SIM Card ନୂଆ ନିୟମ ଆସିଲା ଦେଖନ୍ତୁ | ଫୋନ ବ୍ୟବହାର କରୁଥିଲେ ଏବେ ହିଁ ଦେଖନ୍ତୁ

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ସିମ୍ କାର୍ଡ କୁ ନେଇ ଆସି ଜାଇଛି ଆଉ କିଛି ନୂଆ ନିୟମ । ଆଜର ସମୟ ରେ ଆପଣ ମାନଙ୍କ ପାଖରେ ଏକ ରୁ ଅଧିକ ସିମ୍ କାର୍ଡ ରହିଛି । ଏମିତି କି କେହି କେହି ଲୋକ ମାନଙ୍କ ନାମରେ 4 ରୁ 6 କିମ୍ବା 7, 8 ଟି ସିମ୍ କାର୍ଡ ମଧ୍ୟ ରହିଛି । ତେବେ ଏହି ମଧ୍ୟରେ 1 ରୁ ଅଧିକ ସିମ୍ କାର୍ଡ ରହିଥିଲେ । ଜାଣି ରଖନ୍ତୁ ଦୂର ସଞ୍ଚାର ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ନିୟମ । ଏବେ ଆପଣ ମାନେ କେତେ ଗୋଟି ସିମ୍ କାର୍ଡ ଆପଣ ମାନଙ୍କ ପାଖରେ ରଖି ପାରିବେ ବାକି ସବୁ ସିମ୍ କାର୍ଡ ହୋଇଯିବ ବନ୍ଦ ।

ଦୂର ସଞ୍ଚାର ବିଭାଗ ତରଫ ରୁ ଏକ ନିୟମ ଜାରି ହୋଇଛି । ଯେଉଁଠାରେ ଅଧିକ ସିମ୍ ରଖିବାର କ୍ଷେମତା କୁ ଲିମିଟ କରି ଦିଆଯାଇଛି । ଦୂର ସଞ୍ଚାର ବିଭାଗ ର ନୂଆ ନିୟମ ମୁତାବକ 9 ରୁ ଅଧିକ ସିମ୍ ରଖିବା ଇୟୁଜର ମାନଙ୍କୁ ବର୍ତମାନ ସିମ୍ କାର୍ଡର ଭେରିଫିକେସନ କରେଇବା ବାଧ୍ୟତା ମୂଳକ ହେବ । ଯଦି ଏହି ସିମ୍ କାର୍ଡ ଗୁଡିକ ଯାଞ୍ଚ ନ ହେଉଛି । ତେବେ ସେହି ଗୁଡିକ ଯଥା ଶୀଘ୍ର ବନ୍ଦ କରି ଦିଆଯିବ ।

sim card

ଟେଲିକମ୍ ବିଭାଗ ର ଜାରି ଆଦେଶ ରେ କୁହାଜାଇଛି ଯେ ଯଦି ଗ୍ରାହାକ ଙ୍କ ପାଖରେ ଅନୁମତି ଠାରୁ ଅଧିକ ସିମ୍ କାର୍ଡ ମିଳୁଛି ତେବେ ଏହି ଭଳି ସ୍ଥିତିରେ ସେମାନଙ୍କୁ ନିଜ ପସନ୍ଦ ର ସିମ୍ ଚାଲୁ ରଖିବାକୁ ହେବ । ତେବେ ସେହିପରି ବେଳେ ଏହି ସବୁ କୁ ବନ୍ଦ କରିବାକୁ ବିକଳ୍ପ ଦିଆଯିବ । ହେଲେ ଏହାର ସୀମା 9 ରୁ ଅଧିକ ହେବ ନାହିଁ । ଜାମ୍ମୁକାଶ୍ମିର ଏବଂ ଉତ୍ତର ପୂର୍ବ ରାଜ୍ୟ ଗୁଡିକ ପାଇଁ ଏହି ସଂଖ୍ୟା 6 ଟି ସିମ୍ କାର୍ଡ ରହିଛି ।

ତେବେ ଟେଲିକମ୍ ବିଭାଗ ଟେଲିକମ୍ କମ୍ପାନୀ ଗୁଡିକୁ ସେହି ସମସ୍ତ ମୋବାଇଲ ନମ୍ବର କୁ ଡାଟା ସେଭ୍ ରୁ ହଟେଇ ଦେବାକୁ କହିଛି ଜାହା ନିୟମ ଅନୁଯାୟୀ ବ୍ୟବହାର ହେଉ ନଥିବ । ତେବେ ଟେଲିକମ୍ ବିଭାଗ କହିଛି ଯେ ଡିପାର୍ଟମେଣ୍ଟ ଦ୍ୱାରା କରାଯାଉଥିବା ସର୍ଭେ ଅନୁସାରେ । ଯଦି କୈଣସି ଗ୍ରାହାକ ଙ୍କ ପାଖରେ ଟେଲିକମ୍ କମ୍ପାନୀ ଗୁଡିକର ସିମ୍ କାର୍ଡ ଧାର୍ଯ୍ୟ ସୀମା ଠାରୁ ଅଧିକ ରହିଛି ତାହାଲେ ସମସ୍ତ ସିମ୍ କୁ ପୁଣି ଥରେ ଭେରିଫାୟ କରାଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ନୂଆ ନିୟମ ଅନୁସାରେ 9 ଟି ସିମ୍ ରୁ ଆପଣ ମାନେ ଅଧିକ ସିମ୍ ରଖି ପାରିବେ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ