ଭିଡିଓ : ନବ ବିବାହିତା ବୋଧୂର ଏହି ଧମାକେଦାର ଡ୍ୟାନ୍ସ ଦେଖି ଲାଜ୍ଜରେ ରଙ୍ଗ ପଡିଗଲା ବରରମୁହଁ ! ୧ ମିନିଟର ଏହି ଡ୍ୟାନ୍ସକୁ ୭୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

Spread the love

ନବ ବିବାହିତା ବୋଧୂ “ସୈୟାଁ ସୁପର୍ ଷ୍ଟାର” ଗୀତରେ ଏମିତି ଜମେଇ ନାଚ କରିଲେ ଯେ, ବର ସମେତ ଅନ୍ୟମାନେ ଛାନିଆ ହୋଇଯାଇଥିଲେ । ଲୋକମାନେ ନବ ବଧୂକୁ ଉର୍ମିଲା ମତୋଣ୍ଡକର ବୋଲି ଆଖ୍ୟା ଦେଲେ ।

ବାହାଘରର ସ୍ଵପ୍ନ ସମସ୍ତେ ଦେଖନ୍ତି ଏବଂ ସମସ୍ତଙ୍କୁ ନିଜର ଏହି ଖାସ ଦିନର ଅପେକ୍ଷା ରହିଥାଏ । ବିବାହର ନାମ ଶୁଣିବ ପରେ ମନରେ କେମିତି ଗୋଟିଏ ଅଜବ ଖୁସି ଆସିଥାଏ । କିନ୍ତୁ ପୁଅ ମାନଙ୍କ ତୁଳନାରେ ଝିଅ ମାନେ ଅଧିକ ଉତ୍ସାହିତ ଥାନ୍ତି । ଝିଅମାନେ ବହୁତ ପୂର୍ବରୁ ହିଁ ନିଜ ବାହାଘର ପାଇଁ ଅନେକ କିଛି ଭାବି ଚିନ୍ତି ରଖିଥାନ୍ତି । ସେମାନେ ପୂର୍ବରୁ ହିଁ ସ୍ଥିର କରି ରଖିଥାନ୍ତି କି ବାହାଘର ଦିନ କେଉଁ ଡିଜାଇନର ଲେହେଙ୍ଗା ପିନ୍ଧିବେ ଏବଂ କେଉଁଭଳି ଭାବରେ ମେକଅପ୍ କରିବେ । ଝିଅମାନଙ୍କୁ ବଧୁ ବେଶରେ ସଜବାଜ ହେବା ନିମନ୍ତେ ଅତ୍ୟନ୍ତ ବ୍ୟାକୁଳ ହୋଇ ପଡିଥାନ୍ତି ।

ଆଜିକାଲି ସୋସିଆଲ ମିଡିଆରେ ବହୁତ ଏହିଭଳି ଭିଡିଓ ଭାଇରାଲ ହେଉଛି; ଯେଉଁଥିରେ ଏକ ନବ ବୋଧୂ ସାଜିଥିବା କନ୍ୟା ଡାନ୍ସ କରୁଛନ୍ତି । ଏହା ଏକ ପରମ୍ପର ହୋଇ ଗଲାଣି ଯେ, ବିବାହ ସମୟରେ ନବ ବୋଧୂ ଡ୍ୟାନ୍ସ କରିବା । ଆପଣଙ୍କୁ ଇଣ୍ଟର୍ନେଟରେ ଏହିଭଳି ହଜାର ହଜାର ଭିଡିଓ ମିଳି ଯିବ । କିନ୍ତୁ କିଛି ଏହିଭଳି ଭିଡିଓ ଅଛି ଯାହାକୁ ଲୋକମାନେ ଅଧିକ ପସନ୍ଦ କରନ୍ତି । ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଖାସ୍ ଭିଡିଓ ନେଇ ଆସିଛୁ । ଯେଉଁଥିରେ ଏକ ନବ ବୋଧୂ କନ୍ୟା ସମସ୍ତଙ୍କ ସମ୍ମୁଖରେ ଡାନ୍ସ କରୁଛନ୍ତି ।

ସନୀ ଲିୟୋନିଙ୍କର ଗୀତରେ କନ୍ୟା କରିଲେ ଡାନ୍ସ :

ଆମ୍ଭେ ଯେଉଁ ବିଡିଓ ଆପଣଙ୍କ ସମ୍ମୁଖକୁ ନେଇ ଆସିଛୁ, ତାହା କୌଣସି ବିବାହର ନୁହେଁ ବରଂ ଭିଡିଓରେ ଆପଣ ଦେଖିବେ କନ୍ୟା ଏବଂ ବରର ଜୟମାଳା ପରେ କନ୍ୟା ଡାନ୍ସ କରୁଛନ୍ତି । କନ୍ୟା କିଛି ଲୋକମାନଙ୍କ ସମ୍ମୁଖରେ ସନୀ ଲିୟାନଙ୍କର ହିଟ ଗୀତ ‘ସୈୟାଁ ସୁପର୍ ଷ୍ଟାର’ ଗୀତରେ ନାଚୁଛନ୍ତି । ସମସ୍ତେ ତାଙ୍କୁ ଦେଖୁଛନ୍ତି ଏବଂ ପାଖରେ ଥିବା ବର ବି ନିଜର ପତ୍ନୀଙ୍କୁ ଦେଖୁଛନ୍ତି । କାହାର ବି ନଜର ସେହି କନ୍ୟା ଠାରୁ ଅନ୍ୟ ଆଡକୁ ଯାଉ ନାହିଁ । କେବଳ ଡାନ୍ସ ନୁହେଁ କନ୍ୟାର ଏକ୍ସପ୍ରେଶନ କାରଣରୁ ବି ଏହି ଭିଡିଓ ବହୁତ ଭାଇରାଲ ହେଉଛି ।

ବିଡିଓଟି ଦେଖନ୍ତୁ :

କହି ଦେଉଛୁ ଯେ ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୭୦ ଲକ୍ଷରୁ ଅଧିକ ଲୋକମାନେ ଦେଖି ସାରିଛନ୍ତି । ଆପଣମାନେ ବି ଏହି ଡାନ୍ସ ଭିଡିଓକୁ ଦେଖନ୍ତୁ ।