ଦେଖନ୍ତୁ ନରେନ୍ଦ୍ର ମୋଦିଙ୍କ କିଛି ପୁରୁଣା ଚିତ୍ର ,ବହୁତ କଷ୍ଟରେ ଜୀବନ ବିତିଥିଲା ।

Spread the love

ଆମେ ଆପଣଙ୍କୁ ନରେନ୍ଦ୍ର ମୋଦିଙ୍କ କିଛି ପୁରୁଣା ଅଣଦେଖା ଚିତ୍ର ଯାହା ଦେଖିବା ପରେ ଜାଣି ପାରିବେ କେତେ କଷ୍ଟ ଭରା ଜୀବନ ଥିଲା ନରେନ୍ଦ୍ର ମୋଦିଙ୍କ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି; ଅନେକ ନେତା ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି । ଆଜିର ଏହି ଲେଖାରେ ଆମେ ଆପଣଙ୍କୁ ଏପରି ଜଣେ ନେତାଙ୍କ ବିଷୟରେ କହିବୁ, ସେହି ନେତା ଜଣଙ୍କ ନା କେବଳ ଭାରତରେ, ବିଦେଶରେ ମଧ୍ୟ ପ୍ରସିଦ୍ଧ ହୋଇ ସାରିଛନ୍ତି । ଆମେ କହୁଛୁ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ । ଆଜିର ଏହି ଲେଖାରେ ଆମେ ଆପଣଙ୍କୁ ନରେନ୍ଦ୍ର ମୋଦିଙ୍କ କିଛି ପୁରୁଣା ଫୋଟଚିତ୍ର ଦେଖାଇବୁ, ଯେଉଁଥିରୁ ଜଣାପଡୁଛି ନରେନ୍ଦ୍ର ମୋଦିଙ୍କ ଜୀବନ କେତେ ସଂଘର୍ଷପୂର୍ଣ୍ଣ ଥିଲା । ଆପଣମାନେ ନରେନ୍ଦ୍ର ମୋଦିଙ୍କ ଅନେକ ଫୋଟଚିତ୍ର ଦେଖିଥିବେ କିନ୍ତୁ ଇଣ୍ଟରନେଟରେ ଆଜିକାଲି ଅନେକ ଚିତ୍ର ଭାଇରଲ ହେବାରେ ଲାଗିଛି । ଆପଣ ମଧ୍ୟ ଦେଖନ୍ତୁ ନରେନ୍ଦ୍ର ମୋଦିଙ୍କ କିଛି ଫୋଟଚିତ୍ର ।

ଦେଖନ୍ତୁ ନରେନ୍ଦ୍ର ମୋଦିଙ୍କ ପିଲାବେଳର ଫୋଟଚିତ୍ର, ପିଲାବେଳେ ନରେନ୍ଦ୍ର ମୋଦି କେତେ ଶାନ୍ତସିଷ୍ଟ ଦେଖା ଯାଉଥିଲେ ।

ଆଜି ମଧ୍ୟ ନରେନ୍ଦ୍ର ମୋଦିଙ୍କ ଯେତେବେଳେ ଭାଷଣ ଦିଅନ୍ତି, ତାଙ୍କ ଭାଷଣ ଶୁଣିବା ପାଇଁ କିଛି ଲୋକ ନିଜ କାର୍ଯ୍ୟରୁ ବିରତି ନେଇନ୍ତି । ଏହି ଫୋଟଚିତ୍ରରେ ଦେଖନ୍ତୁ, କେତେ ଧ୍ୟାନରେ ମୋଦି ଅନ୍ୟଙ୍କ ଭାଷଣ ଶୁଣୁଛନ୍ତି । ବର୍ତ୍ତମାନ ଆପଣ ଜାଣି ପାରୁଥିବେ, ମୋଦିଙ୍କୁ ଏତେ ଭଲ ଭାଷଣ ଦେବା କେଉଁଠୁ ଶିଖିଲେ ?

ଏହି ଫୋଟଚିତ୍ରରେ ବିଜେପିର ବରିଷ୍ଠ ନେତା ଲାଳକୃଷ୍ଣ ଆଡ଼ଭାଣି ଓ ମୋଦି ଏକ ସାଥିରେ ଦେଖା ଯାଉଛନ୍ତି । କିନ୍ତୁ ସେହି ସମୟରେ ମୋଦିଙ୍କୁ ଦେଶର ଜନତା ଜାଣିନଥିଲେ ଏବଂ ନା କେହି ସେହି ସମୟରେ ଜାଣିଥିଲେ ଆଗକୁ ଯାଇ ଏହି ମନୁଷ୍ୟ (ମୋଦୀ) ନା କେବଳ ଭାରତରେ, ବିଦେଶରେ ମଧ୍ୟ ପ୍ରସିଦ୍ଧ ହୋଇଯିବ ।

ଦେଖନ୍ତୁ ନରେନ୍ଦ୍ର ମୋଦିଙ୍କ ଅନ୍ୟ ଏକ ଫୋଟଚିତ୍ର । ଏହି ଚିତ୍ରଟି ବହୁତ ପୁରୁଣା ଅଟେ । ଏହି ଚିତ୍ରରେ ମୋଦି ବହୁତ ଯୁବକ ଦେଖା ଯାଉଛନ୍ତି । ଏହି ଫୋଟଚିତ୍ରରୁ ଜଣା ପଡୁଛି ମୋଦି କାହାକୁ କିଛି ବୁଝାଉଛନ୍ତି ।

ସମସ୍ତେ ଜାଣନ୍ତି ମୋଦି ଆର.ଏସ୍.ଏସ୍.ର ସଦ୍ୟସ ରହି ସାରିଛନ୍ତି । ଏହି ପୁରୁଣା ଫୋଟଚିତ୍ରଟି ସେହି ସମୟର ଅଟେ, ଯେଉଁ ସମୟରେ ମୋଦି ଆର.ଏସ୍.ଏସ୍.ର ସଦ୍ୟସ ଥିଲେ । ଫୋଟଚିତ୍ରରେ ଆପଣ ଦେଖି ପାରୁଥିବେ; ମୋଦି ଷ୍ଟେଜରେ ଠିଆ ହୋଇ ଭାଷଣ ଦେଉଛନ୍ତି ।

ଏହି ଚିତ୍ରଟି ସେହି ସମୟର ଯେଉଁ ସମୟରେ ମୋଦି ରାଜନୀତିରେ ପାଦ ଦେଇଥିଲେ । ଏହି ଚିତ୍ରରେ ମଧ୍ୟ ମୋଦି ଯୁବକ ଦେଖା ଯାଉଛନ୍ତି । କିନ୍ତୁ ଏହି ସମୟ ପର୍ଯ୍ୟନ୍ତ ମୋଦିଙ୍କୁ ସଫଳତା ମିଳି ନଥିଲା ।

Source : www.newstrend.news