
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାଡି ଚାଲିଛି H3N2 । ଛୋଟ ପିଲାଙ୍କୁ ଅଧିକ ମାତ୍ରା ରେ ଏହି ଭୂତାଣୁ ବ୍ୟାପୁଛି । ଯାହାକୁ ନେଇ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ । ଆସନ୍ତା କାଲି ଠାରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ। ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏ ସ୍କୁଲ ଛୁଟି ଘୋଷଣା କରିଛନ୍ତି ସରକାର । ସମସ୍ତ ସରକାରୀ ସରକାରୀ ଅନୁଦାନ ପ୍ରାପ୍ତ । ଘୋରଇ ସ୍କୁଲ ମାର୍ଚ୍ଚ 16 ରୁ 26 ଯାଏ ଛୁଟି ରହିବ ।
ତେବେ ଦେଶରେ ପ୍ରଥମ ଥର ପାାଇଁ ନୂଆ ଭୂତାଣୁ ଲାଗି ସ୍କୁଲ ଛୁଟି ନିସ୍ପତି ନେଇଛନ୍ତି ପଦୁଚେରୀ ସରକାର । ବିଧାନ ସଭା ରେ ଏହି ନେଇ ଘୋଷଣା କରିଛନ୍ତି ସରକାର 15 ବର୍ଷ ରୁ କମ୍ ପିଲା ମାନଙ୍କୁ ନୂଆ ଭାଇରସ ଅଧିକ ପରିମାଣ ରେ ସଂଙ୍କ୍ରମଣ କରୁଥିବା ବେଳେ ନିଶ୍ୱାସ ନେବାରେ ଅସୁବିଧା ହେବା ସହିତ ଥଣ୍ଡା କାଶ ଲାଗି ରହୁଛି । ଏବେ ଦେଶରେ 451 ଟି କେସ୍ ଚିହ୍ନଟ ହୋଇଛି । ଏବେ ଯାଏ 7 ଜଣଙ୍କର ମୃ-ତ୍ୟୁ ହେଲାଣି ।
ବଡ କଥା ହେଲାକି ଶରୀର ରେ ବିଭିନ୍ନ ରୂପରେ ଏହି ଭାଇରସ ତାର ପ୍ରଭାବ ଦେଖାଉଛି । ଦେହ ହାତ ଘୋଆ ବିନ୍ଧା ସାଙ୍ଗକୁ ଜ୍ୱର , ଥଣ୍ଡା , ଝାଡା ବାନ୍ତି , କଫ , ତଣ୍ଟି ଦରଜ , ମୁଣ୍ଡ ବିନ୍ଧା ଭଳି ସମସ୍ୟା ଏହା ପବନ ବେଗରେ ବ୍ୟାପୁଛି । ଗର୍ଭବତୀ ମହିଳା ଛୋଟ ପିଲା , ବୟସ୍କ କିଡ୍ନୀ ଏବଂ ହୃଦ ରୋଗୀ ଙ୍କ ପାଇଁ ଏହା ବଡ ସମସ୍ୟା ଆଣୁଛି ।
ତେବେ ଓଡିଶା ରେ ସ୍ଥିତି ଦେଖି ନିସ୍ପତି ନିଆଯିବ ବୋଲି ବିଭାଗ କହିଛି । ତେବେ ଏହି ଭୂତାଣୁ ଏବେ ଯାଏ ଓଡିଶା ରେ ସେମିତି ପ୍ରଭାବ ଦଖେଇ ନଥିବା ବେଳେ ଆଗାମୀ ସମୟ ରେ ସ୍ଥିତି ଦେଖି ନିସ୍ପତି ନିଆଯିବ ବୋଲି ବିଭାଗ କହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।