ଜଗାର ହସ ଦେଖି ଇଡି ଛାନିଆ ,ଇଡି ଆଗରେ ମୁଁହ ଖୋଲିଲେନି କାନ୍ଦିଲେ ଜଗା କିନ୍ତୁ ବାହାରକୁ ଆସି ହସିଲେ

ED

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ ବନ୍ଧୁଗଣ । ବନ୍ଧୁଗଣ ଭିତରେ କାନ୍ଦିଲେ ଆଉ ବାହାରକୁ ଆସି ଖିଲି ଖିଲି ହୋଇ ହସିଲେ ଜଗବନ୍ଧୁ । ଯେତେବେଳେ ଜେରା ଚାଲିଥିଲା ଭିତରେ ଥିଲେ ସେତେବେଳେ କାନ୍ଦୁଥିଲେ ଜଗବନ୍ଧୁ । ଏମିତିକି ଯାହା ବି ପଚାରୁଥିଲା ଇଡି କିଛି ବି ଉତ୍ତର ଦେଉ ନଥିଲେ ଜଗବନ୍ଧୁ । କେବଳ ଆଖିରୁ କୁଆଡେ ଲୁହ ଝରୁଥିଲା । ଆଉ ଏବେ ବାହାରକୁ ଆସିଲା ପରେ ଏଭଳି ହସୁଛନ୍ତି ଜଗବନ୍ଧୁ । ଆଉ ଯାହାକୁ ଦେଖି ସମସ୍ତେ କନଫିଉଜ ।

ଅର୍ଚ୍ଚନା ନାଗ ମାମଲାରେ ମୁହଁ ଖୋଲୁନାହାନ୍ତି ଜଗବନ୍ଧୁ । ଇଡି କୁ ଭୂଆଁ ବୁଲଉଚନ୍ତି ଜଗା । ଦ୍ୱିତୀୟ ପର୍ଯ୍ୟାୟରେ ଜେରା କରାଯାଇଥିଲା ଜଗବନ୍ଧୁକୁ କିନ୍ତୁ ଇଡିକୁ କୌଣସି ତଥ୍ୟ ଦେଉନାହାନ୍ତି । ଏପରିକି ବଡ ବଡିଆଙ୍କ ସହ ଯେଉଁ ଫଟୋ ସବୁ ଭାଇରାଲ ହୋଇଥିଲା ସେସବୁକୁ ଦେଖି ଇଡି ଯେତେବେଳେ ପଚାରିଥିଲେ ଫଟୋରେ ତମେ ଅଛ । କୁହ ଏମାନଙ୍କ ସହ ସମ୍ପର୍କ କେମିତି ଅଛି । ଆଉ ଏସବୁକୁ ଦେଖି ଜଗବନ୍ଧୁ କହିଥିଲେ ଯେ ମୁଁ କାହାକୁ ଚିହ୍ନିନି କି ଜାଣିନି ।

Jagabandhu

ତେବେ ଜଗବନ୍ଧୁକୁ କୁଆଡେ କିଛି ମନେପଡୁନି ବୋଲି କହିଥିଲା । ତେବେ ଜଗବନ୍ଧୁ ଏଭଳି କାନ୍ଦି କାନ୍ଦି ଭିତରେ କହୁଥିଲେ । କିନ୍ତୁ ବାହାରକୁ ବାହାରିଲା ପରେ ମୁରୁକି ହସିଲେ ଜଗବନ୍ଧୁ । ତେବେ ଗତକାଲି ଜଗବନ୍ଧୁଙ୍କ ର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡର ଅବଧି ସରିଥିଲା । ଆଉ ତାଙ୍କୁ କୋର୍ଟ ରେ ହାଜର କରାଯାଇଥିଲା । ତେବେ ଷ୍ଟେଟ ଫରେନସି ଲ୍ୟାବ ର ପ୍ରଥମ ପ୍ରର୍ଯାୟ ରିପୋର୍ଟ ସମ୍ପର୍କରେ ଜେରା ବେଳେ ଜଗବନ୍ଧୁ କିଛି ବି କହିନଥିଲେ ।

ଏପଟେ ଇଡି ପ୍ରାରମ୍ଭିକ ଚାରସିଟ୍ ଜାନୁୟାରୀ ୧୦ ସୁଧା ଦାଖଲ କରିବ ବୋଲି ସୂଚନା ଦେଇଛି । ଆଉ ସେପଟେ ଖଣ୍ଡଗିରି ପୋଲିସ ଅର୍ଚ୍ଚନାଙ୍କ ହାତ ଲେଖା ନମୁନା ହେଣ୍ଡଟ୍ରାଇଙ୍ଗ ବିରୋକୁ ପଠାଇଥିବା ବେଳେ ଖୁବ୍ ଶୀଘ୍ର ପ୍ରାରମ୍ଭିକ ଚାରସିଟ୍ ମଧ୍ୟ ଦିଆଯିବ । ତେବେ ସବୁଠାରୁ ଆଜି ଆଶ୍ଚର୍ଯ୍ୟ କରିଦେବା ଭଳି ଦୃଶ୍ୟ ଥିଲା ଯେତେବେଳେ ଗାଡିରୁ ଉଲାହୁଥିଲେ ଜଗବନ୍ଧୁ ସେତେବେଳେ ଖିଲି ଖିଲି ହୋଇ ପୁରା ହସି ପକାଇଥିଲେ ।

ତେବେ ଇଡି କୁ କୌଣସି ତଥ୍ୟ ଦେଉନାହାନ୍ତି ଭିତରେ କିନ୍ତୁ ବାହାରକୁ ଆସି ଏଭଳି ହସିଦେଲେ । ଯାହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ଆଉ ସମସ୍ତେ ଆଶ୍ଚର୍ଯ୍ୟ ଆଉ ଇଡି ବି ଛାନିଆ । ଜଗବନ୍ଧୁ ଭିତରେ କିଛି କହିଲାନି କିନ୍ତୁ ବାହାରେ ହସିଦେଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *