Zoom କରି ଫୋଟ ଗୁଡିକୁ ଦେଖନ୍ତୁ ମସ୍ତିସ୍କ ଦୋହଲି ଯିବ ।

Spread the love

ପ୍ରାୟତଃ ଏହିପରି କୁହାଯାଇ ଥାଏ ଯେଉଁ ଜିନିଷକୁ ଯେଉଁ ନଜରରେ ଦେଖାଯାଏ, ତାହା ଆମକୁ ସେହି ପରି ହିଁ ଦେଖା ଯାଇଥାଏ । କିନ୍ତୁ ଏହି ଚିତ୍ର ଗୁଡିକ ସଂପୂର୍ଣ୍ଣ ଓଲଟା ଅଟେ । ବର୍ତ୍ତମାନ ଆମେ ଏହିପରି କଣ ପାଇଁ କହୁଛୁ ଆପଣ ନିଜେ ଏହି ଚିତ୍ରଗୁଡିକ ଦେଖିବା ପରେ ଜାଣି ପାରିବେ । ଏହି ଚିତ୍ର ଗୁଡିକୁ ବାରମ୍ବାର ଦେଖିବା ପରେ ହିଁ ପ୍ରକୃତ ବିଷୟ ଆପଣ ଜାଣି ପାରିବେ । ଏହି ଚିତ୍ରଗୁଡିକୁ ଏହିଭଳି ଉଠାଯାଇଛି, କୌଣସି ମଧ୍ୟ ବ୍ୟକ୍ତିଙ୍କ ମୁଣ୍ଡ ଚକ୍କର ଖାଇଯିବ । ଆସନ୍ତୁ ଦେଖିବେ ଏହି ଆଶ୍ଚର୍ଯ୍ୟଜନକ ଚିତ୍ର ଗୁଡିକ ।

ଏହି ଚିତ୍ରକୁ ଦେଖିବା ପରେ ଆପଣଙ୍କ ମୁଣ୍ଡ ଘୁରିଯିବ ଏଥିରେ ଆପଣ ଦେଖି ପାରୁଥିବେ, ଚୌକିରେ ପୁଅ ବସିଛି ନା ଝିଅ । କିନ୍ତୁ ଜୁମ କରି ଚିତ୍ରଟିକୁ ଦେଖିବା ପରେ ଆପଣ ନିଶ୍ଚିନ୍ତ ହୋଇଯିବେ ଜଣେ ପୁଅ ଚୌକିରେ ବସିଛି ଏବଂ ତା’ ପଛରେ ଜଣେ ଝିଅ ଠିଆ ହୋଇଛି ।

ବର୍ତ୍ତମାନ ଏହି ଚିତ୍ରକୁ ଦେଖନ୍ତୁ । ଏହାକୁ ଦେଖିବା ପରେ ଆପଣଙ୍କୁ କିଛି ଜଣା ପଡିବ ନାହିଁ ଯେ, ଆପଣ କଣ ଦେଖୁଛନ୍ତି । ଏହି ଚିତ୍ରରେ ଦୁଇଜଣ ଝିଅ ଅଛନ୍ତି ଏବଂ ଏଥିରେ ଜଣେ ଝିଅ ଅନ୍ୟ ଜଣେ ଝିଅକୁ ଏହିପରି ଉଠାଇଛି ଯେ, ଏହାକୁ ବୁଝିବା କଷ୍ଟ ହୋଇ ପଡୁଛି । ଏହି କାରଣରୁ ଚିତ୍ରଟିକୁ ଜୁମ କରି ପୁଣି ଦେଖନ୍ତୁ ।

ଏହି ଚିତ୍ରକୁ ଦେଖି ଆପଣ ଚିନ୍ତାରେ ପଡିଯିବେ । ଯଦି ଆପଣ ନିରେଖି ଦେଖିବେ, ତେବେ ଆପଣ ଦେଖିବେ ପାରିବେ ଝିଅ ବ୍ୟାୟାମ କରୁଥିବାର । ଯଦି ଆପଣ ଏହି ଚିତ୍ରକୁ ସାମାନ୍ୟ ରୂପରେ ଦେଖିବେ; ତେବେ ଆପଣଙ୍କୁ ଜଣା ପଡିବ ଦୁଇଜଣ ଝିଅ ପରସ୍ପର ସହ ଯୋଡି ହୋଇ ଯାଇଛନ୍ତି କିନ୍ତୁ ଜୁମ କରି ଦେଖିବା ପରେ ଆପଣଙ୍କ ସାମ୍ନାରେ କିଛି ଭିନ୍ନ ଚିତ୍ର ଦେଖାଯିବ ।

ଏହି ଚିତ୍ର ଦେଖିବା ପରେ ଆପଣ ଭାବୁଥିବେ ଭେନ୍ ଉପରେ ଗାଡିର ପୋଷ୍ଟର ଲାଗିଛି କିମ୍ବା ସେଠାରେ ଅନ୍ୟ କୌଣସି ଗୋଟିଏ ଗାଡି ଠିଆ ହୋଇଛି । ଏହା ଆପଣ ଜୁମ କରିବା ପରେ ହିଁ ଜାଣି ପାରିବେ ।

ଆପଣ ଏହି ଚିତ୍ରକୁ ନିରେଖି ଦେଖିବେ; ତେବେ ଆପଣଙ୍କୁ ଜଣା ପଡିବ ସୂର୍ଯ୍ୟ କିରଣ ଯୋଗୁଁ ବିଲେଇର ଛାଇ କାନ୍ଥ ଉପରେ ପଡିଛି କିନ୍ତୁ ଜୁମ କରି ଚିତ୍ରଟିକୁ ଦେଖିବା ପରେ ଜାଣି ପାରିବେ ତାହା ବିଲେଇର ଛାଇ ନୁହେଁ ବିଲେଇର ଚିତ୍ର କାନ୍ଥରେ କରାଯାଇଛି । କିନ୍ତୁ ବାସ୍ତବିକତା କିଛି ଭିନ୍ନ ଅଟେ ।

ଅନୁଛେଦଟି ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ଶେୟାର କରନ୍ତୁ । ଧନ୍ୟବାଦ !