଼ିଓରେ ଆପଣ ତାଙ୍କର ଭିନ୍ନ ଅନ୍ଦାଜ ଦେଖୁ ପାରୁଥିବେ । ପାକିସ୍ଥାନୀ ଅଭିନେତ୍ରୀଙ୍କ ସେକ୍ସି ଭିଡ଼ିଓ ଭାଇରଲ ହୋଇଛି । ଥରେ ଏହା ଭିଡ଼ିଓ ନିଶ୍ଚିନ୍ତ ଦେଖନ୍ତୁ ।

ପାକିସ୍ଥାନୀ ଅଭିନେତ୍ରୀଙ୍କ ସେକ୍ସି ଭିଡ଼ିଓ ଭାଇରଲ ହୋଇଛି :

ପାକିସ୍ତାନର ସୁନ୍ଦରୀ ଏବଂ ବୋଲଡ଼ ଅଭିନେତ୍ରୀ ମାହୀରା ଖାନ୍ ନିଜର ବୋଲଡ଼ ଅବତାର କାରଣରୁ ଖୁବ ଚର୍ଚ୍ଚାରେ ରୁହନ୍ତି । ଏହି ସମୟରେ ତାଙ୍କର ଗୋଟିଏ ସୁପର ସେକ୍ସି ଗୀତ ୟୁଟୁବରେ ଦେଖିବା ପାଇଁ ମିଳିଛି । ଯାହା ବହୁତ ପ୍ରସିଦ୍ଧି ଲାଭ କରିଛି । ଏଥିରେ ମାହୀରା ବୋଲଡ଼ନେସର ସମସ୍ତ ସୀମା ଉଲ୍ଲଂଘନ କରିଦେଇଛନ୍ତି । ପାକିସ୍ଥାନୀ ଅଭିନେତ୍ରୀ ମାହୀରା ଖାନଙ୍କ ସୁନ୍ଦରତାର ପାକିସ୍ଥାନର ଯୁବପିଢି ମନ୍ତ୍ରମୁଗ୍ଧ ହୋଇଯାନ୍ତି । ନା କେବଳ ପାକିସ୍ଥାନରେ ସାରା ବିଶ୍ୱରେ ମାହୀରାଙ୍କ ଅନେକ ପ୍ରଶଂସକ ଅଛନ୍ତି । ପ୍ରାୟତଃ ନିଜର ବୋଲଡ଼ ଅନ୍ଦାଜରେ ଇଣ୍ଟରନେଟ ମାଧ୍ୟମରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦିଅନ୍ତି ଏବଂ ସେ ଏହି ଭିଡ଼ିଓ ମାଧ୍ୟମରେ ଲୋକଙ୍କୁ ପାଗଳ କରି ଦେଇଛନ୍ତି ।

ମାହୀରା ଖାନ୍ ପାକିସ୍ଥାନୀ ଧାରାବାହିକରେ ଅଭିନୟ କରି ଖୁବ ନାମ ଅର୍ଜନ କରିଛନ୍ତି । ଏହାସହ ପାକିସ୍ଥାନୀ ଫିଲ୍ମ ଗୁଡିକରେ ମଧ୍ୟ ନିଜର ନାମ ଅର୍ଜନ କରିଛନ୍ତି । ମାହୀରା ନିୟାତ, ହମସଫରସ ସଦକେ ତୁମହାରେ ଏବଂ ବିନ ରୋଏ ସହିତ ଅନେକ ପାକିସ୍ଥାନୀ ଧାରାବାହିକରେ ଅଭିନୟ କରିଛନ୍ତି । ଏହା ବ୍ୟତୀତ ଯେତେବେଳେ ପ୍ରଥମଥର ମାହୀରାଙ୍କ ଏହି ଭିଡ଼ିଓ ସାମ୍ନାକୁ ଆସିଥିଲା, ଲୋକେ ମଧ୍ୟ ମାହୀରାଙ୍କୁ ଖୁବ୍ ପସନ୍ଦ କରିବାରେ ଲାଗିଲେ । ଏହି ସେକ୍ସି ଭିଡ଼ିଓ ଦେଖି ଆପଣ ମଧ୍ୟ କହିବେ, ମାହୀରା ନିଜ ବୋଲଡ଼ନେସ ମାଧ୍ୟମରେ ଲୋକଙ୍କୁ ପାଗଳ କରି ଦେଇଛନ୍ତି ।

ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି ମାହୀରା :

ମାହୀରା ଖାନ୍ ବଲିଉଡ ଫିଲ୍ମ “ରଇସ”ରୁ ନିଜର ବଲିଉଡରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ସେ ସାହାରୁଖ ଖାନଙ୍କ ସହ ରୋମାନ୍ସ କରୁଥିବାର ଦର୍ଶକ ଦେଖିଛନ୍ତି କିନ୍ତୁ ଏହି ଫିଲ୍ମ ପରେ ପାକିସ୍ଥାନୀ ତାରକାଙ୍କ ଉପରେ ବେନ ଲାଗିଯାଇଥିଲା ଏବଂ ସେ ବଲିଉଡରେ କାମ କରିପାରିଲେ ନାହିଁ । କିଛି ସମୟ ପୂର୍ବରୁ ମାହୀରାଙ୍କୁ ଲଣ୍ଡନର ରାସ୍ତାରେ ରଣବିର କପୁରଙ୍କ ସହ ସିଗାରେଟ ପିଉଥିବାର ଦେଖିବା ପାଇଁ ମିଳିଥିଲା । ମାହୀରା ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି ଏବଂ ଟୁଇଟ ମାଧ୍ୟମରେ ରାଜନୈତିକ ବିଷୟ ଉପରେ କହିବା ପାଇଁ ପଛାଇ ନଥାନ୍ତି ।