ଦେଖନ୍ତୁ ମୃ-ତ୍ୟୁ ପୂର୍ବରୁ କ’ଣ କହିଥିଲେ ପିଣ୍ଟୁ ନନ୍ଦ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସବୁ ବେଳେ ହସ ଏବଂ ରାଗ ବାଣ୍ଟି ଆସୁଥିବା ଅଭିନେତା ପିଣ୍ଟୁନନ୍ଦ । ଲିଭର ସିରୋସିସ ରୋଗରେ ପୀଡିତ ହୋଇ ଗତ କିଛି ଦିନ ହେବ ଜିବନ ମୃ-ତ୍ୟୁ ସହିତ ସଂଘର୍ଷ କରୁଥିବା ବେଳେ ଗତ କାଲି ମାନେ ବୁଧବାର ରାତି 11.30 ମିନିଟ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପିଣ୍ଟୁନନ୍ଦ । ଜାହାକୁ ନେଇ ଏବେ ସାରା ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଶୋକର ଲହରୀ ଖେଳିଜାଇଛି ।

ତେବେ ବନ୍ଧୁଗଣ ଏମିତି ବେଳେ ବର୍ତମାନ ସମୟ ରେ ସଂମ୍ପର୍ଣ୍ଣ ଓଡିଆ ଇଣ୍ଡଷ୍ଟ୍ରୀ ର ସଂମ୍ପର୍ଣ୍ଣ କଳାକାର ସଂଙ୍ଘ ର ମେମ୍ବର ସହିତ ତାଙ୍କ ସହିତ ଆସି ହାଇଦ୍ରାବାଦ ରୁ ଓଡିଶା ରେ କିଛି ସମୟ ମଧ୍ୟରେ ପହଁଚିବେ ବେ ଏବଂ ତାଙ୍କର ଶେଷକୃତ୍ୟ ନିଜର ଜନ୍ମ ମାଟିରେ ସଂମ୍ପର୍ଣ୍ଣ କରାଯିବ । ଏହି ଘଟଣା ରେ ପିଣ୍ଟୁନନ୍ଦ ଙ୍କ ପରିବାର ସଂମ୍ପର୍ଣ୍ଣ ଭାବେ ଭାଙ୍ଗି ପଡିଥିବା ବେଳେ ପିଣ୍ଟୁନନ୍ଦ ଙ୍କ ସ୍ତ୍ରୀ କାନ୍ଦି ବୋହସ ହୋଇଜାଉ ଥିବା ସୂଚନା ରହିଛି ।

Pintu Nanda

ଏପଟେ ପିଣ୍ଟୁନନ୍ଦ ଙ୍କ ଏକ ଭିଡ଼ିଓ ଜାହା ସେ ହସ୍ପିଟାଲ ରେ ଏଡମିଟ୍ ହେବା ପୂର୍ବରୁ ନିଜର ଏକ ଫିଲ୍ମ ବିଷୟ ରେ ସୂଚନା ଦେଇ ନିଜର ଫେନ୍ସ ମାନଙ୍କୁ ପ୍ରେକ୍ଷାଳୟ କୁ ଦେଖିବା ପାଇଁ ଯିବାକୁ କହିଥିବାର ଭିଡିଓ ବର୍ତମାନ ସମୟ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଜାହାକୁ ଦେଖି ପ୍ରଶଂଶକ ମାନେ ବି ବହୁତ ଦୁଃଖ ପ୍ରକାଶ କରୁଥିବାର ଦେଖିବା ପାଇଁ ମିଳିଛି ।

ତେବେ ପିଣ୍ଟୁନନ୍ଦ ଙ୍କ ଶେଷ ଫିଲ୍ମ ମି ଫର ଟୁ ପାଇଁ ସେ ଫେନ୍ସ ମାନଙ୍କୁ ଏହି ଫିଲ୍ମ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ସୂଚାନ ଦେବା ସହିତ ବର୍ତମାନ ସମୟ ରେ ଓଡିଆ ସିନେମା ର ଏହି ଘଡି ସନ୍ଧୀ ମୂହୁର୍ତ୍ୱରେ ଏହି ଫିଲ୍ମ କୁ ଦେଖିବା ପାଇଁ ଯିବା ଏବଂ ପୁଣି ଥରେ ଓଡିଆ ଇଣ୍ଡଷ୍ଟ୍ରୀ କୁ ଆଗକୁ ଆଣିବା ପାଇଁ ସେ ଏହି ଫିଲ୍ମ କୁ ଅଧିକ ରୁ ଅଧିକ ଭାବେ ସୋପର୍ଟ କରିବା ପାଇଁ ଭିଡ଼ିଓ ରେ କହିଥିଲେ ।

ଯେଉଁ ଭିଡ଼ିଓ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେଉଛି । ଆପଣ ମାନେ ବି ଏଠାରେ ସେହି ଭିଡ଼ିଓ କୁ ଦେଖି ପାରିବେ । ଆମ ତରଫ ରୁ ଭଗବାନ ଙ୍କ ନିକଟ ରେ ତାଙ୍କର ଆତ୍ମାର ସଦଗତି ପାଇଁ ପାର୍ଥନା କରୁଛୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *