SBI ବ୍ୟଙ୍କର ଏମିତି ଏକ ନୂଆ ସୁବୁଧା, ମାତ୍ର ୫ ମିନିଟରେ ଆପଣ ଟ୍ରାନ୍ସଫର(TRANSFER) କରିପାରିବେ…..

Spread the love

SBI ବ୍ୟଙ୍କର ଏମିତି ଏକ ସୁବୁଧା, ମାତ୍ର ୫ ମିନିଟରେ ଆପଣ ନିଜ ଖାତା କୁ ଅନ୍ୟ ବ୍ରାଞ୍ଚକୁ ଟ୍ରାନ୍ସଫର(TRANSFER) କରିପାରିବେ, ଜାଣନ୍ତୁ ଏମିତି କିଛି ପ୍ରକ୍ରିୟା ଯାହା ଦ୍ୱାରା ଆପଣ ପାଇବେ ଏହି ସୁବିଧା !

SBI ବ୍ୟାଙ୍କର ଏମିତି କିଛି ଗ୍ରାହକ ଅଛନ୍ତି ଯେଉଁମାନେ କି ଭିନ୍ନ ଭିନ୍ନ ଶାଖା(branch)ରେ ଖାତା କରିଛନ୍ତି ଏବଂ କିଛି କାରଣରୁ ନିଜ ଘର ଅନ୍ୟତ୍ର ସ୍ଥାନ ହେବା ଦ୍ୱାରା କିମ୍ଭା ଅନ୍ୟ କିଛି କାରଣରୁ ସେହି ଶାଖା ଠାରୁ ବହୁତ ଦୂରକୁ ଚାଲିଯାଆନ୍ତି ! ସେହି ଲୋକମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ କାରଣ ସେମାନେ ଘର ଠାରୁ ଆକାଉଣ୍ଟଧାରୀଙ୍କ ଶାଖା ବହୁତ ଦୂର ହୋଇଯାଏ ଏବଂ ଉକ୍ତ ଗ୍ରାହକମାନେ କିଛି ପୁଞ୍ଜି ନିବେଶ କରିବା ପାଇଁ ବହୁତ ଦୂର ଯିବାକୁ ପଡେ ! କିନ୍ତୁ ବର୍ତ୍ତମାନ ଏହି ଗ୍ରାହକ ମାନଙ୍କ ପାଇଁ ଗଟେ ବଡ଼ ଖୁସି ଖବର !

ଏବେ ଆପଣ ଘରେ ବସି ନିଜ SBI ଆକାଉଣ୍ଟ(account)କୁ ନିଜ ମନ ପସନ୍ଦ ଶାଖାକୁ ସ୍ଥାନାନ୍ତରିତ କରିପାରିବେ ! କିନ୍ତୁ ଏହି ପ୍ରକ୍ରିୟା ପାଇଁ ଆପଣ କେବଳ ଏକ ସହଜ ପ୍ରକ୍ରିୟାକୁ ଆପଣାନ୍ତୁ !

ସର୍ବ ପ୍ରଥମେ ଆପଣ SBI ନେଟ ବାଙ୍କିଙ୍ଗ ଲୋଗିଂ(longin) କରନ୍ତୁ ! ଏବେ ଆପଣ ହମ ପେଜରେ ଥିବା “ଇ-ସେର୍ଭିସ”ଟେବକୁ କ୍ଲିକ (click)କରନ୍ତୁ ! ତାପରେ ଆପଣ “ଇ-ସେର୍ଭିସ” ସେକସନ୍ନରୁ ଯାଇ “Transfer of Savings Account” କୁ କ୍ଲିକ କରନ୍ତୁ ! ଏହା ପରେ ଆପଣ ନିଜ ଶାଖାକୁ ନିଜ ସ୍ୱଇଚ୍ଛା ରେ ଚିହ୍ନଟ କରନ୍ତୁ !

– ଏବେ ସ୍କ୍ରିନ ଉପରେ ଗୋଟିଏ ଫୋର୍ମ ଆସିବ ଏହି ଫୋର୍ମକୁ ଭରି କରି ‘ନିୟମ ଏବଂ ରୁଟିନ୍ନ’ ପଢିବା ପରେ ଅସ୍ସେପ୍ଟ (accept)କରନ୍ତୁ ଓ ଅନ୍ତିମରେ submit କୁ କ୍ଲିକ କରନ୍ତୁ !

ଏହା ପରେ ଆସିଥିବା ସ୍କ୍ରିନରେ ଥିବା ସବୁ ତଥ୍ୟକୁ ଆପଣ ନିଜ ପ୍ରମାଣ ପତ୍ର ସହ ଯାଞ୍ଚ କରନ୍ତୁ ଏବଂ ଏହା ପରେ କୋନ୍ଫୋର୍ମ (confirm) ବଟନକୁ କ୍ଲିକ କରନ୍ତୁ !

ଏହା ପରେ ଆପଣଙ୍କ ମୋବାଇଲ ରେଜିଷ୍ଟ୍ର ନିମ୍ବରରେ ଆସିବା ଗୋଟିଏ ଓଟିପି (otp) ଏବଂ ଏହି ଓଟିପି କୁ ନିଜ ସାଇଡରେ ପକାଇ ଦିଅନ୍ତୁ ଏବଂ କୋନ୍ଫୋର୍ମ (confirm) ବୋତମକୁ କ୍ଲିକ କରନ୍ତୁ !

ଗୋଟିଏ ଥର କୋନ୍ଫୋର୍ମ (confirm) ହେବ ପରେ, ଗୋଟିଏ ସପ୍ତାହରେ ଆପଣଙ୍କ ଖାତାକୁ ଆପଣଙ୍କ ମନପସନ୍ଦ ଶାଖାକୁ ସ୍ଥାନାନ୍ତରିତ ହୋଇଯିବ ! ଏହା ଦ୍ୱାରା ଆପଣ ନିକଟସ୍ଥ ଶାଖାରେ ନିଜ ମନମୁତାବକ ପୁଞ୍ଜି ନିବେଶ କରି ପାରିବେ !