ପତିଙ୍କୁ ପତ୍ନୀଙ୍କ ଉପରେ ସନ୍ଦେହ ହୋଇଥିଲା ଯାହାଫଳରେ ଘରେ ସିସିଟିଭି ଲଗାଇଥିଲେ ।ଫୁଟେଜ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲା ପତି ।

Spread the love

ପତିପତ୍ନୀଙ୍କ ସମ୍ପର୍କ ଦୁନିଆର ପ୍ରତି ସମ୍ପର୍କରୁ ଭିନ୍ନ ଧରଣର ହୋଇଥାଏ ଏବଂ ଏହି ସମ୍ପର୍କ ପ୍ରେମ ଏବଂ ବିଶ୍ୱାସର ହୋଇଥାଏ । ସମ୍ପର୍କରେ ବିଶ୍ୱାସ କମ ହେଲେ ସମ୍ପର୍କ ଭାଙ୍ଗି ଯିବାର ସମ୍ଭାବନା ଅଧିକ ହୋଇଥାଏ । ଆଜି ଏହିପରି ଏକ ଘଟଣା ବିଷୟରେ ଆମେ କହିବା ପାଇଁ ଚାହୁଁଛୁ, ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇ ପଡିବେ ।

ଏହି ଘଟଣାଟି ଗୋରଖପୁରର ହାତୀତାଲ କଲୋନୀର ବାସିନ୍ଦା, ମଧ୍ୟପ୍ରଦେଶ ବିଧୁତ ମଣ୍ଡଳଙ୍କ ଘରର ଅଟେ । ବୁଧୁତଙ୍କ ଘରେ ଲକ୍ଷ ଲକ୍ଷ ଟଙ୍କାର ଚୋରି ହୋଇଯାଇ ଥିଲା ଏବଂ ଯେତେବେଳେ ପୋଲିସକୁ ଏହି ବିଷୟରେ ଜଣାପଡିଥିଲା ଓ ଘରର ସିସିଟିଭି ଫୁଟେଜ ଚେକ୍ କରିବା ପରେ ଫୁଟେଜ ଦେଖି ଲୋକେ ବିଶ୍ୱାସ କରି ପାରି ନ ଥିଲେ । ଯେଉଁ ବ୍ୟକ୍ତି ବିଧୁତଙ୍କ ଘରେ ଚୋରି କରିଥିଲେ, ସେ ଅନ୍ୟ କେହି ନୁହେଁ ସେ ବିଧୁତଙ୍କ ପତ୍ନୀ ଅଟନ୍ତି ।

କହିବା ପାଇଁ ଚାହୁଁଛୁ ଏମପିଇବିର ବରିଷ୍ଟ ଇଞ୍ଜିନିୟର ହିମାଂଶୁ ଅଗ୍ରୱାଲ ଏବଂ ତାଙ୍କର ପତ୍ନୀ ମଧ୍ୟ ଏମପିଇବିର ଇଞ୍ଜିନିୟର ପଦରେ କାର୍ଯ୍ୟରତ ଅଟନ୍ତି । ୨୦୧୫ରେ ଏମପିଇବିର ବରିଷ୍ଟ ଇଞ୍ଜିନିୟର ହିମାଂଶୁ ଅଗ୍ରୱାଲ ପ୍ରେମ ବିବାହ କରିଥିଲେ । ବିବାହ ପରେ ଘରୋଇ ବିବାଦ ଯୋଗୁଁ ପତିପତ୍ନୀ ଭିନ୍ନ ଭିନ୍ନ ରହୁଥିଲେ ।

google

ଶୁକ୍ରବାର ରାତି ଏମପିଇବିର ବରିଷ୍ଟ ଇଞ୍ଜିନିୟର ହିମାଂଶୁ ଅଗ୍ରୱାଲ ଯେତେବେଳେ ଅଫିସରୁ ଘରକୁ ଫେରିଥିଲେ, ସେ ଦେଖିଥିଲେ ଘରେ ଚୋରି ହୋଇଯାଇଛି ଏବଂ ସେ ଏହାର ସୂଚନା ପୋଲିସକୁ ଦେଇଥିଲେ । ସୂଚନା ମିଳିବା ପରେ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପୋଲିସ ଘରର ତଲାସୀ ଆରମ୍ଭ କରିଥିଲେ ଏବଂ ପରେ ଘରେ ଲାଗିଥିବା ସିସିଟିଭି ଫୁଟେଜରୁ ଜଣା ପଡିଥିଲା । ଯେଉଁ ବ୍ୟକ୍ତି ବିଧୁତଙ୍କ ଘରେ ଚୋରି କରିଥିଲେ, ସେ ଅନ୍ୟ କେହି ନୁହେଁ, ସେ ଇଞ୍ଜିନିୟର ହିମାଂଶୁଙ୍କ ପତ୍ନୀ ଅଟନ୍ତି ।

ପୋଲିସ ଯେତେବେଳେ ଇଞ୍ଜିନିୟର ହିମାଂଶୁଙ୍କ ଘରର ସିସିଟିଭି ଫୁଟେଜ ଦେଖିଥିଲେ ଜାଣିବାକୁ ପାଇଥିଲେ, ହିମାଂଶୁଙ୍କ ପତ୍ନୀଙ୍କ ସହ ଦୁଇଜଣ ଯୁବକ ସନ୍ଧ୍ୟା ୬ଟା ୪୭ ମିନିଟରେ ଘରେ ପହଞ୍ଚିଥିଲେ । ସେ ଘରର ତାଲା କାଟିବା ପାଇଁ ଦୁଇ ଯୁବକଙ୍କୁ ଡାକିଥିଲେ ପରେ ଘରର ତାଲା କାଟିବା ପରେ ଘରେ ପ୍ରବେଶ କରି ଟଙ୍କା ସୁନା ଲୁଟି ନେଇଥିଲେ । ଏହା ପରେ ହିମାଂଶୁଙ୍କ ପତ୍ନୀ ଘର ଆଲମାରୀ ଖୋଲି ଘରେ ଥିବା ୫୦ ହଜାର ଟଙ୍କା, ସୁନାରୁପା ଧରି ଘରୁ ଚମ୍ପଟ ମାରିଥିଲେ । ହିମାଂଶୁଙ୍କ ସହ ପୋଲିସ ଏହି ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇଯାଇ ଥିଲା ଯେ, କିପରି ଜଣେ ପତ୍ନୀ ନିଜ ପତିଙ୍କ ଘରେ ଚୋରି କରିପାରେ ।

ସିସିଟିଭି ଫୁଟେଜ ଦେଖିବା ପରେ ପୋଲିସ ହିମାଂଶୁଙ୍କ ପତ୍ନୀଙ୍କ ନାମରେ ମାମଲା ରଜ୍ଜୁ କରିଛି । ହିମାଂଶୁଙ୍କ ପତ୍ନୀ ଚୋରି ପରେ ଫେରାର ଅଛନ୍ତି । ପୋଲିସ କହିଛି ପତ୍ନୀଙ୍କୁ ଧରିବା ପରେ ସମ୍ପୂର୍ଣ ଘଟଣା ସାମ୍ନାକୁ ଆସିପାରିବ ।