A ନାମ ଥିବା ଲୋକଙ୍କ ଗୁପ୍ତ ରହସ୍ୟ, A ନାମର ଲୋକ ନିଶ୍ଚୟ ଦେଖନ୍ତୁ ।

a name

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି କଥା କହିବୁ ଯାହା ଦ୍ୱାରା ଆପଣ ମାନେ ବହୁତ ସହଜ ରେ ଜଣେ ବ୍ୟକ୍ତି ର ରହସ୍ୟ ଜାଣି ପାରିବେ ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଆଜି ଆମର ଏହି ପୋଷ୍ଟ ରେ A ନାମର ବ୍ୟକ୍ତି ମାନଙ୍କ ବିଷୟ ରେ କଥା କହିବୁ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ବ୍ୟକ୍ତି ମାନଙ୍କ ବିଷୟ ରେ କହିବୁ ଯେଉଁ ମାନଙ୍କ ନାମ ର ଆରମ୍ଭ A ଅକ୍ଷର ଆରମ୍ଭ ହୋଇଥିବ। ତେବେ ଆସନ୍ତୁ ଜାଣି ନେବା A ନାମକ ବ୍ୟକ୍ତି ବିଶେଷ ଙ୍କ ରହସ୍ୟ ବିଷୟ ରେ ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ କହି ରଖୁଛୁ କି ନାମ ର ପ୍ରଥମ ଅକ୍ଷର ରୁ ହିଁ ବ୍ୟକ୍ତି ର ରାଶି ବିଷୟ ରେ ଜଣା ପଡିଥାଏ ଏବଂ ସେହି ରାଶି ଅନୁସାରେ ବ୍ୟକ୍ତି ର ବ୍ୟକ୍ତିତ୍ୟ ମଧ୍ୟ ଜଣା ପଡିଥାଏ ଏବଂ ଏହା ସହିତ ବ୍ୟକ୍ତି ର ବର୍ତ୍ତମାନ ସହିତ ବ୍ୟକ୍ତିର ଭବିଷ୍ୟତ ମଧ୍ୟ ଜଣା ପଡିଥାଏ । ଆଜି ଆମେ ଆପଣ ଙ୍କୁ ଏହି ନାମ ର ପ୍ରଥମ ଅକ୍ଷର A ରୁ ଆରମ୍ଭ ହୋଇଥିବା ବ୍ୟକ୍ତି ର ବ୍ୟକ୍ତିତ୍ୱ ବିଷୟ ରେ କହିବୁ । ଯଦି କୈଣସି ପୁଅ ବା ଝିଅ ର ନାମ ର ପ୍ରଥମ ଅକ୍ଷର A ରୁ ଆରମ୍ଭ ହୋଇଥାଏ । ତେବେ ଏପରି ବ୍ୟକ୍ତି ବହୁତ ଆକର୍ଷକ ହୋଇଥାନ୍ତି ।

a name

ଶା-ରିରୀକ ସଂରଞ୍ଚନା ବିଷୟ ରେ କହିବା ତେବେ ଯେଉଁ ଲୋକ ମାନଙ୍କ ର ନାମ ର ପ୍ରଥମ ଅକ୍ଷର A ରୁ ଆରମ୍ଭ ହୋଇଥାଏ ସେମାନେ ଆକର୍ଷଣ ର ସ୍ୱାମୀ ହୋଇଥାନ୍ତି କି ଲୋକ ମାନେ ଏମାନ ଙ୍କ ପ୍ରତି ସମସ୍ତେ ଆକର୍ଷିତ ହୋଇଥାନ୍ତି । A ଅକ୍ଷର ଥିବା ବ୍ୟକ୍ତି ସୁନ୍ଦରତା କୁ ବହୁତ ପସନ୍ଦ କରିଥାନ୍ତି ଓ ନିଜେ ବି ବହୁତ ଭଲ ଦେଖା ଯାଉଥିବା ଶ୍ରେଣୀ କୁ ଆସି ପରନ୍ତି । ଏମାନେ ସ୍ମାର୍ଟ ହୋଇଥାନ୍ତି ।

ଏବେ ଆସନ୍ତୁ ଜାଣିବା ଏମାନଙ୍କ ର ସ୍ୱଭାବ ବିଷୟ ରେ ଯେଉଁ ଲୋକ ଙ୍କ ର ନାମ A ଅକ୍ଷର ରୁ ଆରମ୍ଭ ହୋଇଥାଏ । ଏପରି ଲୋକ ସ୍ୱଭାବ ରେ ବହୁତ ଭାବୁକ ହୋଇଥାନ୍ତି ଏହି ଲୋକ ଙ୍କ ର ଇଚ୍ଛା ହୋଇଥାଏ କି ଘର ପରିବାର ଓ ସମାଜ ରେ ସମସ୍ତେ ଠିକ ଭାବରେ ରୁହନ୍ତୁ ଓ ଲୋକ ଏମାନଙ୍କ ର କଥା ମାନନ୍ତୁ ଯେବେ ଏମାନଙ୍କ ର କୈଣସି କାମ ହୋଇ ନଥାଏ ତେବେ ଏମାନଙ୍କୁ ବହୁତ ଅଧିକ ଖରାପ ଲାଗିଥାଏ ଓ ଏମାନେ ନିରାଶ ହୋଇ ଯାଇଥାନ୍ତି ।

ଏମାନଙ୍କ କ୍ୟାରିୟର ବିଷୟ ରେ ଏମାନେ ବହୁତ ଜିଦ ସ୍ୱଭାବର ହୋଇଥାନ୍ତି ଏଥି ଲାଗି ଏମାନେ ଯେଉଁ କାମ କରିବାକୁ ଥରେ ଭାବନ୍ତି ସେ କାମ କୁ ସେମାନେ ଶେଷ ନ କରିବା ପର୍ଯ୍ୟନ୍ତ ଛାଡନ୍ତି ନାହିଁ । ଏମାନେ କର୍ମ ଏବଂ ପଢା ଦିଗରେ ବହୁତ ତତ୍ପର ହୋଇଥାନ୍ତି। ମାନେ ନିଜ ପ୍ରେମକୁ ପାଇବା ପାଇଁ ବଡ ସମସ୍ୟାର ସାମ୍ନା ମଧ୍ୟ କରିବାକୁ ଭୟ କରନ୍ତି ନାହିଁ । ଏହି ନାମର ବ୍ୟକ୍ତିମାନେ ଜନ୍ମରୁ ଅନେକ ବିଶେଷ ଗୁଣର ଅଧିକାରୀ ହୋଇଥାନ୍ତି, ଯେଉଁଥି ପାଇଁ ଏମାନେ ସମଯରେ ମାନ ସମ୍ମାନ ପାଇଥାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

odisha band
Editorial

କାଲି ଓଡିଶା ବନ୍ଦ ଡାକରା – ଘରୁ ବାହାରିବା ଆଗରୁ ଜାଣି ନିଅନ୍ତୁ ଏହି ଖବର ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା କାଲି ଧର୍ମ ଘଟ ରେ ସାମିଲ ହେବନି ଘୋରଇ ବସ୍ ରାଜ୍ୟର ସମସ୍ତ ରୁଟ୍ ରେ ଘୋରଇ ବସ୍ ଗଡିବା ନେଇ ଆଭିମୂଖ୍ୟ ସ୍ପଷ୍ଟ କରିଛି ଘୋରଇ ବସ୍ ମାଲିକ ସଙ୍ଘ ଧର୍ମଘଟ ସମୟ ରେ ଘୋରଇ ବସ୍ ମାଲିକ ସଙ୍ଘ ଗୋଣ୍ଡଗୋଳ ଆଶଂକା କରିଛି ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜି ଙ୍କୁ ଭେଟି ନିବେଦନ କରିଛି ସଂଘ । […]

ଅଧିକ ପଢ
Riya 1
Editorial

ସୁଟିଂ ସେଟରେ ସବୁ ଖୋଲି ଦେଲେ ରିୟା – ସ୍ୱାମୀଙ୍କୁ ଦେଖି ଆଉ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଟିଂ ସେଟ୍ ରେ ସ୍ୱାମୀ ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ଓଡିଆ ଅଭିନେତ୍ରୀ ରିୟା ଦେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ମାସରେ ସୁନିଲ ଏବଂ ରିୟା ଙ୍କର ବିବାହ ହୋଇଥିଲା । ଆଉ ବାହାଘର ଟି ବହୁତ ଧୁମଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡ ର ସମସ୍ତ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ଆଉ […]

ଅଧିକ ପଢ
aret
Editorial

ବାପା ସହିତ ୫ ଟା ମୋବାଇଲ ଖୋଲିବ ଝିଅ ଅର୍ଚ୍ଚନାର କଳା ଗୁମର !

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ ବାପା ଙ୍କୁ ସମନ ପରେ ଇଡି ଜେରା କରିଛି । ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ରେ ସମନ ପରେ ତାଙ୍କୁ ହାଜର କରାଜାଇଥିବା ସୂଚନା ରହିଛି । ତେବେ ଅର୍ଚ୍ଚନା ଙ୍କ ବେନାମୀ ସଂମ୍ପତୀ ନେଇ ଇଡି ଖୋଳତାଳ କରୁଛି । ତାଙ୍କର ବାପାଙ୍କୁ ପଚରା ଉଚୁରା କରୁଛି ଏହି ସଂମ୍ପତୀ ବାବଦରେ ଅର୍ଚ୍ଚନା ଙ୍କ ସଂମ୍ପର୍କ […]

ଅଧିକ ପଢ