ପ୍ରସିଦ୍ଧ ହିରୋଇନ ଗୁରୁତ୍ତର ଅବସ୍ଥାରେ ହଠାତ ମେଡ଼ିକାଲରେ ଭର୍ତ୍ତି ହେଲେ ଦେଖନ୍ତୁ l

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଦେଶରୁ ଫେରିବା ପରେ ଅସୁସ୍ଥ ହୋଇ ଶେଷରେ ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ପ୍ରସିଦ୍ଧ ହିରୋଇନ । ତେବେ ଏହି ହିରୋଇନ ସବୁବେଳେ ହସ ହସ ମୁହଁ ବଦନ ନେଇ ବୁଲୁଥିବା ଅଭିନେତ୍ରୀଙ୍କୁ ସତେ ଯେମିତି କାହାର ଖରାପ ନଜର ଲାଗିଯାଇଛି । ନିଜର ଫେସନ ରେ ଲୋକଙ୍କ ହୁସ୍ ଉଡାଉଥିବା ଅଭିନେତ୍ରୀ ବେମାରରେ ପଡି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏତେ ବିଗିଡି ଯାଇଛି ଯେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଛି । ତେବେ ଏହି ଅଭିନେତ୍ରୀ ଜଣକ ବିଦେଶରୁ ଫେରି ସାରିଛନ୍ତି । ନିକଟରେ ବିଦେଶକୁ ବୁଲିବାକୁ ଯାଇଥିଲେ। ତେବେ ସେ ବିଦେଶକୁ ସୋଟିଂ କରିବାକୁ ଯାଇଥିଲେ କି ବୁଲିବାକୁ ଯାଇଥିଲେ ତାହା ଜଣା ନାହିଁ ତାହା ମାତ୍ର ସେଠାରୁ ଫେରିବା ପରେ ସେ ଅସୁସ୍ଥ ହୋଇପଡିଛନ୍ତି ।

heroin

ସେ ତାଙ୍କ ଇନଷ୍ଚାଗ୍ରାମ ଆକାଉଣ୍ଟ ରେ ହସ୍ପିଟାଲ ବେଡ୍ ରେ ନିଜର ଏକ ଭିଡିଓ ବନାଇ ପୋଷ୍ଟ କରିଥିଲେ । ଭିଡିଓ ରେ ସେ ବେମାର ଥିବା କଥା କହିଛନ୍ତି । ସେ ନିଜର ବେମାର ସମ୍ପର୍କରେ ତାଙ୍କର ଜଣେ ବନ୍ଧୁଙ୍କ ସହ କଥା ହେଉଛନ୍ତି । ଆଉ ସେହି ସମୟରେ ଡାକ୍ତର ତାଙ୍କୁ କଥା ହେବା ପାଇଁ ମନା କରିଛନ୍ତି । ଅଭିନେତ୍ରୀ ଉର୍ଫିଙ୍କୁ ଲାରେଞ୍ଜଟିସ୍ ହୋଇଥିବା ସେ କହିଛନ୍ତି ।

ରୋଗରେ ପଡି କାଫି ଅଲଗା ଦିଶୁଛନ୍ତି । ତାଙ୍କର ଆଖି ଚାରିପଟେ କଳାଦାଗ ପଡି ଯାଇଛି । ବିନା ମେକପ ଓ ବେମାରୀ କାରଣରୁ ଉର୍ଫି ଖୁବ୍ ଭିନ୍ନ ଦିଶୁଛନ୍ତି । ଅଭିନେତ୍ରୀ ଉର୍ଫି ଜାବେଦାଙ୍କୁ ବଲିଉଡ ଇଣ୍ଡଷ୍ଟ୍ରିରେ ସବୁଠାରୁ ଅଧିକ ଗ୍ଲାମରସ ମାନାଯାଏ । ତାଙ୍କୁ ସବୁବେଳେ କିଛି ନା କିଛି ନୂଆ ଲୁକ୍ ରେ ଦେଖିବାକୁ ମିଳେ । ତାଙ୍କର ପୋଷାକ ପରିଧାନ ଶୈଳି ସବୁଠାରୁ ଖୁବ୍ ଭିନ୍ନ ହୋଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ