ମୋ ଖୋଲା ଦେହ ଦେଖିଲୁ ଏବେ ଟଙ୍କା ଦେ, ନହେଲେ… ଦେଖନ୍ତୁ ଭାଇରାଲ Video

call

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଯେଉଁ କଥାଟି କହିବୁ ଯାହାକୁ ଆପଣ ମାନେ ସୁଣି ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗିବ ହେଲେ କଥାଟି ସଂମ୍ପର୍ଣ୍ଣ ସତ୍ୟ ଅଟେ । ସମସ୍ତେ ନିଜ ଆବଶ୍ୟକତା ପାଇଁ ଫୋନ ଆଉ ଇଣ୍ଟରନେଟ ର ସୁବିଧା ଲଡୁଛନ୍ତି । ଆଉ ସେହି ସୁବିଧା ମଣିଷକୁ ଅସୁବିଧା ରେ ମଧ୍ୟ ପକାଉଛି । ଆଉ ଟିକିଏ ଅସାବଧାନତା ଯୋଗୁଁ ଠକାମୀ ର ମଧ୍ୟ ଶିକାର ହେଉଛନ୍ତି ଲୋକମାନେ ।

ତେବେ ସେହିଭଳି ମିଉଟ ଭିଡିଓ କଲ ର ଶିକାର ହେଇଛନ୍ତି ଜଣେ ଇଞୀନିୟର । ତାହେଲେ ଘଟିଜାଉ ଥିବା ଘଟଣା ଉପରେ ଟିକିଏ ନଜର ପକେଇବା ଓ ଘଟଣା ପଛରେ କଣ ରହିଛି ପ୍ରକୃତ ରହସ୍ୟ ତେବେ ଆସନ୍ତୁ ଜାଣିନେବା । ଆଜିର ସମୟ ରେ ନ୍ୟୁ-ଡ ଭିଡ଼ିଓ କଲ ହେଲା ବଡ ସମସ୍ୟା । ଆପଣଙ୍କ ପାଖକୁ ପ୍ରଥମେ ହ୍ୱାଟସ ଆପ୍ ରେ ଆସିଥାଏ ମିଉଟ ଭିଡିଓ କଲ । ଆଉ ମିଉଟ ଭିଡିଓ କଲ ରେ ଲ-ଗ୍ନ ଅବସ୍ଥାରେ ଥାଆନ୍ତି ଝିଅ ଜଣଙ୍କ ।

call

ତେବେ ଆପଣ କଲ ଟିକୁ ରିସିଭ କରିଲା ପରେ ଆରମ୍ଭ ହୁଏ କଥା ବାର୍ତ୍ତା । ଆଉ ଏହି ଭଳି ଲଗ୍ନ ଅବସ୍ଥାରେ କଥା ହେଉଥିବା ବେଳେ ଝିଅ ଜଣଙ୍କ ରେକଡ଼ିଙ୍ଗ କରିନିଅନ୍ତି ଏହି ସବୁ କୁ । ଆଉ ଶେଷରେ ତାଙ୍କର ଖରାପ ଭିଡିଓ ସହିତ ଏଡିଟିଙ୍ଗ କରି ବ୍ଲାକମେଲ କରିବାକୁ ଲାଗିଥାନ୍ତି ଆଉ ବହୁତ ଟଙ୍କା ମଧ୍ୟ ଲୁଟିଥାଆନ୍ତି । ତେବେ ବେଳ ଥାଉ ଥାଉ ଆପଣ ବି ହେଇଯାଆନ୍ତୁ ସାବଧାନ, ଯଦି ଆପଣଙ୍କ ହ୍ୱାଟସ୍ ଆପ କୁ ଏମିତି କିଛି ଅଜଣା ନମ୍ବର ରୁ କଲ ଆସୁଛି, ତାହେଲେ ସେ କଲ କୁ ଉଠାନ୍ତୁ ନାହିଁ ନ ହେଲେ ଆପଣ ମାନେ ମଧ୍ୟ ଠକାମୀର ଶିକାର ହେଇପାରନ୍ତି ।

ତେବେ ଏଭଳି ଏକ ଘଟଣା ଘଟିଛି ଭୁବନେଶ୍ୱର ରେ ରହୁଥିବା ଜଣେ ଇଞୀନିୟର ଙ୍କ ସହିତ । ତାଙ୍କ ଫୋନ କୁ ଏମିତି ମିଉଟ ଭିଡିଓ କଲ ଆସିଥିଲା । ଆଉ ସେ ରିସିଭ କରି କଥା ହୋଇଥିଲେ ଆଉ ଶେଷ ରେ ଠାକାମୀ ର ଶୀକାର ମଧ୍ୟ ହେଉଥିଲେ । ଆଉ ନାୟିକା ଜଣଙ୍କ ଖରାପ ଭିଡ଼ିଓ ବନେଇବା ଆରମ୍ଭ କରିଥିଲେ ଏବଂ ବ୍ଲାକମେଲିଂ କରିବା ଆରମ୍ଭ କରିଦେଇଥିଲେ । ଏବଂ ପରେ ସେ ସେହି ଭିଡ଼ିଓ କୁ ସୋସିଆଲ ମିଡିଆ ରେ ଛାଡି ଦେବେ ବୋଲି କହିଥିଲେ ।

man

ଆଉ ଯାହା ଫଳ ରେ ଯୁବକ ଇଞୀନିୟର ଜଣଙ୍କ ଡରିଜାଇଥିଲେ ଆଉ ଜାହାର ସୁଯୋଗ ନେଇ ନ-ଗ୍ନ ନାୟିକା ଜଣଙ୍କ 25 ଲକ୍ଷ ଟଙ୍କା ଠକି ନେଇଥିଲେ । ଏହି ପରି ଘଟଣା ରେ ବର୍ତମାନ ସମୟ ରେ ଯୁବକ ଜଣଙ୍କ ଜାଇ ସାଇବର ଥାନା ରେ ଅଭିଯୋଗ କରିଛନ୍ତି । ଆଉ ଜାହା ବର୍ତମାନ ସମୟ ରେ ଜଣା ପଡୁଛି ବର୍ତମାନ ସମୟ ରେ ଏମିତି 30 ପ୍ରତିଶକ ଲୋକ ମାନେ ମିଉଟ ଭିଡିଓ କଲ ର ଶୀକାର ହେଉଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *