ବିଦାଇ ବେଳେ କେମିତି କାନ୍ଦି କାନ୍ଦି ବେହୋସ୍ ହୋଇଗଲେ ଲିପ୍ସା ମିଶ୍ର ଦେଖନ୍ତୁ…

Lipsa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବାହା ହେଲେ ଓଲିଉଡ ର ଜବର୍ଦୋସ୍ତ ଅଭିନେତ୍ରୀ ଲିପ୍ସା ମିଶ୍ର ଆଉ ବାହାଘର ବେଳେ ସ୍ୱାମୀ ଲିପ୍ସା ମିଶ୍ର ଙ୍କୁ କରିଲେ ବହୁତ ହଇରାଣ ଆପଣ ମାନେ ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ପାଉଥିବେ ବରଣ ମାଳା ପକେଇବା ସମୟ ରେ ଲିପ୍ସା ମିଶ୍ର ଙ୍କୁ ହଇରାଣ କରାଉଛନ୍ତି ତାଙ୍କ ସ୍ୱାମୀ । ଆଉ ଶେଷରେ ଭଲରେ ଭଲରେ ବାହାଘର ହୋଇଜାଉଛି । ଆଉ ବାହାଘର ପରେ ସମସ୍ତେ ବହୁତ ଖୁସୀ ଥିବାର ନଜର ଆସୁଛନ୍ତି ।

ହେଲେ ସେହି ସମୟ ରେ ଲିପ୍ସା ମିଶ୍ର ଙ୍କ କାନ୍ଦ ନ କହିଲେ ସରୁନାହିଁ । କାନ୍ଦି କାନ୍ଦି ବେହୋସ ହୋଇଛନ୍ତି ଏହି ଓଲିଉଡ ର ଅଭିନେତ୍ରୀ ଲିପ୍ସା ମିଶ୍ର । ତେବେ ବନ୍ଧୁଗଣ ଆପଣ ମାନେ ଲିପ୍ସା ମିଶ୍ର ଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରି ଆସୁଛନ୍ତି ଏହି ଅଭିନେତ୍ରୀ । ସୁନ୍ଦର ଅଭିନୟ କାରଣ ରୁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି ।

Lipsa Mishra

ତେବେ ବର୍ତମାନ ସମୟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଲିପ୍ସା ମିଶ୍ର । ତେବେ ବର୍ତମାନ ସମୟ ରେ ଲିପ୍ସା ମିଶ୍ର ଙ୍କୁ 36 ବର୍ଷ ବୟସ ହୋଇଛି । 2013 ମସିହା ରେ ସେ ପ୍ରଥମ ଥର ପାଇଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଏଣ୍ଟ୍ରୀ କରିଥିଲେ । ଓଡିଆ ସିନେମା ଦ୍ୱାରା ସେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଏଣ୍ଟ୍ରୀ କରିଥିଲେ । ଆଉ ଏହା ପରେ ଓଡିଆ ସିନେମା କରିବା ସହିତ ସେ ଓଡିଆ ସିରିଏଲ ରେ ବି ମଧ୍ୟ ଅଭିନୟ କରିଥିଲେ । ଏବଂ ସେ ସାରା ଓଡିଶା ର ଲୋକ ମାନଙ୍କ ମନକୁ ଜିତିବାରେ ସଫଳ ହୋଇଛନ୍ତି ।

ବହୁତ ସାରା ସିରିଏଲ ଏବଂ ବହୁତ ସାରା ୱେବସିରିଜ୍ ରେ ବି କାମ କରି ଥିବାର ଦେଖିବା ପାଇଁ ମିଳିଛନ୍ତି ଲିପ୍ସା । ବହୁତ ସମୟ ରେ ଲିପ୍ସା ମିଶ୍ର ଯାତ୍ରା ପାର୍ଟି ରେ ବି ଅଭିନୟ କରିଥିବାର ନଜର ଆସିଛନ୍ତି । ବର୍ତମାନ ସମୟ ରେ ଲିପ୍ସା ମିଶ୍ର ଙ୍କ ବାହାଘର ହୋଇଜାଇଛି ବାହାଘର ପରେ ଲିପ୍ସା ମିଶ୍ର ଶାଶୁ ଘରେ ବହୁତ ଖୁସୀରେ ରହିଥିବାର ଦେଖିବା ପାଇଁ ମିଳିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ