ଦେଖନ୍ତୁ ମୃ-ତ୍ୟୁ ଆଗରୁ କଣ ଲେଖିଥିଲେ ଆଜେକ୍ସ | ଭାଇରାଲ ହେଲା ଚାଟ

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ସାମ୍ନା କୁ ଆସିଲା ଡିଜେ ଆଜେକ୍ସ ଙ୍କ ୱାଟସପ୍ ଚାର୍ଟିଂ । ଯେଉଁଥିରେ ଲେଖା ରହିଛି ଅର୍ଜେଣ୍ଟ କଲ କର କଥା ଅଛି । ଆଉ ଏହି ମେସେଜ୍ ଲେଖିଛନ୍ତି ଡିଜେ ଆଜେକ୍ସ । ଦୁନିଆଁ ଜାହା ପାଇଁ ପାଗଳ ଥିଲା ସେ ନିଜେ ଗୋଟିଏ ଝିଅ ପାଇଁ ପାଗଳ ଥିଲା । ସେ ଝିଅ ହେଉଛି ଜିଜ୍ଞାସା ଆଜେକ୍ସ ଙ୍କ ସନ୍ଧେହ ଜନକ ମୃ-ତ୍ୟୁ ପରେ ଏହି ମେସେଜ ଚାର୍ଚିଂ ବିଭିନ୍ନ କଥା ଦେଖାଉଛି ।

କଣ ପାଇଁ ଆଜେକ୍ସ ଏମିତି ଲେଖିଥିଲେ । ଏହା ପଛରେ କଣ ଥାଇ ପାରେ କାରଣ କଣ ଥିଲା । ତେବେ ଏହି ମେସେଜ୍ ବର୍ତମାନ ସମୟ ରେ ଚାଲିଆଡେ ଘୂରି ବୁଲୁଛି । ଆଜେକ୍ସ ଜିଜ୍ଞାସା କୁ ଭଲ ପାଉଥିଲେ ସତ ହେଲେ ସେ ରଶ୍ମି ଙ୍କ ପ୍ରେମରେ ପଡିଥିଲେ । ଏପରି କି ସେ ମନା କରିବା ପରେବି ରଶ୍ମି ଙ୍କ ସହିତ ରିଲେସନ ରେ ଥିଲେ ।

chat

ଜିଜ୍ଞାସା ଙ୍କୁ ନ ପାଇବା ଦ୍ୱାରା ଆଜେକ୍ସ ଏହି ଦୁନିଆଁ ଛାଡି ଥିବାର ଜଣା ପଡିଛି । ସୁସାଇଟ କରିବା ତାଙ୍କର କୋଠର ନିସ୍ପତି ହେଲେ ତାହାକୁ ଅତି ସହଜ ରେ ଆଜେକ୍ସ ପୂରଣ କରି ନଥିଲେ ।

ଆଉ ପ୍ରେମିକା କୁ ନ ପାଇବା ଦ୍ୱାରା ସେ ଏହି ପରି କରିଥିବାର ଜଣା ପଡିଛି । ତେବେ ବନ୍ଧୁଗଣ ଆଜେକ୍ସ ଏବଂ ଜିଜ୍ଞାସା ଙ୍କ ଚାଟିଂ କୁ ଦେଖି ଆପଣ ମାନେ କଣ ମତାମତ ରଖିବେ ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *